ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ
ବରଗଡ଼ : ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ । ବରଗଡ଼ ଭେଡେନ ବ୍ଲକ ସାରସପାଲି ବିନ୍ଧବାସିନୀ ପର୍ବତ ସ୍ଥିତ ଏକ ଗଛରେ ମୃତଦେହ ଠାବ ହୋଇଛି। ମୃତକ ହେଲେ ଭେଡେନ ବ୍ଲକ ସାରସପାଲି ଗାଁର ୨୨ ବର୍ଷିୟ ଯୁବକ ସୁନୀଲ କଠାର…
ବରଗଡ଼ : ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ । ବରଗଡ଼ ଭେଡେନ ବ୍ଲକ ସାରସପାଲି ବିନ୍ଧବାସିନୀ ପର୍ବତ ସ୍ଥିତ ଏକ ଗଛରେ ମୃତଦେହ ଠାବ ହୋଇଛି। ମୃତକ ହେଲେ ଭେଡେନ ବ୍ଲକ ସାରସପାଲି ଗାଁର ୨୨ ବର୍ଷିୟ ଯୁବକ ସୁନୀଲ କଠାର…
କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନାର ASI ଅଜିତ କୁମାର ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି। ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର…
ଭୁବନେଶ୍ୱର : କ୍ଷମତାରେ ଥାଏ ବା ନଥାଏ ଆପଣମାନଙ୍କର ସେବା ମୁଁ ସବୁବେଳ କରିଆସିଛି । ଶେଷ ପର୍ଯ୍ୟନ୍ତ ଓଡ଼ିଶା ମାଟିର , ଓଡ଼ିଶା ବାସୀଙ୍କ ସେବା କରିଚାଲିବି । ଆଜି ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ଏହା…
ଦିଲ୍ଲୀରେ ଆଜି ୫୦୦ କେଜିରୁ ଅଧିକ ଓଜନର କୋକେନ ଜବତ କରାଯାଇଛି। ଜବତ କୋକେନର ମୂଲ୍ୟ ୨୦୦୦ କୋଟି ଟଙ୍କା ହେବ ବୋଲି ଦିଲ୍ଲୀ ପୁଲିସ କହିଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଏତେ ପରିମାଣରେ କୋକେନ…
ଭୁବନେଶ୍ବର: ଆଜି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୪ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଫଳରେ ବଙ୍ଗୋପସାଗର ନିକଟସ୍ଥ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ ବୋଲି ଆଜି ସୂଚନା…
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ବ୍ୟାନ୍ କରିଛି ଇସ୍ରାଏଲ୍। ଇସ୍ରାଏଲ ମାଟିକୁ ଗୁଟେରସଙ୍କ ପ୍ରବେଶ ଉପରେ ନିଷେଧ ଘୋଷଣା କରିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ନିନ୍ଦା କରି ନଥିବାରୁ ଏହି ବ୍ୟାନ୍ ଘୋଷଣା କରାଯାଇଛି। ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଇସ୍ରାଏଲ…
ସମ୍ବଲପୁର: ଆଜି ମାଆ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ଭକ୍ତଙ୍କୁ ଧଵଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ମାଆ ସମଲେଶ୍ୱରୀ କେବଳ ମହାଳୟାରେ ଶ୍ୱେତବର୍ଣ୍ଣରେ…
ମଧ୍ୟପ୍ରାଚ୍ୟାରେ ଘନେଇବାରେ ଲାଗିଛି ଯୁଦ୍ଧ ଆଶଙ୍କା। ଇସ୍ରାଏଲ ଉପରେ ତୁହାକୁ ତୁହା ମିସାଇଲ ମାଡ କରିଛି ଇରାନ୍। ଏହାକୁ ନେଇ ଏବେ ଇରାନ୍ ଉପରେ ବର୍ଷିଛନ୍ତି ଆମେରିକାର ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ। ସେ କହିଛନ୍ତି ଯେ…
ପୁରୀ: ଶ୍ରୀମନ୍ଦିର ଲୁହା କଡ଼େଇ ଅବଢ଼ା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ କଲେ କଠୋର ପଦକ୍ଷେପ ନିଆଯିବ । ଆଇନ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି…
ବିହାରର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଜି ଆକାଶ ମାର୍ଗରୁ ରିଲିଫ ସାମଗ୍ରୀ ପକାଇବାକୁ ଯାଇଥିବା ଭାରତୀୟ ବାୟୁ ସେନାର ଏକ ହେଲିକପ୍ଟର ବିପଜ୍ଜନକ ଭାବେ ବନ୍ୟା ପାଣିରେ ଅବତରଣ କରିବାକୁ ବାଧ୍ୟ ହୋଇଛି। ତେବେ ସେଥିରେ ଥିବା ଭାରତୀୟ ବାୟୁ ସେନାର…