ଇସ୍ରାଏଲ ୱେବ୍‌ ସିରିଜ୍‌ ‘FAUDA’ର କ୍ରୁ ମେମ୍ବର ମାତନ ମୀରଙ୍କ ଗାଜାରେ ମୃତ୍ୟୁ, ହମାସ୍‌ ସହ ଲଢ଼ୁଥିଲେ ଯୁଦ୍ଧ

ଇସ୍ରାଏଲ୍ ନେଟଫ୍ଲିକ୍ସ ଶୋ’ ‘ଫାଉଦା (Fauda)’ର ପ୍ରଡକ୍ସନ୍ କ୍ରୁର ଜଣେ ସଦସ୍ୟଙ୍କ ଗାଜାରେ ମୃତ୍ୟୁ ଘଟିଛି। ଗାଜାରେ ହମାସ ସହ ଯୁଦ୍ଧ ଲଢ଼ିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଫାଉଦା ସିରିଜର ଅଫିସିଆଲ୍ ‘ଏକ୍ସ’ ଆକାଉଣ୍ଟରୁ ଶନିବାର ଏହି…

ରେଳଧାରଣା ପାର ବେଳେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧା ମୃତ

ଅନୁଗୁଳ: ରେଳଧାରଣା ପାର ବେଳେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ବୃଦ୍ଧା ଜଣକ ହେଲେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଲକ୍ଷ୍ମୀଧରପୁର ଗ୍ରାମର ସ୍ବର୍ଗତ ଶ୍ରୀକର ନାଏକଙ୍କ ପତ୍ନୀ କୁନ୍ତଳା ନାୟକ (୭୦) । ବୃଦ୍ଧାଙ୍କ ମୃତଦେହ…

ଏମର୍ଜେନ୍‌ସୀ ବ୍ରେକ୍‌ ଯୋଗୁ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ଲାଗିଲା ବଡ଼ ଝଟକା, ୨ ଯାତ୍ରୀଙ୍କ ମୃତ୍ୟୁ

ଦିଲ୍ଲୀ ଅଭିମୁଖେ ଯାଉଥିବା ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଏମର୍ଜେନ୍‌ସୀ ବ୍ରେକ୍ ପ୍ରୟୋଗ କରିବାରୁ ଏହାର ଝଟକାରେ ପଡ଼ି ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଗତକାଲି ଝାରଖଣ୍ଡର କୋଡରମା ଓ ଗୋମୋ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ପ୍ରସାଦବାଦରେ ଘଟିଛି ଏହି ଘଟଣା।…

ସାଉଥ ଆଫ୍ରିକାରେ ଫସିରହିଛନ୍ତି ୧୪ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ସରକାରଙ୍କୁ ଆକୁଳ ନିବେଦନ

ଭୁବନେଶ୍ୱର: ପୁଣି ବିଦେଶକୁ ଯାଇ ଫସିଗଲେ ଓଡ଼ିଆ ଶ୍ରମିକ। ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଗୁହାରୀ। ସାଉଥ ଆଫ୍ରିକାର ଗାବନ୍‌ରେ ନିର୍ଯାତିତ ଓଡ଼ିଆ ଶ୍ରମିକ ଭିଡ଼ିଓ ବାର୍ତ୍ତାରେ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। କେନ୍ଦ୍ରାପଡା଼ ଜିଲ୍ଲାର ୧୪ ଓଡ଼ିଆ ଶ୍ରମିକ ସାଉଥ ଆଫ୍ରିକା…

ରେଳଧାରଣାରେ ବସି କ୍ରିକେଟ ମ୍ୟାଚ ଦେଖୁଥିଲେ ଦୁଇ ଭାଇ, ମାଡ଼ିଗଲା ଟ୍ରେନ

କାନପୁର: ଉତ୍ତରପ୍ରଦେଶର କାନପୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ସାମାନ୍ୟ ଅବହେଳା ହେତୁ ଦୁଇ ଭାଇ ପ୍ରାଣ ହରାଇଛନ୍ତି। ଦୁହେଁ କାନରେ ଇୟରଫୋନ୍ ଲଗାଇ ରେଳଧାରଣାରେ ବସି ମୋବାଇଲରେ ମ୍ୟାଚ୍ ଦେଖୁଥିଲେ। ଏହି ସମୟ ମଧ୍ୟରେ ଏକ ଟ୍ରେନ…

