November 2023

୨୬ ତାରିଖରେ ବଙ୍ଗୋପସାଗରରେ ପୁଣି ଲଘୁଚାପ !

ଭୁବନେଶ୍ୱର:ଓଡ଼ିଶାରେ ଆସନ୍ତା ତିନି ଦିନ ପାଇଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଏକ ଲଘୁଚାପ । ଏ ନେଇ ଭାରତୀୟ ପାଣିପାଗ ବିଭାଗ ବୁଧବାର ପୂର୍ବାନୁମାନ କରିଛି । ବିଭାଗ…

ପତଞ୍ଜଳୀକୁ ସୁପ୍ରିମକୋର୍ଟଙ୍କ ୧ କୋଟି ଟଙ୍କାର ଫାଇନ ଚେତାବନୀ

ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପତଞ୍ଜଳୀ ନିଜର ସାମଗ୍ରୀ ବିକ୍ରି କରିବା ପାଇଁ ଏଲୋପାଥି ମେଡିସିନ ବିରୋଧରେ ବିଜ୍ଞାପନ ଦେଉଛି। ଲୋକଙ୍କୁ ବିଭ୍ରାନ୍ତ କରୁଛି। ଏଥିପାଇଁ ଆଜି ସୁପ୍ରିମକୋର୍ଟ କମ୍ପାନୀକୁ ୧ କୋଟି ଟଙ୍କା ଫାଇନର…

ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳ ବିରୋଧରେ ଧାରଣାରେ ବସିଲେ ଘରୋଇ ବସ ମାଲିକ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଲାକମୀ ବା ଲକ୍ଷ୍ମୀ ଯୋଜନା ଓ ମୋ ବସ ଚଳାଚଳର ପ୍ରକ୍ରିୟା ବିରୋଧରେ ରାଜ୍ୟ ଘରୋଇ ବସ ମାଲିକ ସଂଘ ରଣ ହୁଙ୍କାର ଦେଇଛନ୍ତି। ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ଘରୋଇ ବସ ମାଲିକ ସଂଘର…

ରାଜସ୍ଥାନରେ ଦ୍ଵିତୀୟଥର ଗେହଲୋଟ ସରକାର ହେବ ନାହିଁ : ମୋଦୀ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଦଳ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ବର୍ତ୍ତମାନ ଅଶୋକ ଗେହଲଟଙ୍କୁ ଟାର୍ଗେଟ କରି ମୋଦୀ ଭବିଷ୍ୟବାଣୀ କରିଛନ୍ତି ଯେ କେବଳ ଏଥର ନୁହେଁ ରାଜସ୍ଥାନରେ…

ବିଧାନସଭାରେ ଅଚଳାବସ୍ଥା: ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ

ଭୁବନେଶ୍ବର: ଆଦିବାସୀଙ୍କ ଜମି ପ୍ରସଙ୍ଗକୁ ନେଇ ବିଧାନସଭାରେ ଅଚଳାବସ୍ଥା। ସର୍ବଦଳୀୟ ବୈଠକ ପରେ ବି ଚାଲିପାରିଲାନି ଗୃହ। ପରେ ବିଧାନସଭା ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟରେ ପାରିତ ହେବା ଓ ସ୍ଥଗିତ ରଖିବାକୁ ନେଇ…

ସେନା ନିଯୁକ୍ତି ଅଭିଯାନରେ ଦଳାଚକଟା; ୩୭ ମୃତ, ୧୪୦ରୁ ଊର୍ଦ୍ଧ୍ୱ ଆହତ

ସେନା ନିଯୁକ୍ତି ଡ୍ରାଇଭ୍(ଅଭିଯାନ) ଚାଲିଥିବା ସମୟରେ ଦୁଃଖଦ ଘଟଣା। ଦଳଚକଟାରେ ୩୭ ଜଣ ଚାକିରି ଆଶାୟୀଙ୍କ ମୃତ୍ୟୁ। ଏଥିସହ ୧୪୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର କଙ୍ଗୋ ରାଜଧାନୀ ବ୍ରାଜାଭିଲେର ଘଟିଛି ଏହି ଅଘଟଣ। ସୂଚନା ଅନୁସାରେ, ବ୍ରାଜାଭିଲେର ଏକ ଷ୍ଟାଡିୟମରେ…

ଜମି ପଟ୍ଟା ବିବାଦ: ବିଧାନସଭା ସାମ୍ନାରେ ପୋଲିସ-ବସ୍ତି ବାସିନ୍ଦା ଧସ୍ତାଧସ୍ତି

ଭୁବନେଶ୍ୱର : ରାଜରାସ୍ତାକୁ ଓହ୍ଲାଇଲେ ଭୁବନେଶ୍ବର ସାଲିଆସାହି ବାସିନ୍ଦା। ପୋଲିସ ସହ ମୁହାମୁହିଁ। ବିଧାନସଭା ଘେରାଉ ପାଇଁ ସାଲିଆସାହି ବାସିନ୍ଦାମାନେ ଶୋଭାଯାତ୍ରାରେ ଯିବା ବେଳେ ବିଜୁ ପଟ୍ଟନାୟକ ଛକରେ ସେମାନଙ୍କୁ ଅଟକାଇଥିଲା ପୋଲିସ । ଏହାକୁ ନେଇ ପୋଲିସ ସହ ସେମାନଙ୍କର…

ଖଲିସ୍ତାନୀଙ୍କ ବିରୋଧରେ ପଞ୍ଜାବ ଓ ହରିୟାଣାର ୧୪ଟି ସ୍ଥାନରେ ଏନଆଇଏର ଚଢଉ

ନୂଆଦିଲ୍ଲୀ: ସାନ୍ ଫ୍ରାନ୍ସିସ୍କୋସ୍ଥିତ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ବୁଧବାର ପଞ୍ଜାବ ଓ ହରିୟାଣାର ୧୪ଟି ସ୍ଥାନରେ ଚଢ଼ାଉ କରିଛି। ହରିୟାଣାର କୁରୁକ୍ଷେତ୍ର ଏବଂ ଯମୁନାନଗରରେ ଚଢଉ କରାଯାଇଥିଲା ବୋଲି ଏନଆଇଏ କହିଛି।…

କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡା ବିଜେଡିରେ ସାମିଲ

ଭୁବନେଶ୍ଵର: ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । କୋରାପୁଟ ବିଜେପି ପ୍ରାର୍ଥୀ ତ୍ରିପୁରାରୀ ଗରଡାଙ୍କ ସହ ବିଜେପିର ଅନେକ କର୍ମକର୍ତ୍ତା ଓ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି । ସାଂସଦ ମାନସ ମଙ୍ଗରାଜ ତାଙ୍କୁ ଦଳକୁ ପାଛୋଟି…

OpenAIକୁ ଫେରିବେ ସିଇଓ ସାମ ଅଲ୍ଟମ୍ୟାନ

OpenAI ପରିଚାଳନା ବିଭାଗରେ ‘ଘଡିକେ ଘୋଡା ଛୁଟୁଛି।’ କମ୍ପାନୀକୁ ଫେରିବେ ପାଞ୍ଚ ଦିନ ତଳରେ ଇସ୍ତଫା ଦେଇଥିବା ସିଇଓ ସାମ ଅଲ୍ଟମ୍ୟାନ। ଏନେଇ କମ୍ପାନୀ ଘୋଷଣା କରିଛି। ଅଲ୍ଟମ୍ୟାନ ପୁନଃ ଯୋଗଦେବା ପରେ ବୋର୍ଡ ସଦସ୍ୟ ରହିବେ ବୋଲି କମ୍ପାନୀ କହିଛି।…