2024

ରବିବାର ବାମନ ଜନ୍ମ ନୀତି: ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ରବିବାର ଭାଦ୍ରବ ଶୁକ୍ଳ ଦ୍ଵାଦଶୀ ତିଥି । ଆସନ୍ତାକାଲି(ରବିବାର) ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ଅନୁଷ୍ଠିତ ହେବ। ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ଅପରାହ୍ନ ୫ଟାଠାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ…

ଦୁର୍ଘଟଣା ପରେ ଜାତୀୟ ରାଜପଥରେ ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ଢେଙ୍କାନାଳ: ଦୁର୍ଘଟଣା ପରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଘେରିଲେ ଲୋକେ। ଢେଙ୍କାନାଳ ସହରରେ ୨ଟି ପୃଥକ ଦୁର୍ଘଟଣାକୁ ନେଇ ଉତ୍ତେଜନା। ଜାତୀୟ ରାଜପଥ ଅବରୋଧ। କଲେଜ ବାଇପାସ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ସେହିପରି ମହିଷାପାଟ ବାଇପାସ ନିକଟରେ…

‘ସୁଭଦ୍ରା’ ଆବେଦନ ପାଇଁ ଟଙ୍କା ନେଇ ବନ୍ଧା ହେଲା

ଟିଟିଲାଗଡ : ‘ସୁଭଦ୍ରା’ ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ଟଙ୍କା ନେବା ମହଙ୍ଗା ପଡ଼ିଛି। ଗିରଫ ହୋଇଛି CSCର ଜଣେ କର୍ମଚାରୀ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ‘ସୁଭଦ୍ର’ ଯୋଜନ ଫର୍ମ…

ଖଣି ଲୁଟ୍ ପାଇଁ ସାହାଣମେଲା କରିଦେଇଥିଲେ ବିଜେଡି ସରକାର, ଧରିଲେ ସିଏଜି ୨୨୩୯୨କୋଟି ଟଙ୍କାର ରାଜସ୍ୱ କ୍ଷତି

ଭୁବନେଶ୍ବର : ରାଜ୍ୟରେ ବହୁଚର୍ଚ୍ଚିତ ଖଣି ଦୁର୍ନୀତି ପରେ ବି ଚେତି ନଥିଲା ତତକାଳୀନ ବିଜେଡି ସରକାର । ବରଂ ସୁଚିନ୍ତିତ ଢଙ୍ଗରେ ଖଣି ଲୁଟ୍ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ପଛାଇ ନଥିଲେ । ସବୁ ନିୟମକୁ ଫୁ’…

ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷିବ, ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ବର : ବାଂଲାଦେଶ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ସାଢ଼େ ଆଠଟା ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାର…

ଗାଧୋଇବା ବେଳେ ନଦୀରେ ବୁଡିଗଲେ ବୃଦ୍ଧା

କଟକ : କଟକ ଜିଲା ଖାନନଗର ଜଗନ୍ନାଥ ମନ୍ଦିର ନିକଟ କାଠଯୋଡି ନଦୀରେ ବୁଡିଗଲେ ବୃଦ୍ଧା। ଗାଧୋଇବା ବେଳେ ବୃଦ୍ଧା ବୁଡିଯିବାରୁ ତାଙ୍କର କୌଣସି ପତ୍ତା ମିଳୁନାହିଁ। ନିଖୋଜ ବୃଦ୍ଧା ଜଣକ ହେଲେ ଝାଞ୍ଜିରମଙ୍ଗଳା ଲୁଣିଆସାହିର। ସୂଚନା ଅନୁସାରେ ଶନିବାର ସକାଳେ…

କଟକରେ ଚାଞ୍ଚଲ୍ୟ: ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ

କଟକ: ନିଜ ଜନ୍ମକଲା ମା’କୁ ହତ୍ୟା କଲେ ଦୁଇ ପୁଅ। ଏଭଳି ଅମାନବୀୟ ଘଟଣା ଘଟିଛି କଟକ ମହାନଗରର ମହାନଦୀ ବିହାର ଅଞ୍ଚଳରେ। ଏଣେ ହତ୍ୟାକାଣ୍ଡ ଘଟାଇବା ପରେ ଜଣେ ପୁଅ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ…

ବିକ୍ରି ପୂର୍ବରୁ ଶିକାରୀ ଠାରୁ ୨୫କିଲୋ ସମ୍ବର ମାଂସ ଜବତ

କପ୍ତିପଦା: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜଙ୍ଗଲର ବିକାଶ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ୍ୟଜନ୍ତୁଙ୍କୁ ନିରାପଦରେ ରଖିବା ପାଇଁ ଜଙ୍ଗଲରେ ବୃକ୍ଷରୋପଣ, ପିଇବା ପାଇଁ ପାଣିର ବ୍ୟବସ୍ଥା, ଜଗୁଆଳି ମୁତୟନ କରୁଛନ୍ତି। କିନ୍ତୁ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଅଫିସରଙ୍କ ତାଲିକାରେ ମୃତ ଅଧିକାରୀଙ୍କ ନାଁ, ବାଦ ଦେଲା ପ୍ରଶାସନ

ଭୁବନେଶ୍ବର : ଆସନ୍ତା ୧୭ ତାରିଖରେ ନିଜ ଜନ୍ମ ଦିନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ବହୁ ପ୍ରତିକ୍ଷିତ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା ଓ ପ୍ରକଳ୍ପର ଶୁଭାରମ୍ଭ କରିବେ ।…

ରାଷ୍ଟ୍ରୀୟ ଲୋକଅଦାଲତରେ ୮୩,୬୭୫ ମାମଲାର ଫଇସଲା

ଭୁବନେଶ୍ୱର: ଜାତୀୟ ଆଇନ ସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା ଜିଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସର ଯଥା-ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଜଟଣୀ,…