ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ପାଇଁ ୧୭,୯୪୨ କୋଟିର ବ୍ୟୟବରାଦ
ଭୁବନେଶ୍ବର: ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମହିଳା, ଶିଶୁ ବିକାଶ ଓ ମିସନ ଶକ୍ତି ପାଇଁ ୧୭,୯୪୨ କୋଟିର ବ୍ୟୟବରାଦ କରିଛନ୍ତି। ଏଥିରେ ସୁଭଦ୍ରା ଯୋଜନାରେ ୧୦,୦୦୦, ମମତା ଓ ପ୍ରଧାନମନ୍ତ୍ରୀ ମହିଳା ବିକାଶ ଯୋଜନାରେ ୫୨୧ କୋଟି,…
