ରାଜନଗରରେ ବ୍ୟାପୁଛି ଝାଡାବାନ୍ତି, ଦୁଇ ଶ୍ରମିକ ମୃତ
ରାଜନଗର: ରାଜନଗରରେ ଝାଡାବାନ୍ତିରେ ଦୁଇ ଶ୍ରମିକ ମୃତ । ମୃତକ ହେଲେ ବାରିପଦା ବାହାଦୁରପୁର ଗାଁର ସରସ୍ଵତୀ କାଳନ୍ଦୀ ଓ ମୟୁରଭଞ୍ଜ କେନ୍ଦୁଛାଟିଆ ଗାଁର ଅଜିତ୍ ଦେହୁରୀ । ଉଭୟ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକର…
ରାଜନଗର: ରାଜନଗରରେ ଝାଡାବାନ୍ତିରେ ଦୁଇ ଶ୍ରମିକ ମୃତ । ମୃତକ ହେଲେ ବାରିପଦା ବାହାଦୁରପୁର ଗାଁର ସରସ୍ଵତୀ କାଳନ୍ଦୀ ଓ ମୟୁରଭଞ୍ଜ କେନ୍ଦୁଛାଟିଆ ଗାଁର ଅଜିତ୍ ଦେହୁରୀ । ଉଭୟ ଚାଷ କାର୍ଯ୍ୟ କରିବା ପାଇଁ କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବ୍ଲକର…
ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆସନ୍ତାକାଲି ଯାଏଁ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର…
କେରଳର ୱାୟନାଡରେ ତାଣ୍ଡବ ରଚିଛି ପ୍ରକୃତି। ବନ୍ୟା ଓ ଭୂସ୍ଖଳନ ଚାଲି ଯାଇଛି ସତ, ହେଲେ ଛାଡ଼ିଯାଇଛି ପ୍ରଳୟର ଛାପ। ଯେଉଁଠି ଖୋଜିଲେ, ସେଇଠୁ ମିଳୁଛି ଶବ। ସଦ୍ୟତନ ରିପୋର୍ଟ ଅନୁସାରେ, ମୃତ୍ୟୁସଂଖ୍ୟା ୩୦୦ ପାର୍ ହୋଇଛି। ସୂଚନା ଅନୁସାରେ, ୱାୟନାଡ…
ଭୁବନେଶ୍ୱର : ସବୁଜ ବଳୟରେ ଶୋଭା ପାଇବ ରାଜଧାନୀ । ମିଆୱାକି ଭଳି ରୂପରେଖ ହେବ ରାଜଧାନୀ ଭୁବନେଶ୍ୱରର । ଏନେଇ ବିଏମସି ତାର ପ୍ରକ୍ରିୟା ଆରମ୍ଭ କରି ସାରିଛି । ଜାପାନ ଭଳି ଖାଲି ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି…
ବାଲେଶ୍ୱର: ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ(SE) ପ୍ରଭାସ ପ୍ରଧାନଙ୍କ ଅଫିସ ଓ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ। ବାଲେଶ୍ୱରର ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଛି। ତେବେ ଏହି ଚଢାଉରେ…
ରେଙ୍ଗାଲି: ସ୍ୱାଧୀନତାର ୭୭ବର୍ଷ ପରେ ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ପରିବାରର ତୃତୀୟ ପିଢିକୁ ରାଜ୍ୟ ସରକାର ୧୦ ଡେସିମିଲ୍ ଘରଡିହ ପଟ୍ଟା ପ୍ରଦାନ କରି ନ୍ୟାୟ ପ୍ରଦାନ କରିଛନ୍ତି। ପୂର୍ବ ସରକାର ଏଦିଗରେ ନୀରବ ଦ୍ରଷ୍ଟା ଥିବାରୁ ନିଜ ଭିଟାମାଟି…
ଧର୍ମଗଡ : ୭ ଲକ୍ଷ ଟଙ୍କା ସହ ଧରାପଡିଲେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକ । ବିଡ଼ିଓ ଶ୍ରୀମତୀ କାର୍ତ୍ତିକ ଭବାନୀପାଟଣାରୁ ଗୋଲାମୁଣ୍ଡା ଫେରୁଥିବା ବେଳେ ଜାରିଂ ଛକ ନିକଟରେ ଜୟପୁର ଭିଜିଲାନ୍ସ ଅତିରିକ୍ତ ଏସପି ଅରୁଣ ନାଏକଙ୍କ…
ଭୁବନେଶ୍ୱର : ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବୁଧବାର ଶୂନ୍ୟକାଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବ୍ୟକ୍ତିଗତ ସଚିବଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଜଣେ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ତଦନ୍ତ ଚାଲିଥିବା ବେଳେ…
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ୫ ହଜାର ଟଂକା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି ଭିଜିଲାନସ ହାତରେ ଧରାପଡିଛନ୍ତି। ଘଟଣା ଅନୁଯାୟୀ ସୋମନାଥ ବାଙ୍କିଆ ନାମକ ଶିକ୍ଷକ କୌଣସି…
ଭୁବନେଶ୍ବର : ଖୋଲିବ ସମବାୟ ଦୁର୍ନୀତି ପେଡି! ବନ୍ଧା ହେବେ ଅଧିକାରୀ! ସରକାରୀ ତହବିଲକୁ ଫେରିବ ଆତ୍ମସାତ ହୋଇଥିବା ଟଙ୍କା ! ବିଧାନସଭାରେ ଆସିଛି ଆଖିତରାଟି ଦେଲା ଭଳି ତଥ୍ୟ। ମିଳିଥିବା ସୂଚନା ଅନୁସାରେ ସମବାୟ ବ୍ୟାଙ୍କ ଗୁଡିକରେ ହୋଇଛି ୨୦୦…