ଆପ୍ ସରକାର ବ୍ୟାନ କରିଥିଲେ, କିନ୍ତୁ କେଜ୍ରିୱାଲଙ୍କ ପାଇଁ ଫୁଟିଲା ବାଣ
ନୂଆଦିଲ୍ଲୀ : ପ୍ରଦୂଷଣ ପାଇଁ ଦିଲ୍ଲୀରେ କ୍ଷମତାସୀନ ଆପ ସରକାର ସବୁ ପ୍ରକାରର ବାଣ ଉପରେ ବ୍ୟାନ ଲଗାଇଛନ୍ତି। ଦିଲ୍ଲୀରେ କୌଣସି ବାଣର ବିକ୍ରି, ଉତ୍ପାଦନ କିମ୍ବା ବ୍ୟବହାର ହୋଇପାରିବ ନାହିଁ ବୋଲି ସୋମବାର ଆପ୍ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।…
