2024

୩ ହଜାର ନିଅ ବାଥରୁମରେ ଶୀଘ୍ର ଡୋର୍‌ ଲଗାଅ: ପରିବହନ ମନ୍ତ୍ରୀ

ବ୍ରହ୍ମପୁର: ସିଧା ମାଡି ଆସିଲେ କାର୍ଯ୍ୟାଳୟ ଭିତରକୁ । ତନ୍ନ ତନ୍ନ କରି ସବୁଆଡ ଯାଞ୍ଚ କଲେ । ପଚାରିଲେ ବିଭିନ୍ନ ପ୍ରଶ୍ନ । ଆମେ କହୁଛୁ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ କଥା । ବ୍ରହ୍ମପୁର ସ୍ଥିତ ଓଏସଆରଟିସି…

ରାସ୍ତା ମଝିରେ ଯୁବକଙ୍କୁ ଗୁଳି କଲେ ୪ ଦୁର୍ବୃତ୍ତ

ବାଲେଶ୍ୱର: ବାଲେଶ୍ବର ରାସ୍ତାରେ ଫୁଟିଲା ଗୁଳି । ଜିମ୍‌ରୁ ଫେରିବା ବେଳେ ଜଣେ ଯୁବକଙ୍କୁ ୪ ଜଣ ଦୁର୍ବୃତ୍ତ ଗୁଳି ମାଡ କରିଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ…

ଜମ୍ମୁ କଶ୍ମୀର ଡିଜିପି ହେବେ ଓଡ଼ିଆ ଆଇପିଏସ୍‌ ରଶ୍ମୀ ରଞ୍ଜନ ସ୍ୱାଇଁ

ଜମ୍ମୁକଶ୍ମୀର ପୁଲିସ ଡିଜି ହେବେ ଜଣେ ଓଡ଼ିଆ ଆଇପିଏସ୍‌ ଅଫିସର । ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ୱାଇଁ ହେବେ ପରବର୍ତ୍ତୀ ଜମ୍ମୁ ଓ କଶ୍ମୀର ଡିଜିପି। ରଶ୍ମୀ ରଞ୍ଜନଙ୍କ ନିଯୁକ୍ତି ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। AGMUT…

ହିଣ୍ଡାଲକୋ ଖଣି ମାମଲାରେ ଆକ୍ସନ ମୋଡ଼ରେ ସିବିଆଇ

ଭୁବନେଶ୍ୱର: ୨୦୧୧ରୁ ୨୦୧୩ ମଧ୍ୟରେ କୋଇଲା ଖନନ ପାଇଁ ପରିବେଶ ମଞ୍ଜୁରି ପାଇବାରେ ଦୁର୍ନୀତି ଅଭିଯୋଗରେ ଆଦିତ୍ୟ ବିର୍ଲା ଗ୍ରୁପର ଅଗ୍ରଣୀ ଆଲୁମିନିୟମ ଉତ୍ପାଦନକାରୀ ହିଣ୍ଡାଲକୋ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମାମଲା ରୁଜୁ କରିଛି। ଓଡ଼ିଶାର ଝାରସୁଗୁଡ଼ାର ପ୍ରଦୂଷିତ…

ଜାଭେଲିନ୍ ଥ୍ରୋ: ଫାଇନାଲରେ ନୀରଜ ଚୋପ୍ରା

ପ୍ୟାରିସ୍: ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଥ୍ରୋ ୮୯.୩୪ ମିଟର ଦୂରକୁ ଫିଙ୍ଗିଛନ୍ତି। ଏହା ସହିତ ସେ ଫାଇନାଲରେ ପହଞ୍ଚିଛନ୍ତି। ଚଳିତ ସିଜିନରେ ଏହା ହେଉଛି…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଫିଜିର ସର୍ବୋଚ୍ଚ ସମ୍ମାନ

ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଫିଜିର ସର୍ବୋଚ୍ଚ ବେସାମରିକ ସମ୍ମାନ। ଫିଜିର ରାଷ୍ଟ୍ରପତି ରାତୁ ୱିଲିୟମ ମିଆଭାଲିଲି କାଟୋନିଭେରେ ତାଙ୍କୁ ‘Companion of the Order of Fiji’ ସମ୍ମାନରେ ସମ୍ମାନୀତ କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ଏବେ ଦୁଇ ଦିନିକିଆ…

ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦାଧିକାରୀ ବୈଠକ

ଭୁବନେଶ୍ବର: ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ପଦାଧିକାରୀ ବୈଠକ ଚାଲିଛି। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ପ୍ରଭାରୀ ବିଜୟ ସିଂ ତୋମର ଓ ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ବିଭିନ୍ନ ପଦାଧିକାରୀ ଉପସ୍ଥିତ ଅଛନ୍ତି।…

ବିଡ଼ି ଓ ଖଣି ଶ୍ରମିକଙ୍କ ପିଲାଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ଯୋଜନାରେ ଆବେଦନ ଆହ୍ୱାନ

ଭୁବନେଶ୍ୱର: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲାକୁ ଛାଡ଼ି) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି । ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଉକ୍ତ ଯୋଜନା ପାଇଁ ଆବେଦନ…

ଭାରତ ଆସିବାକୁ ଅନୁମତି ମାଗିଥିଲେ ଶେଖ୍ ହସିନା

ଦେଶରେ ଚାଲିଥିବା ହିଂସା ମଧ୍ୟରେ କିଛି ସମୟ ପାଇଁ ଭାରତରେ ରହିବାକୁ ଅନୁମତି ମାଗିଥିଲେ ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଆଜି ରାଜ୍ୟସଭାରେ ବକ୍ତବ୍ୟ ରଖିବା ସମୟରେ ଏହି ସୂଚନା ଜେଇଛନ୍ତି ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର। ସେ…

ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ; ଜଣେ ମୃତ ଓ ୬ ଗୁରୁତର

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ଏକ ଘରୋଇ ପ୍ଲାଣ୍ଟରେ ମଙ୍ଗଳବାର ଦିନ ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସ ଲିକ ହେବା ଯୋଗୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ଝାରସୁଗୁଡା ଜିଲ୍ଲାର ବୁଢୀପଦର…