ସାପୁଆ କେଳା ଖୋଲିଲା ସାପ ରହସ୍ୟ, ସ୍ତ୍ରୀ ଓ ଝିଅକୁ ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଜେଲରେ
ଗଂଜାମ: ସାପୁଆ କେଳା ଖୋଲିଲା ସାପ ସୁପାରୀ ରହସ୍ୟ। କେମିତି ଚାଲ୍ କରି ସ୍ତ୍ରୀ ଓ କୁନି ଝିଅକୁ ମାରିଲା ସୈତାନ ସ୍ବାମୀ। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେଏଭଳି ଅମାନୁଷିକ ଘଟଣା ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି।…
