2024

ବିଜେପି ସରକାର ଆସିଲେ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କ ସମସ୍ତ ଦାବି ପୂରଣ କରାଯିବ – ସ୍ମୃତି

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ବର୍ଷିଲେ ସ୍ମୃତି | ଭାଷଣ ଆରମ୍ଭରୁ ଆଟାକ୍‌ କଲେ ଫାୟାରବ୍ରାଣ୍ଡ ସ୍ମୃତି ଇରାନୀ। ସିଧାସଳଖ ତାମିଲ ବାବୁଙ୍କୁ ନିଶାନା କଲେ। କଂଗ୍ରେସ ଉପରେ ବର୍ଷିଥିଲେ ବି ଟାର୍ଗେଟରେ କିନ୍ତୁ ତାମିଲ ବାବୁଙ୍କୁ ରଖିଥିଲେ ସ୍ମୃତି ଇରାନୀ। ଆରମ୍ଭରୁ…

୨୭ ତାରିଖ ଯାଏଁ ପ୍ରବଳ ବର୍ଷାର ପୂର୍ବାନୁମାନ; ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଯାଏଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ରାତି ୮ଟା ୩୦ରୁ ଆସନ୍ତାକାଲି ୮ଟା ୩୦ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାକୁ ପ୍ରବଳ ବର୍ଷାର…

ଲେଖାଶ୍ରୀଙ୍କୁ ସ୍ମୃତିଙ୍କ ଏହି ୩ ବଡ଼ ପ୍ରଶ୍ନ

ରେମୁଣା,୨୫ା୫: ବାଲେଶ୍ୱର ଜିଲା ରେମୁଣାଠାରେ ଆୟୋଜିତ ଭାଜପାର ଦଳୀୟ ସଭାରେ ବିଜେଡିର ଲୋକ ସଭା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ୩ଟି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସ୍ମତି ପ୍ରଶ୍ନ କରିଛନ୍ତି ଯେ, ‘୩୨ ହଜାର କୋଟିର ଚିଟ୍‌ଫଣ୍ଡ ଘୋଟାଲା ହେଲା,…

ଭୋଟ ଦେଇ ନବୀନ କହିଲେ-ବିଜେଡି ବଡ଼ ବିଜୟ ହାସଲ କରି ସ୍ଥିର ସରକାର ଗଠନ କରିବ

ଭୁବନେଶ୍ୱର : ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀର ୧୧୪ ନମ୍ବର ବୁଥ୍‌ରେ ଶନିବାର ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ଆସି ମୁଖ୍ୟମନ୍ତ୍ରୀ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଭୋଟ ଦେବା ପରେ ନବୀନ…

ବାତ୍ୟା ରେମାଲ: ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସି

ଭୁବନେଶ୍ୱର: ବାତ୍ୟା ରେମାଲ ପ୍ରଭାବରେ ୪ ଜିଲ୍ଲାରେ ବର୍ଷା ସହିତ ପବନ ସମ୍ଭାବନା ରହିଛି। ତେଣୁ ସଜାଗ ହୋଇଛନ୍ତି ଏସଆରସି। ସମ୍ଭାବ୍ୟ ବର୍ଷା, ପବନକୁ ଦେଖି ୪ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କହିଛନ୍ତି ଏସଆରସି। ଏହି ଚାରି ଜିଲ୍ଲା ହେଲେ…

ବାରିପଦାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର

ମୟୁରଭଞ୍ଜ: ମୟୁରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜିଲ୍ଲାର ଦୁଇଟି ସ୍ଥାନ ରାଇରଙ୍ଗପୁର ଏବଂ ବାରିପଦାରେ ନିର୍ବାଚନୀ ପ୍ରଚାର କରିଛନ୍ତି ନବୀନ ପଟ୍ଟନାୟକ। ଜନସାଧାରଣଙ୍କୁ ବିଜେଡି ସରକାରଙ୍କ ବିଭିନ୍ନ ଯୋଜନା ଭଲ କି ବୋଲି…

ଅଭିନେତ୍ରୀ ଲୈଲା ଖାନ ହତ୍ୟା ଘଟଣା: ସାବତ ବାପାଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ

ବଲିଉଡ୍‌ ଅଭିନେତ୍ରୀ ଲୈଲା ଖାନ ହତ୍ୟା ମାମଲାରେ ତାଙ୍କ ସାବତ ବାପା ପରବେଜ ଟାକଙ୍କୁ ମୃତ୍ୟୁ ଦଣ୍ଡାଦେଶ ମିଳିଛି। ମୁମ୍ବାଇର ଏକ କୋର୍ଟ ଶୁକ୍ରବାର ତାଙ୍କୁ ଏହି ସଜା ଶୁଣାଇଛନ୍ତି। ଲୈଲା ଖାନ୍‌ଙ୍କ ସହିତ ତାଙ୍କ ମା’ ଓ ୪ ଭାଇଭଉଣୀଙ୍କୁ…

ଘସିପୁରାରେ ବିଜେଡି ନେତାଙ୍କ ଗାଡିରୁ ଜବତ ହେଲା ୫ ଲକ୍ଷରୁ ଅଧିକ ଟଙ୍କା

ଘସିପୁରା: ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର କିଛି ଘଣ୍ଟା ବାକି ରହିଛି। ଏହାପୂର୍ବରୁ ଅନ୍ଧାରିବିଜେ ନୁହଁ ବରଂ ଦିନ ଦ୍ବିପ୍ରହରରେ ଶୁକ୍ରବାର କେନ୍ଦୁଝର ଜିଲ୍ଲା ଘସିପୁରା ବିଧାନସଭାରୁ ଜବତ ହୋଇଛି ୫ ଲକ୍ଷ ଟଙ୍କା। ଆଉ ଏହି ଟଙ୍କା ଯିଏ…

ବିଜେଡି ସହଜରେ ହାସଲ କରିବ ସଂଖ୍ୟା ଗରିଷ୍ଠତା : ପାଣ୍ଡିଆନ୍

ଭୁବନେଶ୍ୱର: ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ବିଜେପିର ଜୋଶ ବଢ଼ାଇଛି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଜେପି ୭୫ ବିଧାନସଭା ଆସନ ଜତିବ ସେହିପରି ୧୫ଟି ଲୋକସଭା ଆସନ ଜିତିବ। ଏହାରି…

ବରଗଡ଼ରେ ମତଦାନ ବେଳେ ଅଟୋ ଚାଳକଙ୍କୁ ହତ୍ୟା ଘଟଣା, ଦୁଇ ପୁଲିସ ଅଧିକାରୀଙ୍କ ବଦଳି

ଭୁବନେଶ୍ୱର: ବରଗଡ଼ ମତଦାନ କେନ୍ଦ୍ର ନିକଟରେ ଜଣେ ଅଟୋ ଚାଳକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହତ୍ୟା ଘଟଣାର ୪ ଦିନ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଦୁଇ ଜଣ ପୁଲିସ ଅଧିକାରୀଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ…