2024

ଦକ୍ଷିଣ ଲେବାନନ ଉପରେ ଇସ୍ରାଏଲର ବଡ଼ ଆକ୍ରମଣ

ବେରୁତ: ଇସ୍ରାଏଲ ସେନା ଦକ୍ଷିଣ ଲେବାନନରେ ବଡ଼ ଧରଣର ଆକ୍ରମଣ କରିଛି। ଆଜି ସକାଳେ ଇସ୍ରାଏଲ ପକ୍ଷରୁ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ଏହି ଆକ୍ରମଣରେ ୧୦ ଜଣ ସିରିଆ ନାଗରିକଙ୍କ ମୃତ୍ୟୁ ଘଟିଛି ଓ ଆହୁରି ଅନେକ ଲୋକ ଆହତ…

ଦୋଛକିରେ ମେହେବୁବା ମୁଫତି.. ନିର୍ବାଚନ ଲଢିବେ ନା ନାହିଁ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଅନେକ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଏଥିରେ ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି ମଧ୍ୟ ସାମିଲ ଥିଲେ। ମୁକୁଳିବା ପରେ ଉଭୟ ଓମାର ଓ…

କୋଲକାତା ଆରଜି କର ହସ୍ପିଟାଲରେ ପହଞ୍ଚିଲା CBI, କ୍ରାଇମ୍ ସିନର ହେବ ଡିଜିଟାଲ ମ୍ୟାପିଂ

ନୂଆଦିଲ୍ଲୀ : କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାନକ ଘଟଣାର ଟିକନିଖ୍ ତଥ୍ୟର ପର୍ଦ୍ଦାଫାସ କରିବ ସିବିଆଇ। ଆଜି ଆରଜି କର ମେଡିକାଲ କଲେଜରେ ପହଞ୍ଚି ତନ୍ନାଘନା ଆରମ୍ଭ କରିଛି ସିବିଆଇ ଟିମ୍। ତଦନ୍ତକାରୀ ସଂସ୍ଥା…

ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲା; ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଦାରା ସିଂହଙ୍କ ଆବେଦନ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ଦାରା ସିଂହ ମୁକ୍ତି ପାଇଁ ଆରମ୍ଭ କରିଛନ୍ତି ଶେଷ ପ୍ରୟାସ। ଜେଲରୁ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଏକ ମର୍ସି ପିଟିସନ ଦାଖଲ କରିଛନ୍ତି ଦାରା ସିଂ ଓରଫ୍…

ପୋଲିସ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୱାଇ.ବି. ଖୁରାନିଆ

ଭୁବନେଶ୍ୱର: ବିଧିବଦ୍ଧ ଭାବେ ନୂତନ ପୋଲିସ ଡିଜି ଦାୟିତ୍ବ ଗ୍ରହଣ କଲେ ଯୋଗେଶ ବାହାଦୁର ଖୁରାନିଆ । ଆଜି ଅପରାହ୍ନ ସମୟରେ ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ସେ ଡିଜିପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ୧୯୯୦ ବ୍ୟାଚ୍‌ ଆଇପିଏସ୍‌…

ଜେକଲ ଏବଂ ହାଇଡଙ୍କ ଭଳି ବ୍ୟବହାର କରୁଛନ୍ତି ମମତା ବାନାର୍ଜୀ: ବେଙ୍ଗଲ ରାଜ୍ୟପାଳ

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଥାବାର୍ତ୍ତାକୁ ହାସ୍ୟାସ୍ପଦ କହିଛନ୍ତି ରାଜ୍ୟପାଳ ସିଭି ଆନନ୍ଦ ବୋଷ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜେକଲ ଏବଂ ହାଇଡଙ୍କ ଭଳି ବ୍ୟବହାର କରୁଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି।…

କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ

ଭୁବନେଶ୍ବର: ହାତ ଛାଡିଲେ ବିଜୟ ପଟ୍ଟନାୟକ । ଆଜି ସେ କଂଗ୍ରେସ ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମେଲ୍‌ ମାଧ୍ୟମରେ ସେ ନିଜର ଇସ୍ତଫାପତ୍ର ଏଆଇସିସିକୁ ପଠାଇ ଦେଇଛନ୍ତି । କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜୟ…

ମୋଦିଙ୍କୁ କଲ୍ କଲେ ମହମ୍ମଦ ୟୁନୁସ; ହିନ୍ଦୁଙ୍କ ସୁରକ୍ଷାକୁ ନେଇ ଦେଲେ ଆଶ୍ୱାସନା

ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟକଙ୍କ ସୁରକ୍ଷାକୁ ନେଇ ଆଶ୍ୱାସନା ଦେଇଛନ୍ତି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ। ୟୁନୁସ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଲ୍ କରି ସୁନିଶ୍ଚିତ କରାଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସ ପୋଷ୍ଟ…

ଯୋଗାଣ ଅଧିକାରୀଙ୍କ ଅମାପ ସମ୍ପତି, ୪ଟି ପ୍ଳଟ୍‌ , ୨ଟି କୋଠା ଠାବ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ। ଏକାଥରେ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ଚଢ଼ାଉ ବେଳେ ଶ୍ରୀ ପ୍ରଦୀପ ମହାପାତ୍ରଙ୍କ ଘରୁ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ l…

ଜମ୍ମୁ-କଶ୍ମୀର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା

ଜମ୍ମୁ ଓ କଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଜମ୍ମୁ ଓ କଶ୍ମୀରରେ ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ହରିୟାଣାରେ ଗୋଟିଏ ପର୍ଯ୍ୟାୟ…