2024

ମ୍ୟାଲେରିଆ ନିରାକରଣ ପାଇଁ ଜେଏନ୍‌ୟୁ ବୈଜ୍ଞାନିକ ବାହାର କଲେ ଟିକା

ଦେଶର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ର ଗୋଟିଏ ବୈଜ୍ଞାନିକ ଟିମ ଏମିତି ଏକ ସମ୍ଭାବ୍ୟ ଟିକା ବାହାର କରିଛନ୍ତି ଯାହା ମ୍ୟାଲେରିଆ ବିରୋଧରେ ଅଧିକ ପ୍ରଭାବଶାଳୀ ଓ ଏହାର ଚିକିତ୍ସା ରଣନୀତିରେ ସହାୟକ ହୋଇପାରିବ। ସେଲ୍ ପ୍ରେସ୍ ପକ୍ଷରୁ iScience…

ଚମ୍ପୁଆରେ ବିଜେପି ପାଇଁ ପ୍ରଚାର କରିଛନ୍ତି ଅରୁଣ ଗୋଭିଲ

କେଉଁଝର : ଚମ୍ପୁଆରେ ଶ୍ରୀରାମ । ବିଜେପି ପାଇଁ ପ୍ରଚାର କରିଛନ୍ତି ଟିଭି ଧାରାବାହିକ ରାମାୟଣର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ । ଚମ୍ପୁଆ ନେହେରୁ ଷ୍ଟାଡିୟମରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶ ସଭାକୁ ସମ୍ବୋଧନ କରିଥିଲେ ।…

‘ବିରୋଧୀ କେବେହେଲେ ବିକାଶ ଚାହାନ୍ତି ନାହିଁ’ : ପାଣ୍ଡିଆନ

ନୟାଗଡ଼: ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରୁ ନିବେଦନ କଲେ ପାଣ୍ଡିଆନ । ଅଲଗା…

ହେମନ୍ତ ସୋରେନ୍‌ଙ୍କୁ ଝଟ୍‌କା, କେଜ୍ରିଓ୍ୱାଲଙ୍କ ଭଳି ମଳିଲାନି ବେଲ୍‌

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା। ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭଳି ତାଙ୍କୁ ଜାମିନ୍‌ ଦେବାକୁ ସର୍ବୋଚ୍ଚ…

ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି । ରତ୍ନଭଣ୍ଡାର ଚାବି ହଜିଗଲା ନବୀନ ବାବୁ କାହିଁକି ଚୁପ୍ ଅଛନ୍ତି । ତଦନ୍ତ କମିଶନ ରିପୋର୍ଟ କୁଆଡ଼େ ଗଲା? । ସର୍ଟ ଭିଡିଓରେ ନିଜେ କହୁଛନ୍ତି…

କୋଲକାତାରେ ବାଂଲାଦେଶ ସାଂସଦଙ୍କୁ ହତ୍ୟା!

ବାଂଲାଦେଶର ସାଂସଦ ଅନୱରଉଲ ଅଜମିଙ୍କୁ କୋଲକାତାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ବାଂଲାଦେଶର ଜଣେ ମନ୍ତ୍ରୀ ଓ ପୁଲିସ୍‌ କହିଛନ୍ତି ଯେ ଅଜିମଙ୍କୁ କୋଲକାତାରେ ହତ୍ୟା କରାଯାଇଛି। ହେଲେ ପଶ୍ଚିମବଙ୍ଗ ପୁଲିସ ଏଯାଏ ତାଙ୍କ ମୃତଦେହକୁ ଉଦ୍ଧାର କରିପାରି ନାହିଁ। ଅଜମି…

୨୯ରେ ପୁଣି ଓଡ଼ିଶା ଆସିବେ ମୋଦୀ, ୨୫ରେ ଆସିବେ ଶାହ

ଭୁବନେଶ୍ୱର : ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ଆସନ୍ତା ୨୯ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ଜନସଭାରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବିଜୟପାଲ ସିଂ ତୋମାରଙ୍କ ସୂଚନା ଦେଇଛନ୍ତି…

ଓଡ଼ିଶାରେ ଶାସନ ନାହିଁ, ନବୀନ ବାବୁ ନଜରବନ୍ଦୀ: କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ସମ୍ବଲପୁର: ଆଜି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ସମ୍ବଲପୁରରେ ବିଜେପି ପାଇଁ ପ୍ରଚାର କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଭୂତପଡ଼ା ଠାରୁ ସୁନାପାଲୀ ଯାଏ କରୁଛନ୍ତି ରୋଡ୍ ସୋ। ସେ ରୋଡ୍ ସୋ’ ବେଳେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ଗିରିରାଜ ସିଂହ କହିଛନ୍ତି,…

ଏମ୍‌ଡିଏଚ୍‌ ଓ ଏଭେରେଷ୍ଟ ମସଲାକୁ ମିଳିଲା କ୍ଲିନ୍‌ଚିଟ୍‌

ଭାରତୀୟ ମସଲା ଏମ୍‌ଡିଏଚ୍‌ ଓ ଏଭେରେଷ୍ଟକୁ ମିଳିଲା କ୍ଲିନ୍‌ଚିଟ୍‌। ଭାରତୀୟ ବଜାରରେ ଉପଲବ୍ଧ ମସଲାଗୁଡିକରୁ ନିଆଯାଇଥିବା ନମୂନାରେ କୌଣସି ETO ତଥା ଇଥିଲିନ୍‌ ଅକ୍ସାଇଡ୍‌ ନଥିବା ସ୍ପଷ୍ଟ କଲା ଫୁଡ୍‌ ସେଫ୍ଟି ଷ୍ଟାଣ୍ଡାର୍ଡ ଅଥରିଟି ଅଫ୍ ଇଣ୍ଡିଆ ତଥା FSSAI। ଏମ୍‌ଡିଏଚ୍‌…

ବିଜେଡି ଛାଡିଲେ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ଭୁବନେଶ୍ବର: ବିଜେଡିକୁ ପୁଣି ଆଉ ଏକ ଶକ୍ତ ଝଟକା । ପୁଣି ଦଳରୁ ଇସ୍ତଫା ଦେଲେ ଆଉ ଜଣେ ଟାଣୁଆ ବିଧାୟକ । ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ଦେଇ ଦଳ ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଭିଡିଓ…