ପୁରୀ ମେଡିକାଲ କଲେଜରେ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା ପାଇଁ ସାଂସଦ ସମ୍ବିତ ପାତ୍ରଙ୍କ ଦାବି
ନୂଆଦିଲ୍ଲୀ: ଲୋକସଭାର ଶୂନ୍ୟକାଳରେ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଣ୍ଡ ହସପିଟଲରେ ବର୍ଣ୍ଣ ୟୁନିଟ ଓ ସୁପର ସ୍ପେସିଆଲିଟି ୟୁନିଟ ଖୋଲିବାକୁ ଦାବୀ କଲେ ପୂରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର। ଗତ ଚନ୍ଦନ ଯାତ୍ରା ବେଳେ ଘଟିଯାଇଥିବା ଅଗ୍ନିକାଣ୍ଡ ଜନିତ…
