ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ପାଣ୍ଡିଆନ ସାର : ପ୍ରଣବ ପ୍ରକାଶ ଦାସ

ନବୀନ ଓଡ଼ିଶା ଓ ଫାଇଭ-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡିସାଇପଲ । ଯାହା ଜଣେ ପୁଅ କରିପାରିବ ନାହିଁ,ତାହା ଜଣେ ଡିସାଇପଲ କରିପାରିବ। ଏହା କହିଛନ୍ତି ଯାଜପୁର ବିଧାୟକ ତଥା ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ…

ଏଣିକି ଜାତୀୟ ରାଜପଥରେ ଯିବାବେଳେ ମିଳିବ ପର୍ଯ୍ୟାପ୍ତ ପରିମାଣର ଇଣ୍ଟରନେଟ

ନୂଆଦିଲ୍ଲୀ: ଏଣିକି ଜାତୀୟ ରାଜପଥରେ ଆପଣ ଯାଉଥିଲେ ଅସୀମିତ ସ୍ପିଡ଼ ଇଣ୍ଟରନେଟ ପାଇପାରିବେ | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ବା ଏନଏଚଆଇ ଦେଶରେ ୧୦୦୦୦ କିଲୋମିଟର…

ଯାତ୍ରୀବାହୀ ବସରେ ବାଣ ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଡେପୁଟି ଫାୟାର ଅଫିସର

ଭୁବନେଶ୍ୱର: କୋଲକାତାରୁ ଓଡ଼ିଶା ଆସୁଥିବା ବସରେ ଗତ ରାତିରେ ଘଟିଥିବା ଅଗ୍ନିକାଣ୍ଡ ଘଟଣା ପରେ ଚେତିଛନ୍ତି ଓଡ଼ିଶାର ଅଗ୍ନିଶମ ବିଭାଗ ଓ ପରିବହନ ବିଭାଗ । ଯାତ୍ରୀବାହୀ ବସରେ ବାଣ ନେଉଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଖାଲି ବସରେ ନୁହେଁ…

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ଜାରି କଲା ଘୋଷଣାପତ୍ର

ଭୋପାଳ : ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ନଭେମ୍ବର ୧୧ତାରିଖରେ ନିଜର ଇସ୍ତାହାର ଜାରି କରିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୁଶାଭାଉ ଠାକରେ ଅଡିଟୋରିୟମରେ ‘ମୋଦିଙ୍କ ଗ୍ୟାରେଣ୍ଟି, ବିଜେପିର ଭରସା’ ଶୀର୍ଷକ…

ବଡବଡୁଆ ଡାକିବାପାଇଁ ଶ୍ରୀମନ୍ଦିର ନିକଟରେ ସ୍ଥାନ ଚିହ୍ନଟ

ପୁରୀ: ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଚଳଚଞ୍ଚଳ ଗାଁ ଠୁ ସହର । ସବୁଆଡେ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଝିଲମିଲ ଆଲୋକରେ ଝଲସୁଛି ସାରା ଅଞ୍ଚଳ । ଦୀପାବଳି ଦିନ ପୟାଶ୍ରାଦ୍ଧ ପଡିଥାଏ । ଏଥିପାଇଁ…

ଦୀପାବଳି ପାଇଁ ପ୍ରବଳ ଭିଡ଼, ରେଳ ଷ୍ଟେସନରେ ହେଲା ଦଳାଚକଟା

ଗୁଜରାଟର ସୁରତ ରେଳ ଷ୍ଟେସନରେ ଆଜି ଭୟଙ୍କର ଦଳାଚକଟା ଦେଖିବାକୁ ମିଳିଛି। ଛଟ ପୂଜା ଓ ଦୀପାବଳି ପାଇଁ ରେଳ ଷ୍ଟେଟସନରେ ପ୍ରବଳ ଭିଡ଼ ହୋଇଥିବା ବେଳେ ଏପରି ଅଘଟଣ ଘଟିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ…

ଆସନ୍ତା ୨୭ତାରିଖରୁ ଐତିହାସିକ ବାଲିଯାତ୍ରା, ଆଜି ଠାରୁ ପ୍ଲଟ୍ ନିଲାମ ପ୍ରକ୍ରିୟା ଆରମ୍ଭ

କଟକ : ଆସନ୍ତା ନଭେମ୍ବର ୨୭ ତାରିଖରେ ରହିଛି କାର୍ତ୍ତିକ ପୂର୍ଣ୍ଣିମା  । ଆଉ ସେହିଦିନ ଠାରୁ ଆରମ୍ଭ ହେବାକୁ ଯାଉଛି କଟକ ର ଐତିହାସିକ ବାଲିଯାତ୍ରା  । ଏଥିଲାଗି ପୁରା ସଜେଇ ହେବାକୁ ଲାଗିଛି ବାଲିଯାତ୍ରା ପଡିଆ  । ପ୍ରଶାସନ…

‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାରେ ପ୍ରଥମ ରାଜ୍ୟ ବନିବ ଉତ୍ତରାଖଣ୍ଡ

ଖୁବ୍ ଶୀଘ୍ର ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ(UCC) ବା ଏକକ ନାଗରିକ ସଂହିତା। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି। ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିବାରେ ଦେଶର…

୧୪ରେ ବଙ୍ଗୋପସାଗରରେ ଲଘୁଚାପ: ୧୫ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପ ସାଗରରେ ନଭେମ୍ବର ୧୪ ତାରିଖ ସୁଦ୍ଧା ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ କ୍ଷେତ୍ର । ଏହା ନଭେମ୍ବର ୧୬ ତାରିଖ ସୁଦ୍ଧା କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପ ସାଗରରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ଘନୀଭୂତ ହେବା…

ଏନଆଇଏ ଚାର୍ଜସିଟରେ ଚାଞ୍ଚଲ୍ୟକର ଖୁଲାସା: ଥରମୋମିଟର ଓ ସୋଡ଼ାରୁ ତିଆରି କରୁଥିଲେ ବୋମା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୁଣେରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆଇଏସ୍ଆଇଏସ ଆତଙ୍କବାଦୀ ବିରୋଧରେ ତଦନ୍ତ କରୁଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍ଆଇଏ) ଏହି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି। ଚାର୍ଜସିଟରେ କୁହାଯାଇଛି ଯେ, ଏହି ଆତଙ୍କବାଦୀମାନେ…