ତିହାର ଜେଲ୍ରେ ୧୨୫ କଏଦୀ ଏଚ୍ଆଇଭି ପଜିଟିଭ୍: ଜେଲ୍ ପ୍ରଶାସନର ଚିନ୍ତା ବଢ଼ିଲା
ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲ୍ରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଜେଲ୍ରେ ୧୨୫ ଜଣ କଏଦୀଙ୍କୁ ଏଚ୍ଆଇଭି ପଜିଟିଭ୍ ଥିବା ଜଣାପଡିଛି। ତିହାର ଜେଲ୍ରେ ତିନୋଟି ଭିନ୍ନ ଜେଲ୍ ତିହାର, ରୋହିଣୀ, ଏବଂ ମାଣ୍ଡୋଲି ରହିଛି। ସଂକ୍ରମିତ କଏଦୀମାନେ କେବଳ…
