2024

ବିମାନ ଧକ୍କାରେ ୪୦ ରାଜହଂସଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦୁବାଇରୁ ମୁମ୍ବାଇ ଆସୁଥିବା ବିମାନରେ ପିଟି ହୋଇ ଚାଲି ଯାଇଛି ୪୦ଟି ରାଜହଂସଙ୍କ ଜୀବନ। ମୁମ୍ବାଇର ଘାଟକୋପର ଠାରୁ ଏମାନଙ୍କ ମୃତଦେହ ମିଳିଛି। ଦୁବାଇରୁ ଆସୁଥିବା ଏମିରଟ୍ସର ଗୋଟିଏ ବିମାନ ଧକ୍କାରେ ଏତେ ବଡ଼ ଘଟଣା ଘଟିଛି। ୪୦…

ଏବେ କେହି କହୁ ନାହାନ୍ତି ଯେ ମୋଦିଜୀ ହାରିବେ, ସମସ୍ତେ କହୁଛନ୍ତି ବିଜେପି ସମ୍ଭବତଃ ୩୭୦ ଆସନ ଜିତି ନପାରେ !

ନୂଆଦିଲ୍ଲୀ : ନିର୍ବାଚନୀ ଚର୍ଚ୍ଚାକୁ ବିଜେପି ବଦଳାଇ ଦେଇଛି। ଦଳ କେବଳ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର କଥା ନ କହି, ୩୭୦ ସିଟ୍‌ ଜିତିବ ବୋଲି ନାରା ଦେବା ଗୋଟିଏ ଚମତ୍କାର ରଣନୀତି। ହେଲେ ଯଦି ବିଜେପି…

କାଲି ଆସୁଛନ୍ତି ଅରୁଣ ଗୋଭିଲ୍‌; ୨୩ରେ ଆସିବେ ନଡ୍ଡା ଓ ଯୋଗୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା ତଥା ରାମାୟଣର ରାମ ଅରୁଣ ଗୋଭିଲ। ସେ ୪ଟି ସଭାରେ ଯୋଗଦେଇ ଲୋକ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁଭୋଟ୍‌…

ପାଣ୍ଡିଆନଙ୍କୁ ସମୀରଙ୍କ କଡ଼ା କାଉଣ୍ଟର

ଭୁବନେଶ୍ବର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେଡି ନେତା ଭି. କେ. ପାଣ୍ଡିଆନଙ୍କୁ ବିଜେପି ନେତା ସମୀର ମହାନ୍ତିଙ୍କ କଡ଼ା କାଉଣ୍ଟର। ସମୀର କହିଛନ୍ତି, ପାଣ୍ଡିଆନ୍ ବାବୁ ସ୍ପଷ୍ଟ କରନ୍ତୁ ରତ୍ନ ଭଣ୍ଡାର ଚାବି ଚୋରି ହୋଇନି, ବରଂ ସୁରକ୍ଷିତ…

ସାବଧାନ! ଜୁନ୍ ୧ ପରେ ଏସବୁ ଗାଡି ଚାଳକ ଦେବେ ୨୫,୦୦୦ଟଙ୍କା ଜରିମାନା

ନୂଆଦିଲ୍ଲୀ: ଜୁନ୍ ୧ ପରେ ଗାଡ଼ି ଚଳାଇବାର କେତେକ ନିୟମ ବଦଳିବାକୁ ଯାଉଛି। ଏହି ଆଇନର ଉଲ୍ଲଂଘନ କଲେ ତାଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଡ୍ରାଇଭିଂ ସହ ଜଡିତ ନୂତନ ନିୟମ ସରକାରୀ ଆଞ୍ଚଳିକ ପରିବହନ…

କେନ୍ଦୁଝର ଓ ସମ୍ବଲପୁରରେ ୫୦୦ ‌ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ କରିବୁ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

କେନ୍ଦୁଝର: କେନ୍ଦୁଝର ଓ ସମ୍ବଲପୁରରେ ୫୦୦ ‌ଶଯ୍ୟାବିଶିଷ୍ଟ ହସ୍ପିଟାଲ୍ କରିବୁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କେନ୍ଦୁଝର ମେଡିକାଲ ଗ୍ରାଉଣ୍ଡରେ ଆୟୋଜିତ ବିଶାଳ ଜନସଭାରେ ଘୋଷଣା କରିଛନ୍ତି। ବିଜେପି ସରକାର ଆସିଲେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର୍…

ଆମ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ, ଭଉଣୀଙ୍କୁ ବହୁତ ଭଲ ପାଆନ୍ତି: ପାଣ୍ଡିଆନ୍‌

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଦିନ ବିଜେଡି ନେତା ଭିକେ ପାଣ୍ଡିଆନ୍ ନିର୍ବାଚନୀ ପ୍ରଚାର କରିଛନ୍ତି। ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଆମ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ ଭଉଣୀମାନଙ୍କୁ ବହୁତ…

ମୁଖ୍ୟମନ୍ତ୍ରୀଙ୍କ ଘରେ ମାର୍‌ପିଟ୍‌ ମାମଲା, ଯାଞ୍ଚ କରିବ SIT

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀଙ୍କ ଘରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିଓ୍ୱାଳଙ୍କୁ ମାର୍‌ପିଟ୍‌ ମାମଲାରେ ଦିନକୁ ଦିନ ନୂଆ ଅପଡେଟ୍‌ ସାମ୍ନାକୁ ଆସୁଛି। ଏହି ମାମଲାର ଏବେ ତଦନ୍ତ କରିବା ପାଇଁ ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ଟିମ୍‌ ଗଠନ୍‌ କରିଛି। ଏସ୍‌ଆଇଟ୍‌ ଏହି…

କାଲି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର; ଆଜିଠୁ ବର୍ଷିବ

ଭୁବନେଶ୍ବର : ଆସନ୍ତାକାଲି ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା…

ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ : ଅନୁଗୋଳ ଜିଲ୍ଲା ତୁଳସୀପାଳ ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପରୁ ଗୋଛୟତ। କୌଣସି କାମରେ ଘର ପାଖ ପଡ଼ିଆକୁ ଯାଇଥିବା ବେଳେ ପରୁଙ୍କୁ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ…