ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣା: ୪ ମହିଳା ଗିରଫ, ୨ ଫେରାର୍

ଉଦଳା: ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୪ ମହିଳା ଗିରଫ । ଡାହିସାହିରୁ ୩ ଜଣ ଓ ଗୋହିରାରୁ ଜଣେ ମହିଳା ଗିରଫ ହୋଇଛନ୍ତି । ବେଆଇନ ଗଚ୍ଛିତ ବାଲିକୁ ଜବତ କରିବାକୁ ଯାଇଥିବା ବେଳେ କପ୍ତିପଦା ଥାନା ଅଧିକାରୀଙ୍କୁ ଆକ୍ରମଣ କରାଯାଇଥିଲା…

ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ

ଧର୍ମଗଡ଼: ଭିଜିଲାନ୍ସ ପଞ୍ଝାରୁ ଖସି ପଳାଇଲେ ଲାଞ୍ଚୁଆ ଏଏସଆଇ l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଏଏସଆଇ ମୁକୁନ୍ଦ ଖେମୁଣ୍ଡୁ ଭିଜିଲାନ୍ସ ପଞ୍ଝାରୁ ଫେରାର l ଏକ ମାମଲାର ରଫାଦଫା ପାଇଁ ୩୫୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ କଲେ ମନମୋହନଙ୍କ ଶେଷ ଦର୍ଶନ, କାଲି ହେବ ଅନ୍ତିମ ସତ୍କାର

ଗତକାଲି ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅନ୍ତିମ ସତ୍କାର ଆସନ୍ତା କାଲି ହେବ । ଗତକାଲି ବିଳମ୍ବିତ ରାତିରେ ସ୍ୱର୍ଗତ ସିଂହଙ୍କ ପାର୍ଥିବ ଶରୀର ତାଙ୍କ ବାସଭବନରେ ପହଞ୍ଚିଥିଲା। ଆଜି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ…

ଇ-ବାଇକ ଶୋ ରୁମରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଗାଡ଼ି

ବ୍ରହ୍ମପୁର: ଇ-ବାଇକ ଶୋ’ ରୁମ୍ ରେ ଅଗ୍ନିକାଣ୍ଡ । ବ୍ରହ୍ମପୁରର ଇ-ବାଇକ ଶୋ’ ରୁମ୍ ରେ ଅଗ୍ନିକାଣ୍ଡ। ତୁଳସୀ ନଗର ଛକରେ ଥିବା ଶୋ’ ରୁମ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ପ୍ରାୟ ୧୨୦ଟି ଇ-ବାଇକ ପୋଡି ନଷ୍ଟ…

ଆସନ୍ତା ୨୮ ଓ ୨୯ ତାରିଖରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ

ଭୁବନେଶ୍ବର: ଲଗାତାର ଦୁଇଟି ପର୍ଯ୍ୟାୟର ଅଦିନିଆ ବର୍ଷା ଏବେ ଚାଷୀ କୂଳ ଉପରେ ଦାଉ ସାଧିଛି ।  ବର୍ଷକର ପରିଶ୍ରମ ଆଉ କ୍ଷେତରେ ହସୁଥିବା ସୁନାର ଫସଲ ଆଖି ଆଗରେ ନଷ୍ଟ ହେବା ଦେଖି ଚାଷୀ ଭାଇର ଛାତି ଫାଟିପଡୁଛି ।…

ବିମାନବନ୍ଦରରେ ଥିଲେ WHO ଚିଫ୍, ହେଲା ଅତର୍କିତ ଆକ୍ରମଣ

ଅଳ୍ପକେ  ଆତ୍ମଘାତୀ ଆକ୍ରମଣରୁ ବର୍ତ୍ତିଲେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଚିଫ୍‌ ଟେଡ୍ରୋସ୍‌ ଏଡନାମ୍‌ । ୟମନ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରୁ ଅଳ୍ପକେ ବର୍ତ୍ତିଛନ୍ତି ଏଡନାମ୍‌ । ଏହି ଆକ୍ରମଣରେ ଉକ୍ତ ବିମାନବନ୍ଦରରେ ଉପସ୍ଥିତ ଥିବା ୨ ଜଣଙ୍କ…

ବିଲ ମଝିରେ ଜଳିଗଲେ ଚାଷୀ, ରାସ୍ତା ରୋକ ସହ ବିଦ୍ୟୁତ କାର୍ଯ୍ୟାଳୟ ଘେରାଓ କଲେ ଲୋକେ

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏ ନେ ସି ନରସିଂପୁର ଗାଁ ର ଜଣେ ଚାଷି ବିଲକୁ ଯାଉଥୁବା ସମୟରେ ବିଲରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି  ବିଲ ମଝିରେ ଜଳିଗଲେ ଚାଷୀ।  ବିଲ ମଝିରେ ସେ ଜଳିଯାଇଥିଲେ। ଅଗ୍ନିଶମ ବାହିନୀ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗ; ମୁଖ୍ୟମନ୍ତ୍ରୀଙ୍କ ସହ ବିରୋଧୀଦଳ ନେତାଙ୍କ ଗଭୀର ଶୋକ ପ୍ରକାଶ

ଭୁବନେଶ୍ୱର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ ରେ ଲେଖିଛନ୍ତି ଯେ, ”ସ୍ୱର୍ଗତଃ ମନମୋହନ ସିଂହ ଦେଶର ଜଣେ…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖ୍ୟାତ ଅର୍ଥନୀତିଜ୍ଞ ଓ ରାଜନେତା ମନମୋହନ ସିଂହ ଆଉ ନାହାନ୍ତି। ଦିଲ୍ଲୀ ଏମ୍ସରେ ୯୨ ବର୍ଷରେ ଶ୍ରୀ ସିଂହ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ…

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୦୦ତମ ପ୍ରତିଷ୍ଠା ଦିବସ

କଟକ ୨୬।୧୨: ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୧୦୦ତମ ପ୍ରତିଷ୍ଠା ବାର୍ଷିକୀ ଉଦ୍ଘାଟନୀ ସମାରୋହ କଟକ କଳା ବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀ ଓ ଜାତୀୟ ନେତୃମଣ୍ଡଳୀ ମାନେ ଉପସ୍ଥିତ ଥିଲେ । ୧୯୨୫…