ନୀତି ଆୟୋଗ ବୈଠକକୁ ଗଲେନି ନୀତୀଶ କୁମାର,ବୈଠକରେ ଅଧାରୁ ଉଠିଗଲେ ମମତା
ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ନବମ ବୈଠକ ବସି ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏଥିରେ ଯୋଗ ଦେଇ ନାହାନ୍ତି। ବହୁ ଅଣବିଜେପି ଶାଶିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଏହି ବୈଠକକୁ ବୟକଟ୍ କରିଛନ୍ତି।…
