November 2023

ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍‌ଯାପିତ: ‘୧୨ ରାଜ୍ୟକୁ ଚାଉଳ ଯୋଗାଉଛି ଓଡ଼ିଶା’

ପୁରୀ: ଆଜି ଖାଦ୍ୟ ଶସ୍ୟ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ। ଓଡ଼ିଶା ଆଜି ୧୨ଟି ରାଜ୍ୟକୁ ୨୪ ଲକ୍ଷ ଟନ୍‌ ଚାଉଳ ଯୋଗାଉଛି। ଏହା ଚାଷୀମାନଙ୍କ ନିଷ୍ଠା ଓ ପରିଶ୍ରମର ଫଳ ବୋଲି କହିଛନ୍ତି କୃଷି, ମତ୍ସ୍ୟ ଓ ପ୍ରାଣୀ…

ବର୍ଷ ବର୍ଷ ଧରି ସରୁନି ଜଳସେଚନ ପ୍ରକଳ୍ପ କାମ: ସମୟ ଗଡୁଛି, ବ୍ୟୟ ଅଟକଳ ବଢୁଛି ହେଲେ ସରୁନି ପ୍ରକଳ୍ପ

ଭୁବନେଶ୍ୱର: ରାଜ୍ୟରେ ନିର୍ମାଣଧୀନ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ସ୍ଥିତିକୁ ବିଧାନସଭାରେ ଆସିଲା ସାଙ୍ଘାତିକ ଉତ୍ତର । ଲୋୟର ସୁକେତଲ ପ୍ରକଳ୍ପ ୧୯୯୭ ମସିହା ଆରମ୍ଭ ହୋଇଥିବାବେଳେ ପ୍ରକଳ୍ପ ଲାଗି ବ୍ୟୟ ବରାଦ ଥିଲା ୨୧୭ କୋଟି । ବର୍ତ୍ତମାନ…

ଓଡ଼ିଶାରେ ଅଛନ୍ତି ୪୦ ହଜାର ୮୮ ଜଣ ଦାଦନ ଶ୍ରମିକ

ଭୁବନେଶ୍ୱର: ସରକାରୀ ଖାତାରେ ଦାଦନ ସଂଖ୍ୟା ୪୦ ହଜାର ୮୮ । ବିଧାନସଭାରେ ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ଶ୍ରମ ମନ୍ତ୍ରୀ। ରାଜ୍ୟରୁ ୪୦ ହଜାର ୮୮ ଜଣ ଶ୍ରମିକ ଅନ୍ୟ ରାଜ୍ୟରେ କାମ କରିବାକୁ ଯାଉଛନ୍ତି। ଲାଇସେନ୍ସ ପ୍ରାପ୍ତ…

ଆଦିବାସୀଙ୍କ ଜମି କିଣାବିକା ନେଇ କ୍ୟାବିନେଟ୍‌ ନିଷ୍ପତ୍ତି ଉପରେ ଉଦ୍‌ବେଗ ପ୍ରକାଶ କଲେ ଛତିଶଗଡ଼ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟରେ ଆଦିବାସୀମାନେ ବଞ୍ଚିତ ଆଉ ଅବହେଳିତ ଅବସ୍ଥାରେ ଅଛନ୍ତି। ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଗୁରୁବାର ଏହା କହିଛନ୍ତି। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ୧୯୮୦ ମସିହା ପୂର୍ବରୁ ସବୁ ଆଦିବାସୀ ଗାଁଗୁଡ଼ିକ ରାଜସ୍ବ ଗ୍ରାମରେ ପରିଣତ…

ଭୁବନେଶ୍ବର ମାର୍କେଟକୁ ଆସିଲା ଭାରତ ଅଟା; ବିକ୍ରି କରୁଛି ନାଫେଡ୍‌, ଗ୍ରାହକଙ୍କ ମନରେ ଖୁସି

ଭୁବନେଶ୍ବର: ଭୁବନେଶ୍ୱର ବଜାରକୁ ପ୍ରଥମ ଥର ପାଇଁ କେନ୍ଦ୍ର ସରକାରଙ୍କ ଭାରତ ଅଟା ଆସିଛି। ଦୁଇ ସପ୍ତାହ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଭାରତ ଅଟାକୁ ଶୁଭାରମ୍ଭ କରିଥିଲେ। ଭାରତ ଅଟା କିଲୋ ପିଛା ୨୭ଟଙ୍କା ୫୦ ପଇସା ରହିଛି। ଜାତୀୟ…

