December 2023

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ। ଖାରଜ କଲେ କଟକ ବିବାହ ପଞ୍ଜିକରଣ ଅଧିକାରୀ। ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ଆଧାରରେ ଖାରଜ। ବିବାହ ପାଇଁ ଆବେଦନ କରିଥିବା ଯୁବତୀ ବିବାହିତା। ବିବାହ ପରେ ତାଙ୍କର ଛାଡ଼ପତ୍ର ମଧ୍ୟ…

ଆଜି ସରିବ ବାଲିଯାତ୍ରା, ଚାଲିଥିଲା ୯ ଦିନିଆ ମହାମେଳା

କଟକ : ୯ ଦିନ ହେଲା ଚାଲିଥିଲା ଯାତ୍ରା । ସନ୍ଧ୍ୟା ହେଲେ ଲାଗୁଥିଲା ଲୋକଙ୍କ ଗହଳି । ହେଲେ ଆସନ୍ତାକାଲି ସେ ଗହଳି ନଥିବ କି ଯାତ୍ରା ବି ନଥିବ । ଆଉ ସେ ସିଲେଷ୍ଟ୍ରି ଆଇସକ୍ରିମ୍ ର ଗୋଟେ…

ମା’ଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିବା ବେଳେ ଜଳବନ୍ଦୀ ହୋଇଥିଲେ ଆମୀର ଖାନ୍

ଚେନ୍ନାଇ: ସାଇକ୍ଲୋନ୍‌ ‘ମିଗଜୋମ୍‌’ ଚେନ୍ନାଇରେ ହଇଚଇ ସୃଷ୍ଟି କରିଛି। ଗତ ଦୁଇ ଦିନ ହେବ ବାତ୍ୟା ପ୍ରଭାବରେ ହନ୍ତସନ୍ତ ‌ହେଉଛନ୍ତି ସହରବାସୀ। ନିକଟରେ କାରପକ୍କମ୍‌ରେ ଫଶି ରହିଥିବା ଅଭିନେତା ବିଷ୍ଣୁ ବିଶାଲଙ୍କୁ ଅଗ୍ନିଶମ ବିଭାଗୀୟ କର୍ମଚାରୀ ଉଦ୍ଧାର କରିଛନ୍ତି। ଏକ ଏକ୍ସ…

୧୭ରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ନିର୍ବାଚନ

ଆସନ୍ତା ୧୭ ତାରିଖରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ନିର୍ବାଚନ। ବିସିଆଇ ସଦସ୍ୟ ପଦ ନିର୍ବାଚନ କରାଇବାକୁ ବାର କାଉନସିଲ ଅଫ ଇଣ୍ଡିଆର ଚିଠି। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ବିସିଆଇ।…

ଡ୍ୟୁଟିରେ ଥିବା ଟ୍ରାଫିକ ପୁଲିସକୁ ଘୋଷାରି ନେଲା କାର୍‌

ଥମୁନି ହିଟ୍‌ ଆଣ୍ଡ ରନ୍‌ ମାମଲା। ସାଧାରଣ ଜନତା ବାରମ୍ବାର ଏହାର ଶିକାର ହେଉଥିବା ବେଳେ ଏଥିରୁ ପୁଲିସ ମଧ୍ୟ ବାଦ୍‌ ପଡିନାହାନ୍ତି। ନିକଟରେ ଜଣେ ଡ୍ୟୁଟିରେ ଥିବା ଟ୍ରାଫିକ୍‌ ପୁଲିସଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ଧକ୍କା ଦେଇ…

‘ମୋ ପୋଲିସ୍’ ଏବେ ‘ବିଜେଡି ପୋଲିସ’ରେ ପରିଣତ ହୋଇଛି: ଇରାସିସ୍ ଆଚାର୍ଯ୍ୟ

ଭୁବନେଶ୍ୱର: ଶାନ୍ତିପ୍ରିୟ ଓଡିଶା ରାଜ୍ୟରେ ଦିନକୁ ଦିନ ଅପରାଧ ପ୍ରବଣତା ବଢି ଚାଲିଛି । ଅପରାଧିମାନଙ୍କ ଚରା ଭୁଇଁ ପାଲଟିବା ସହିତ ଭିତ୍ତିଭୂମି ସୁଦୃଢ ହେବାରେ ଲାଗିଛି । ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟରେ ଓଡିଶାରେ ବଢିଚାଲିଥିବା ଅପରାଧ ସମ୍ପର୍କିତ ତଥ୍ୟ…

‘ପାହାଡ଼ ଉପରକୁ ଯାଇ ଇଭିଏମ୍‌ ଇଭିଏମ୍‌ ଜପନ୍ତୁ ରାହୁଲ’

ତିନି ରାଜ୍ୟରେ ଫେଲ୍‌ ମାରିଛି କଂଗ୍ରେସ। କାମ କଲାନି କୌଣସି ବି ପ୍ଲାନ। କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହି ପରାଜୟ ପରେ ଏବେ କଂଗ୍ରେସକୁ ଚାରୁଆଡୁ ବାଣ ମାରୁଛନ୍ତି ବିରୋଧୀ। ଏହି କ୍ରମରେ ବିଜେପି ସାଂସଦମାନେ ଏବେ କଂଗ୍ରେସ ନେତା…

ଡିସେମ୍ବର ୯ରେ ନମନର ୨ୟ ସଂସ୍କରଣ : ମହିଳା ପୁଲିସଙ୍କୁ କରାଯିବ ସମ୍ମାନିତ

ଭୁବନେଶ୍ବର : ଡିସେମ୍ବର ୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ନମନର ୨ୟ ସଂସ୍କରଣ । ୭ମ ବାଟାଲିୟନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ନମନ ପୁଲିସ ଭାଇ ଭଉଣୀ ତଥା ସେମାନଙ୍କ ପରିବାର ପାଇଁ ଉତ୍ସର୍ଗୀକୃତ ଏବଂ…

ଉତ୍ତର-ଭାରତୀୟ ରାଜ୍ୟକୁ ଗୋମୁତ୍ର ରାଜ୍ୟ କହିଲେ ଡିଏମକେ ସାଂସଦ

ନୂଆଦିଲ୍ଲୀ: ୫ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ପରେ କେତେକ ଗୋଷ୍ଠୀ ଦେଶରେ ଉତ୍ତର ଓ ଦକ୍ଷିଣ ଭାରତ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରିଚାଲିଛନ୍ତି । ଉତ୍ତରଭାରତ ଲୋକେ ଶିକ୍ଷାଗତ ଦୃଷ୍ଟିକୋଣରୁ ଦୁର୍ବଳ ଏଣୁ ସବୁବେଳେ ବିଜେପିକୁ…