ଦୁଇ ନବଜାତଙ୍କ ମୃତ୍ୟୁ ପରେ ଗାଜା ହସ୍ପିଟାଲ୍ରୁ ଶିଶୁମାନଙ୍କୁ ସ୍ଥାନାନ୍ତର କରିବାକୁ ଇସ୍ରାଏଲ୍ ପ୍ରସ୍ତୁତ
ଗାଜା: ଗାଜାରେ ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା ସଂପୂର୍ଣ୍ଣ ବିପନ୍ନ ହୋଇପଡ଼ିଥିବା ବେଳେ ଇସ୍ରାଏଲର ଆକ୍ରମଣ ଅଧିକ ତୀବ୍ର ହୋଇଛି। ହମାସ୍ ସଂଗଠନର ମୂଳପୋଛ ପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ଇସ୍ରାଏଲ ପୂର୍ବରୁ ସ୍ପଷ୍ଟ କରିଥିବା ବେଳେ ଇସ୍ରାଏଲର ସୈନ୍ୟବାହିନୀ ଗାଜାର ଅଲ-ସିଫା…
