2024

ବେଙ୍ଗଲ ସରକାରଙ୍କ ଉପରେ ବର୍ଷିଲେ ହାଇକୋର୍ଟ

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଭଙ୍ଗାରୁଜା ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଲିକତା ହାଇକୋର୍ଟ। ରାଜ୍ୟ ପ୍ରଶାସନର ଏହା ସମ୍ପୂର୍ଣ୍ଣ ରୂପେ ବିଫଳତା ବୋଲି ହାଇକୋର୍ଟ କହିଛନ୍ତି। ଏଥିସହ ଏପରି ହେଲେ ମହିଳାମାନେ…

ଘରେ ଥିବା ଝିଅକୁ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା

ବରଗଡ଼: ମୁଖା ପିନ୍ଧି ଆସିଲେ । ଆଉ ଘରେ ଥିବା ଝିଅର ହାତ ଗୋଡ଼ ବାନ୍ଧିଦେଲେ । ଝିଅ ବି କିଛି କହି ପାରୁ ନଥିଲା । ଘରେ ଯାହା କିଛି ଥିଲା ସବୁ ନେଇ ଫେରାର ମାରିଲେ ମୁଖାଧାରୀ ଦୁର୍ବୃତ୍ତ…

ସୃଷ୍ଟି ହେଲା ଲଘୁଚାପ, ଆଗାମୀ ୨୪ ଘଣ୍ଟା ସତର୍କ ଜାରି

ଭୁବନେଶ୍ବର: ଦକ୍ଷିଣ ବାଂଲାଦେଶ ତତସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୁଳ ଏବଂ ତତ-ସଂଲଗ୍ନ ବାଂଲାଦେଶ ଉପକୁଳ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ…

ପୁଣି ଜଣେ ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୯ ଦିନ ପରେ ମିଳିଲା ମୃତଦେହ

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାଲିଥିବା ଦେଶବ୍ୟାପୀ ଅସନ୍ତୋଷ ମଧ୍ୟରେ ଆଉ ଏକ ଏପରି ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡର ଘଟିଛି ସମାନ ଘଟଣା। ଜଣେ ନର୍ସଙ୍କୁ ଅପରଣ ପରେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି।…

ଭୁବନେଶ୍ଵରରେ ପହଞ୍ଚିଲେ ହକି ତାରକା ଅମିତ ରୋହିଦାସ

ଭୁବନେଶ୍ୱର : ଓଡ଼ିଶା ଫେରିଲେ ଅଲିମ୍ପିକ୍ସ ହକି ହିରୋ ଅମିତ ରୋହିଦାସ । ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତିବା ପରେ ଆଜି ଭୁବନେଶ୍ବର ଫେରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଭୁବନେଶ୍ଵର ଏକାମ୍ର…

ହାଇକୋର୍ଟଙ୍କ ନିର୍ଦ୍ଦେଶ, ଗିରଫ ହେବ ଆଉ ଏକ ଜାହାଜ

ପାରାଦୀପ: ଆ‌ଉ ଏକ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। MV ୱାଡି ଆଲବୋଷ୍ଟନ ନାମକ ଇଜିପ୍ଟ ଫ୍ଲାଗସିପ୍‌କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ପାରାଦୀପ ଛାଡ଼ିପାରିବନି ଜାହାଜ। ଏଥିପାଇଁ କୁଜଙ୍ଗ…

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ ବଙ୍ଗୋପ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ । ସକ୍ରିୟ ରହିଛି ମୌସୁମୀ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରବଳ…

ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୫ତମ ସ୍ଥାନରେ ରହିଛି ଏମ୍ସ ଭୁବନେଶ୍ୱର । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ) ଜାରି ହୋଇଛି । ଗତ ବର୍ଷ ଏହି ଜାତୀୟ ଅନୁଷ୍ଠାନ…

ମହଙ୍ଗା ପଡିଲା ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା, ୧୧ ପୋଲିସ କର୍ମଚାରୀ ନିଲମ୍ବିତ

କୋରାପୁଟ : କର୍ତ୍ତବ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । ୩ SIଙ୍କ ସହ ୧୧ ପୋଲିସ କର୍ମଚାରୀ ନିଲମ୍ବିତ । ଗଞ୍ଜେଇ ମାଫିଆଙ୍କୁ ଛାଡ଼ିଦେବା ମାମଲାରେ ନିଲମ୍ବିତ ହୋଇଛନ୍ତି । ମାଛକୁଣ୍ଡ ଓ ଲମତାପୁଟ ଥାନାର ୧୧…

OYO ରୁମରୁ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ରଙ୍ଗୀଲା ସ୍ୱାମୀଙ୍କୁ ଧରିଲେ ସ୍ତ୍ରୀ

ଭୁବନେଶ୍ବର: ରାଜଧାନୀରେ ସ୍ଵାମୀ ଉପରେ ଜଣେ ମହିଳା ରସିକ ସ୍ବାମୀର ଷ୍ଟିଙ୍ଗ ଅପରେସନ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୁଲିସକୁ ସାଙ୍ଗରେ ନେଇ ମହିଳା ନିଜ ସ୍ବାମୀକୁ ଓୟୋ ହୋଟେଲ ରୁମରୁ ଅନ୍ୟ ଦୁଇ ଯୁବତୀଙ୍କ ସହ ଧରିଛି। ଏମିତି…