ବଢ଼ିଲା ଜୈନ୍ଙ୍କ ଅଡୁଆ, ଯାଞ୍ଚ ପାଇଁ ଅନୁମତି ମାଗିଲା ସିବିଆଇ
ବଢ଼ିଲା ଆମ୍ ଆଦମ୍ ପାର୍ଟି ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ। ଜାମିନ୍ରେ ଥିଲେ ବି ତାଙ୍କ ପିଛା ଛାଡୁନି କେନ୍ଦ୍ର ତଦନ୍ତକାରୀ ସଂସ୍ଥା। ତାଙ୍କ ବିରୋଧରେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର…
