ଉରି ସେକ୍ଟରରେ ୨ ପାକିସ୍ତାନୀ ଆତଙ୍କୀ ନିପାତ
ଜମ୍ମୁ-କାଶ୍ମୀରର ଉରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ନିକଟରେ ସୁରକ୍ଷା ବାହିନୀ ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଛି। ସୁରକ୍ଷା ବାହିନୀର ଗୁଳିମାଡ଼ରେ ଟଳି ପଡ଼ିଛନ୍ତି ୨ ଆତଙ୍କୀ। ବର୍ତ୍ତମାନ ସେନା ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି…
