ମଝି ସମୁଦ୍ରରେ ଓଲଟିଲା ଦେଶୀ ଡଙ୍ଗା: ୧୨ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର
ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧିନ ମାଦିଲି ମୁହାଣରେ ଆଜି ଅପରାହ୍ଣରେ ଅଘଟଣ ଘଟିଛି। ୩ଟି ଦେଶୀ ଡଙ୍ଗା ଓଲଟିପଡ଼ିଛି। ସୌଭାଗ୍ୟବଶତଃ ଏଥିରେ ଥିବା ୧୨ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ସୁନୀତି ପଞ୍ଚାୟତ ଅଧିନ…
