ଚଢ଼ାଉ ପାଇଁ ଯାଇଥିବା ବେଳେ ଆଇଆଇସିଙ୍କୁ ମାଡ଼, ପୁଲିସ ଗାଡ଼ି ଭାଙ୍ଗିଲେ ବାଲି ମାଫିଆ
ଉଦଳା : ବାଲି ମାଫିଆଙ୍କ ଗୁଣ୍ଡାରାଜ । ସବୁସୀମା ପାର୍ କରିଦେଲେ । ଏ ବାଲି କାହାର ? ଏତିକି କଥାରେ ଆଇଆଇସିଙ୍କ ଉପରେ ବର୍ଷିଥିଲା ମାଡ଼ । ଖାଲି ମାଡ଼ ନୁହେଁ ଆଜ୍ଞା,ଥାନା ଗାଡ଼ି ମଧ୍ୟ ଭାଙ୍ଗିଦେଇଛନ୍ତି ମାଫିଆ । ମାଫିଆଙ୍କ…