ଭୁବନେଶ୍ୱର ବାଲିଯାତ୍ରା: ନଭେମ୍ବର ୨୭ରୁ ଡିସେମ୍ବର ୫ ଯାଏଁ ଜାରି ରହିବ ଜିନିଷପତ୍ରର ପ୍ରଦର୍ଶନୀ ଓ ବିକ୍ରି

ଭୁବନେଶ୍ବର: କୁଆଖାଇ ନଦୀପଠାରେ ଚଳିତ ନଭେମ୍ବର ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ବାଲିଯାତ୍ରାର ଆୟୋଜନ ହେବ। ବାଲିଯାତ୍ରାରେ ବିଭିନ୍ନ ଜିନିଷପତ୍ରର ପ୍ରଦର୍ଶନୀ ଓ କିଣାବିକା ହେବ। ଏଥି ସହିତ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ। ପ୍ରତିଦିନ…

୧୦୦ଟି ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ

ଭୁବନେଶ୍ବର : ରାଜ୍ୟର ୧୦୦ ପିକନିକ୍ ସ୍ପଟ୍ ହେବ ପ୍ଲାଷ୍ଟିକ ମୁକ୍ତ। ଆଗକୁ ପିକନିକ ଋତୁ ଆସୁଥିବାରୁ ପିକନିକ୍ ସ୍ଥଳୀକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ସ୍ୱତନ୍ତ୍ର କ୍ୟାମ୍ପେନ୍। ପ୍ଲାଷ୍ଟିକ ଫ୍ରି ପିକନିକ୍ ଚ୍ୟାଲେଞ୍ଜ ଆରମ୍ଭ କରିଛି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼।…

ଭୁବନେଶ୍ୱରରେ ଧାରଣାରେ ବସିଲେ ସିନେ ପ୍ରଯୋଜିକା ସନଲିସା

ଭୁଭବନେଶ୍ବର : ଓଡ଼ିଆ ସିନେମା ବଞ୍ଚାଅ ନାରା ଦେଇ ଆଜିଠାରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଧାରଣାରେ ବସିଛନ୍ତି ‘ପ୍ରଥା’ ସିନେମାର ପ୍ରଯୋଜିକା ସନଲିସା। ରାଜ୍ୟ ସରକାର ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ନିକଟରେ ସେ ୫ ଦଫା ଦାବି ରଖିଛନ୍ତି।…

୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଆର୍‌ଏସ୍‌

ଭବାନୀପାଟଣା : ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବଡ୍‌କର୍ଲାକୋଟ ଜିଆରଏସ୍‌ ମାର୍‌ଗ୍ରେଟ୍ ପାଣିଗ୍ରାହୀ। ଜଣେ ଜବ୍‌ କାର୍ଡଧାରୀଙ୍କଠାରୁ ସେ ଏହି ଅର୍ଥ ନେଉଥିବା ବେଳେ ଭିଜିଲାନ୍ସ ହାତରେ…

‘ପନୌତି’ ବୟାନ ପାଇଁ ରାହୁଲଙ୍କୁ ନୋଟିସ ପଠାଇଲେ EC

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଓ୍ୱାଇନାଡ ସାଂସଦ ରାହୁଲ ଗାନ୍ଧିଙ୍କ ବଢ଼ିଲା ଅଡୁଆ। ତାଙ୍କୁ ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନର। ରାଜସ୍ଥାନ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପରୋକ୍ଷରେ ଟାର୍ଗେଟ୍‌ କରି ‘ପନୌତି’ ଶବ୍ଦ ପ୍ରୟୋଗ କରିଥିଲେ ରାହୁଲ।…