November 2023

୨୭ରେ ଲଘୁଚାପ, ୨୯ରେ ଅବପାତ !

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ୨୭ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ୨୬ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ…

ଷ୍ଟଡି ଟୁରରେ ଆସି ଭାସିଗଲେ ଛାତ୍ର

ଯୋଡ଼ା: ଜଳପ୍ରପାତରେ ଗଧୋଇବା ହେଲା କାଳ । ଷ୍ଟଡି ଟୁରରେ ଆସି ଜଳପ୍ରପାତରେ ଭାସିଗଲେ ଛାତ୍ର । ଆସାବଧାନତାରୁ ଭାସିଯାଇ ଜଣେ ଛାତ୍ର ନିଖୋଜ । ଅନ୍ୟ ୨ଜଣ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । କଲିକତାରୁ ଯୋଡ଼ା…

ସୁବର୍ଣ୍ଣପୁରରେ ଜମୁଛି କଲାସି ଯାତ୍ରା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଏନଏସି ଡବଳା ଗାଁରେ ବଡ ଧୂମଧାମ ସହକାରେ ଚାଲିଛି କଲାସି ଯାତ୍ରା । ସନ୍ଧ୍ୟା ହେଲେ ଶହ ଶହ ଭକ୍ତଙ୍କର ସମାଗମ ହେଉଛି । ଡବଳାଠାରେ ଚାଲିଥିବା ଏହି ଯାତ୍ରାର ରହିଛି ଭିନ୍ନ ଆକର୍ଷଣ…

ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ମୟୂରଭଞ୍ଜ : ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ । ମୃତ ମହିଳା ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ରୁମାପାହାଡି ଗାଁର ତୋପଇ ମହାନ୍ତ । ଗତ ୧୦ ତାରିଖରେ ସାପ୍ତାହିକ ହାଟକୁ ଯାଇ ନିଖୋଜ ହୋଇ ଯାଇଥିଲେ…

ଜଗା ଦର୍ଶନ ପରେ ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ

ପୁରୀ:ଜଗନ୍ନାଥ ଦର୍ଶନ ପରେ ଜଣେ ହବିଷ୍ୟାଳିଙ୍କ ଶୁକ୍ରବାର ମୃତ୍ୟୁ ଘଟିଛି । ପବିତ୍ର ପଞ୍ଚୁକରେ ଏପରି ଘଟଣା ହବିଷ୍ୟାଳିଙ୍କ ମୃତ୍ୟୁ ସାରା ଶିବିରରେ ଶୋକର ଛାୟା ଖେଳାଇ ଦେଇଛି । ମିଳିଥିବା ସୂଚନା ଅନୁସାରେ, ମୃତା ହବିଷ୍ୟାଳିଙ୍କ ନାଁ ଫକିର ଧଉଳା…

ଧବଳେଶ୍ୱର ମନ୍ଦିରରେ ତାଲା, ଘଣ୍ଟା ଘଣ୍ଟା ଧରି ଛିଡା ହୋଇ ରହିଛନ୍ତି ଭକ୍ତ

ଆଠଗଡ: ବଡ଼ଓଷା ପୂର୍ବରୁ ଆଠଗଡ଼ ଧବଳେଶ୍ବର ମନ୍ଦିରରେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ଉପୁଜିଲା ବିବାଦ । ମନ୍ଦିରରେ ତାଲା ପକାଇ ଧାରଣାରେ ବସିଲେ ପୂଜକ । ସେପଟେ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଭକ୍ତ ।…

୨୭ରୁ ଆରମ୍ଭ ହେବ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଶେଷ

ଭୁବନେଶ୍ବର : ୨୭ରୁ ଆରମ୍ଭ ହେବ ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ୫ ତାରିଖରେ ସରିବ ବାଲିଯାତ୍ରା। ହଜିଥିବା ପରମ୍ପରାକୁ ଆଗକୁ ଆଣିବ ବାଲିଯାତ୍ରା କମିଟି। ବଲିଉଡ ଓ ଓଲିଉଡ ନାଇଟରେ ଝୁମିବେ ରାଜଧାନୀବାସୀ। ବାଲିଯାତ୍ରାକୁ…

ଆଦିବାସୀ ଜମି ହସ୍ତାନ୍ତର ବିଲର ପୁନର୍ବିଚାର ପାଇଁ ସୁପାରିସ କଲା କ୍ୟାବିନେଟ

ଭୁବନେଶ୍ୱର:ବହୁ ବାଦବିବାଦ ଏବଂ ବିରୋଧ ପରେ ନରମିଛନ୍ତି ସରକାର । ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିରେ ସଂଶୋଧନ କରାଯିବ ବୋଲି କହିଛନ୍ତି ସରକାର । ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି ଏପରି ନିଷ୍ପତ୍ତି । ଏ ନେଇ ସୂଚନା ଦେଇଛନ୍ତି ସଂସଦୀୟ…

ଉତ୍ତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମ୍ବଲପୁରରୁ ଗଲା ଅଗର ମେସିନ

ସମ୍ବଲପୁର: ଗତ ୧୩ ଦିନ ହେବ ପ୍ରତିଟି ମୁହୂର୍ତ୍ତରେ ଉତ୍ତରାଖଣ୍ଡର ଉତ୍ତରକାସି ଟନେଲରେ ଫଇସିଥିବା ଶ୍ରମିକଙ୍କୁ ନେଇ ଖବର ବାରମ୍ବାର ପ୍ରକାଶ ହେଉଛି । ତେବେ ଗତ ୪ ଦିନ ହେବ ପ୍ରତିଦିନ ଖବର ଆସୁଛି କି ଆଜି ହିଁ ଉଦ୍ଧାର…

ବିଦ୍ୟୁତ ଟାୱାର ଉପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ୧୩୨ କେଭି ତାର ସଂସ୍ପର୍ଶରେ ଆସି ଗଲା ଜୀବନ

ଯାଜପୁର : ୧୩୨ କେଭି ବିଦ୍ୟୁତ ଟାୱାର ଉପରେ ଚାଲିଥିଲା ମୃତ୍ୟୁ ସହ ଖେଳ। ବହୁ ସମୟ ଧରି ଜଣେ ବ୍ୟକ୍ତି ଜଣକ ଟାୱାର ଉପରେ ଚଢି ପାଟିତୁଣ୍ଡ କରୁଥିଲେ । ତଳେ ଦେଖୁଥିବା ଲୋକେ ତାଙ୍କୁ ଓହ୍ଲାଇ ଆସିବାକୁ ବାରମ୍ବାର…