2024

ମତଦାନ ବେଳେ ଅଘଟଣ, ଟଳି ପଡ଼ିଲେ ପୁଲିଂ ଏଜେଣ୍ଟ ଓ ବୃଦ୍ଧା

ଭୁବନେଶ୍ବର : ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଥିବା ବେଳେ ଅସହ୍ୟ ଖରା ହେତୁ ଘଟିଛି ଅଘଟଣ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମତଦାନ ଚାଲିଥିବା ବେଳେ ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ଘଟିଛି ଅଘଟଣ। ଏହି ଦୁଇ ଜିଲ୍ଲାରେ…

ଓଡ଼ିଶାରେ ୨୧ଟି ଲୋକସଭା ଆସନରେ ବିଜେପି ଜିତିବ, ବିଧାନସଭାରେ ବହୁମତ ହାସଲ କରିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଓଡ଼ିଶାରେ ୨୧ଟି ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି) ଜିତିବ। ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାସଲ କରିବ। ଭୁବନେଶ୍ବରର ଚନ୍ଦ୍ରଶେଖରପୁରସ୍ଥିତ ଡିଏଭି ସ୍କୁଲ ମତଦାନ କେନ୍ଦ୍ରରେ ଭୋଟ୍‌ ଦେଲା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଗଣମାଧ୍ୟମକୁ ଏହି…

ରବିବାର ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ଭୟଙ୍କର ସାମୁଦ୍ରିକ ଝଡ଼ ‘ରେମାଲ’

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ୨୬ ତାରିଖ (ରବିବାର) ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶର ସଂଲଗ୍ନ ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ଏହାର…

ବୁଥ୍‌ରେ ବିଜେପି ପ୍ରାର୍ଥୀ ଉପାସନାଙ୍କୁ ଦୁର୍ବ୍ୟବହାର!

ବ୍ରହ୍ମଗିରି : ମତଦାନ ପାଇଁ ଆସିଥିବା ବେଳେ ନିଜ ବୁଥ୍‌ରେ ବିଜେପି ପ୍ରାର୍ଥୀ ଉପାସନା ମହାପାତ୍ରଙ୍କୁ ଦୁର୍ବ୍ୟବହାର କରାଯାଇଛି! ଦୁର୍ବ୍ୟବହାର କରିଛନ୍ତି ବିଜେଡି ପୋଲିଂ ଏଜେଣ୍ଟ। ଏନେଇ ଉପାସନା ନିଜେ ଅଭିଯୋଗ କରିଛନ୍ତି। ଉପାସନାଙ୍କ ତରଫରୁ ଜଣେ ମହିଳା ସରପଞ୍ଚ ଏନେଇ…

ଛେଣ୍ଡିପଦା ବିଧାୟକଙ୍କ ଦାଦାଗିରି ଘଟଣା: ଏଡିଜି କହିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୫।୫: ଛେଣ୍ଡିପଦା ବିଧାୟକ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଶାନ୍ତ କୁମାର ବେହେରା ତାଙ୍କ ନିର୍ବାଚନମଣ୍ଡଳୀର ମତଦାନବେଳେ ଜଣେ ଭାଜପା କର୍ମୀଙ୍କୁ ମାଡ଼ ମାରିଥିବା କୁହାଯାଉଛି। ଏହି ଘଟଣାର ଭିଡିଓ ଫୁଟେଜ ମିଳିଛି।…

ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ୫୯.୭୨ ପ୍ରତିଶତ ମତଦାନ

ଭୁବନେଶ୍ବର: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଯାଇଛି। ତେବେ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ମୋଟ୍‌ ୫୯.୭୨% ମତଦାନ ହୋଇଛି। ସେହିପରି ଭୁବନେଶ୍ବରରେ ୫୩.୫୪ ପ୍ରତିଶତ ଭୋଟଗ୍ରହଣ ହୋଇଥିବା ବେଳେ କଟକରେ ୫୪.୩୬%, ଢେଙ୍କାନାଳରେ ୬୦.୮୮%, କେନ୍ଦୁଝରରେ ୬୨.୪୩%,…

ଜନଜାତିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ: ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ

ଭୁବନେଶ୍ବର: ନବୀନ ସରକାର ଜନବିରୋଧୀ। ଜନଜାତିଙ୍କର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଉପରେ ଏଭଳି ବର୍ଷିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍…

ମତଦାନ କେନ୍ଦ୍ରକୁ ମୋବାଇଲ୍‌ ମନା, ଭୋଟର୍‌ ଅସନ୍ତୁଷ୍ଟ

ଭୁବନେଶ୍ବର: ଲୋକସଭା ନିର୍ବାଚନ ଲାଗି ଆଜି ୫୮ଟି ଆସନରେ ଭୋଟିଂ ଚାଲିଛି। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହାରି ଭିତରେ ମତଦାନ କେନ୍ଦ୍ରକୁ ମୋବାଇଲ ନେବା ପାଇଁ ମନା ହୋଇଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।…

ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଭୋଟ ଗ୍ରହଣ ପାଇଁ ପ୍ରକ୍ରିୟାରେ ତ୍ରୁଟି ରହିଛି: ସମୀର ମହାନ୍ତି

ଭୁବନେଶ୍ବର: ଗୋଟିଏ ବୁଥରେ ସର୍ବନିମ୍ନ ୧୦ ଜଣ ସରକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି। ସେଥିରୁ ୭୦ ଭାଗ ଅଧିକାରୀ ଭୋଟ ଦେଇପାରୁନାହାନ୍ତି। ଭୋଟିଂ କାର୍ଯ୍ୟରେ ନିୟୋଜିତ ମାତ୍ର ୩୦ ଭାଗ ସରକାରୀ କର୍ମଚାରୀ ଭୋଟ ଦେଇପାରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି।…

ନରସଂହାର, ଜନବିରୋଧୀ ସରକାର ବିରୋଧରେ ଗର୍ଜିଲେ ନକ୍ସଲ

ମାଲକାନଗିରି: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଗର୍ଜିଛନ୍ତି ନକ୍ସଲ। ଚଳିତ ମାସ ୨୬ ତାରିଖ ଦିନ ବନ୍ଦ ଡାକରା ଦେଇଛନ୍ତି ନକ୍ସଲ। ବନ୍ଦକୁ ପାଳନ କରିବାକୁ ବହୁ ସ୍ଥନରେ ପୋଷ୍ଟର ଏବଂ ବ୍ୟାନର ମାରି ଲୋକଙ୍କୁ ସମର୍ଥନ କରିବାକୁ ଆହ୍ବାନ…