2024

ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି, ଗଣମାଧ୍ୟମରେ ଯେଉଁ ତାରିଖ ଘୋଷଣା ହେଉଛି ତାହା ଗୁଜବ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ରତ୍ନ ଭଣ୍ଡାର ଖୋଲିବା ତାରିଖ ଘୋଷଣାକୁ ନେଇ ଆଇନ ମନ୍ତ୍ରୀଙ୍କ ମନ୍ତବ୍ୟ। ସର୍ବୋଚ୍ଚସ୍ତରରେ ଆଲୋଚନା ସରିଛି, ଆଜି କାଲି ଭିତରେ ନିଷ୍ପତ୍ତି ହେବ। ରତ୍ନଭଣ୍ଡାର ନିଶ୍ଚିତ ଖୋଲିବ। ଖୁବଶୀଘ୍ର ମୋଡାଲିଟି ପ୍ରସ୍ତୁତ ହେବ। ଏନେଇ ଏକ ବୈଠକ ହେବ। ବୈଠକ…

ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି, ୩୮ ମୃତ

ଉବୁଟୁବୁ ଆସାମ। ଜୁଆଡ଼େ ଚାହିଁବ ସିଆଡ଼େ କେବଳ ପାଣ ଆଉ ପାଣି। ପ୍ରବଳ ବର୍ଷା ଯୋଗୁ ଏଠାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୩୮ ଜଣଙ୍କ ଜୀବନ ଗଲାଣି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପ୍ରବଳ ବର୍ଷା ଜାରି…

ରାଜ୍ୟରେ ଦରଦାମ ବୃଦ୍ଧି ନେଇ ବର୍ଷିଲା ବିରୋଧୀ ବିଜେଡି

ଭୁବନେଶ୍ୱର : ଦର ନକମିଲେ ଆନ୍ଦୋଳନ । ଲୋକଙ୍କୁ କଲବଲ କଲାଣି ଆକାଶଛୁଆଁ ଦରବୃଦ୍ଧି । ଦିନକୁ ଦିନ ହୁ ହୁ ହୋଇ ବଢିଚାଲିଛି ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ । ୫୦ ଉପରେ ସବୁ ପରିବା । ଏହାକୁ…

ରାହୁଲଙ୍କୁ ବାଳକ ବୁଦ୍ଧି କହୁଥିବା ଲୋକେ ନିଜେ ବାଳକ: ମୋଦୀଙ୍କୁ ଟାର୍ଗେଟ କଲେ ଅଖିଳେଶ

ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତିଙ୍କ ଭାଷଣ ନେଇ ଧନ୍ୟବାଦ ଅର୍ପଣର ଊତ୍ତର ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବିରୋଧୀ ଦଳକୁ ନିନ୍ଦା କରିଥିଲେ। ଏହା ସହିତ ସେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଥିଲେ ଏବଂ ତାଙ୍କୁ ଶିଶୁ ମାନସିକତା…

ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌

ନୟାଗଡ଼: ଖଣ୍ଡପଡ଼ା ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍‌। ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍‌ କରିଛି ଭିଜିଲାନ୍ସ। ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତହସିଲ କର୍ମଚାରୀ ଧରାପଡ଼ିଥିଲେ। ତହସିଲର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଚାଲିଛି ରେଡ୍‌।…

ତୃଟିଶୂନ୍ୟ ରଥଯାତ୍ରା ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାକୁ ନଜରର‌େ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାର‌େ ପୁରୀ ଟାଉନ ହଲଠାରେ ଆଜି ଅନୁଷ୍ଠିତ ହ‌ୋଇଯାଇଛି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ। ଏହି ଅବସରରେ ସେ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ…

‘୮୦ରୁ ୮୦ ସିଟ୍ ଜିତିଲେ ବି ଇଭିଏମ୍‌ ଉପରେ ଭରସା ନାହିଁ’

‘ଇଭିଏମ୍‌ ଉପରେ ଭରସା ନାହିଁ। କାଲି ନଥିଲା କି ଆଜି ବି ନାହିଁ। ୮୦ରୁ ୮୦ ସିଟ୍‌ ଜିତି ଗଲେ ବି ଇଭିଏମ୍‌ ଉପରେ ଭରସା ହେବ ନାହିଁ।’ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌ ତଥା ଇଭିଏମ୍‌କୁ ନେଇ ଆଜି ସାଂସଦରେ ଏଭଳି…

ସିଲ୍ ହେଲା ବଲ୍ଲେ ବଲ୍ଲେ ଢ଼ାବା

ଯାଜପୁର: ତାଲା ପଡ଼ିଲା ଯାଜପୁର ଧର୍ମଶାଳାର ବଲେ ବଲେ ଢାବାରେ। ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ ହୋଇଥିଲା । ଢ଼ାବାକୁ ସିଲ କରିବାକୁ ନୋଟିସ୍ କରିଥିଲେ ବିଡ଼ିଓ । ଆଜି…

ଚଳିତ ମାସ ହୋଇପାରେ NEET-PG Exam, ପରୀକ୍ଷାର ୨ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନ

NEET-UG ପରୀକ୍ଷା ବିବାଦ ମଧ୍ୟରେ ସ୍ନାତକୋତ୍ତର ବା PG ପରୀକ୍ଷା ପାଇଁ ଆସିଛି ସୂଚନା। ଚଳିତ ମାସ କିମ୍ବା ଆସନ୍ତା ମାସ ମଧ୍ୟରେ NEET-PG ପରୀକ୍ଷା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସବୁଠୁ ବଡ଼ କଥା ହେଉଛି କି, ସୂତ୍ରରୁ…

ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ବଢ଼ିଲା +୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ବୃଦ୍ଧି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ଥିଲା ।…