ରୋଜଭ୍ୟାଲି ମୁଖ୍ୟ ଗୌତମଙ୍କ ଜାମିନ ଆବେଦନ ଖାରଜ

କଟକ ୨୪/୧୨: ରୋଜ ଭ୍ୟାଲି ଚିଟ୍‌ଫଣ୍ଡ ମାମଲା । ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ଜାମିନ ଆବେଦନ ଖାରଜ । ଦ୍ବିତୀୟ ଥର ପାଇଁ ହାଇକୋର୍ଟରେ ଗୌତମଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଚିଟ୍‌ଫଣ୍ଡ ଦୁର୍ନୀତି ଅଭିଯୋଗରେ ୨୦୧୫ରେ ସିବିଆଇ ଗୌତମଙ୍କୁ କୋଲ୍‌କାତାରୁ ଗିରଫ…

ପୁରୀରେ ମୁକୁଳା ଡ୍ରେନ୍ ନେଲା ମୁଣ୍ଡ, ସ୍ଲାବ୍ ପଡିନଥିବାରୁ ଘଟିଲା ଅଘଟଣ

ପୁରୀ : ପୁରୀରେ ମୁକୁଳା ଡ୍ରେନ୍‌ରେ ଖସି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । କୁମ୍ଭାରପଡା ଥାନା ଗଜପତି ନଗରରେ ଏହି ଅଘଟଣ ଘଟିଛି । ମୁକୁଳା ଡ୍ରେନ୍‌ରେ ଖସି ପଡି ଯୁବକଙ୍କ ଜୀବନ ଚାଲି ଯାଇଛି। ମୃତକ ହେଉଛନ୍ତି…

ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ

ଭୁବନେଶ୍ବର : ରାଜଧାନୀରେ ବୁଲା କୁକୁରଙ୍କ ଆତଙ୍କରାଜ। ଆଇନଗତ କଟକଣା ଯୋଗୁ ଦୀର୍ଘ ଦିନ ହେଲା ରାଜଧାନୀରେ ବନ୍ଦ ରହିଛି କୁକୁର ବନ୍ଧ୍ୟାକରଣ। ରାସ୍ତାଘାଟ ହେଉକି କଲୋନୀ ବସ୍ତି, ସବୁଆଡ଼େ ବଢି ଚାଲିଛି ବୁଲା କୁକୁରଙ୍କ ଆତଙ୍କ। ସେପଟେ ହାଇକୋର୍ଟଙ୍କ ରହିତାଦେଶ…

କଂଗ୍ରେସ କ୍ଷମା ପ୍ରାର୍ଥନା କରୁ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାବା ସାହେବ ଆମ୍ବେଦକରଙ୍କୁ ନେଇ ମନ୍ତବ୍ୟ ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଣ୍ଡିତ ନେହେରୁଙ୍କ ନାଁ ନେଇ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି ଯେ କଂଗ୍ରେସ ପ୍ରଥମେ କ୍ଷମା ପ୍ରାର୍ଥନା…

ପାରାଦୀପ ବନ୍ଦରରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର

ପାରାଦୀପ : ପାରାଦୀପ ବନ୍ଦର PICT ବର୍ଥରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର କରାଯାଇଛି। ସେମାନଙ୍କ ଗୋଡ଼ରେ ବନ୍ଧା ହୋଇଛି ଦୁଇଟି ବେଲ୍ଟ। ଯେଉଁଥିରେ ବିଦେଶୀ ଭାଷାରେ କିଛି ଲେଖା ହୋଇଥିବା ମଧ୍ୟ ଜଣାପଡିଛି। ଏମଭି ଫାଷ୍ଟ ମାଜୁରୋ ଜାହାଜରେ ପାରା…

ହାର୍ଡକୋର ନକ୍ସଲ ପ୍ରଭାକର ଗିରଫ; ୨୫ ଲକ୍ଷ ଥିଲା ପୁରସ୍କାର ରାଶି

ମାଲକାନଗିରି : ପୁଲିସକୁ ମିଳିଛି ‍ବଡ଼ ସଫଳତା। ହାର୍ଡକୋର ନକ୍ସଲଙ୍କୁ ବାନ୍ଧିଲା ପୁଲିସ। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁରରୁ ନକ୍ସଲ ନେତା ବାଲମୁରି ନାରାୟଣ ରାଓ ଓରଫ ପ୍ରଭାକରଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର…

ସୂର୍ଯ୍ୟର ସବୁଠାରୁ ନିକଟରେ ପହଞ୍ଚିଲା ପାର୍କର

ଲସ୍ ଆଞ୍ଜେଲସ : ନାସାର ସୌର ଅନୁସନ୍ଧାନ ଯାନ ପାର୍କର ଏକ ନୂଆ ଇତିହାସ ସୃଷ୍ଟି କରିଛି। ମଙ୍ଗଳବାର ଅପରାହ୍ନ ଠିକ୍ ୫ଟା ୧୦ମିନିଟରେ ଆମେରିକୀୟ ମହାକାଶ ଏଜେନ୍ସିର ଏହି ମହାକାଶଯାନ ସୂର୍ଯ୍ୟର ଅତି ନିକଟତର ହୋଇଥିଲା। ଇତିହାସରେ ପ୍ରଥମ ଥର…

ବିଗିଡ଼ିଲା ବିଲ୍‌ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାଯାଇଛି। ବିଲ୍‌ କ୍ଲିଣ୍ଟନ କିଛି ଦିନ ହେବ ଜ୍ୱରରେ ପୀଡ଼ିତ ଥିବା ବେଳେ ତାଙ୍କ…

ପରିବା ହାଟରେ ରାହୁଲ : ଦରବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ

ନୂଆଦିଲ୍ଲୀ : ପରିବା ମାର୍କେଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ହାଟ ରସୁଣ କିଲୋ କେତେ? କେବଳ ରସୁଣ ନୁହେଁ, ଟମାଟୋ, ବିଟ୍‌ ଓ ବିଭିନ୍ନ ପରିବାର ଦାମ୍ ମଧ୍ୟ ପଚାରି ବୁଝିଛନ୍ତି। ପରିବା ହାଟରେ ପହଞ୍ଚି ଯେଉଁ ପ୍ରକାର ରାହୁଲ…

ଆର୍‌ଜି କର ମାମଲାକୁ ନେଇ ବଡ଼ ଖୁଲାସା, କ୍ରାଇମ୍ ସ୍ପଟ୍‌ରେ ନାହିଁ ଧସ୍ତାଧସ୍ତିର ଚିହ୍ନ

କୋଲକାତା : ବହୁ ଚର୍ଚ୍ଚିତ କୋଲକାତା ଆର୍‌ ଜି କର୍‌ ହସ୍ପିଟାଲରେ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଚଳିତ ବର୍ଷ ଅଗଷ୍ଟ ୯ ତାରିଖରେ ହସ୍ପିଟାଲର ଚତୁର୍ଥ ମହଲାରେ ଥିବା ସେମିନାର ରୁମ୍‌ରେ ଜୁନିଅର…