ନୟାଗଡରେ କମେଣ୍ଟମରାକୁ କେନ୍ଦ୍ରକରି ବୋମାମାଡ଼, ୧୨ ଆହତ

ନୟାଗଡ: କମେଣ୍ଟମରାକୁ କେନ୍ଦ୍ରକରି ବୋମାମାଡ଼। ନୟାଗଡ଼ ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ଏହି ଘଟଣା ଘଟିଛି। ବୋମାମାଡ଼ରେ ୧୨ ଜଣ ଆହତ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ, ରଂଜିତ ନାୟକ ଏବଂ ପଡୋଶୀ ଦୁଃଶାସନ ନାୟକଙ୍କ ମଧ୍ୟରେ ଦୀର୍ଘଦିନ ହେବ ଶତ୍ରୁତା ଲାଗି…

ଦୀପାବଳି ପାଳନ କଲା ‘ଟିମ୍‌ ଇଣ୍ଡିଆ’: ସୋସିଆଲ୍‌ ମିଡିଆରେ ଫଟୋ, ଭିଡିଓ ଭାଇରାଲ୍‌

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଖେଳାଳିମାନେ ବେଙ୍ଗାଲୁରୁରେ ଦୀପାବଳି ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସମସ୍ତ ଖେଳାଳିଙ୍କର ଏକ ଫଟୋ ଭାଇରାଲ ହୋଇଛି। ଆସନ୍ତୁ ଆପଣଙ୍କୁ କହିବା ଯେ ଆଜି ଅର୍ଥାତ୍ ଦୀପାବଳି ଦିନ ଭାରତକୁ ବିଶ୍ୱକପରେ ନେଦରଲ୍ୟାଣ୍ଡ ସହିତ ଶେଷ ଲିଗ୍…

ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା, ୫ ଅଭିଯୁକ୍ତଙ୍କୁ ଗିରଫ

କେନ୍ଦୁଝର : କେନ୍ଦୁଝରରେ ବିଦ୍ୟୁତ୍ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଦୋଷ ସ୍ୱୀକାର କରିଛନ୍ତି ଅଭିଯୁକ୍ତ । କେନ୍ଦୁଝର ତେଲକୋଇ ରେଞ୍ଜ ସଲେଇକେନାରେ ଦନ୍ତାହାତୀର ମୃତ୍ୟୁ…

ଭୁଶୁଡିଲା ନିର୍ମାଣାଧୀନ ଟନେଲ୍, ଫସିଛନ୍ତି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ

ସମଗ୍ର ଦେଶ ଦୀପାବଳି ମନାଉ ଥିବାବେଳେ ଉତ୍ତରାଖଣ୍ଡରେ ଘଟିଛି ଏକ ଦୁଃଖଦ ଘଟଣା। ଶ୍ରମିକ ନିୟୋଜିତ ଥିବା ସମୟରେ ଭୁଶୁଡି ପଡିଛି ଏକ ନିର୍ମାଣାଧୀନ ଟନେଲ୍। ପ୍ରାଥମିକ ରିପୋର୍ଟ ଅନୁସାରେ, ଟନେଲ୍ ଭଗ୍ନାବଶେଷ ତଳେ ୪୦ରୁ ଅଧିକ ଶ୍ରମିକ ଫସି ରହିଛନ୍ତି।…

ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା

ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଏଁସା ଗାଁ ନିକଟରେ ଫସି ରହିଛି ଯାତ୍ରୀ ବାହି ଘାଟ ଡ଼ଙ୍ଗା ।ଡଙ୍ଗାରେ ୩୦ ଜଣ ଯାତ୍ରୀ ଥିବା ବେଳେ ୧୦ଟି ବାଇକ୍ ମଧ୍ୟ ଥିଲା ।ସାତପଡାରୁ ଜହ୍ନିକୁଦ…