2024

ବିଜେଡିରେ ମିଶିଲେ ଦଶପଲ୍ଲା ଏନ୍‌ଏସି ଅଧ୍ୟକ୍ଷା

ଭୁବନେଶ୍ବର/ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଅଧ୍ୟକ୍ଷା ଇଞ୍ଜିନିୟର ପୁନମ ପ୍ରିୟଦର୍ଶିନୀ ଆଜି ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତରଫରୁ…

ମହମ୍ମଦ ମୋକିମଙ୍କୁ ହାଇକୋର୍ଟ ଝଟକା, ରାୟ କାଏମ୍

କଟକ: ମହମ୍ମଦ ମୋକିମଙ୍କୁ ହାଇକୋର୍ଟଙ୍କ ବଡ ଝଟକା । ଓଏଚଆଡିସି ଋଣ ଦୁର୍ନୀତି ମାମଲାରେ ନିମ୍ନ ଅଦାଲତଙ୍କ ରାୟକୁ କାଏମ ରଖିଲେ ହାଇକୋର୍ଟ । ମହମ୍ମଦ ମୋକିମ୍‌ଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ । ମୋକିମ୍‌ଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ…

ପ୍ରଚାର ବେଳେ ଯୁବତୀଙ୍କୁ କିସ୍‌ କରିଦେଲେ ପ୍ରାର୍ଥୀ

ପାଖେଇ ଆସିଲାଣି ୨୦୨୪ ନିର୍ବାଚନୀ ତାରିଖ। ଦିନ ଯେତେ ପାଖଉଛି ପ୍ରଚାର ସେତେ ବଢ଼ୁଛି। ଘନ ଘନ ପ୍ରଚାର କରୁଛନ୍ତି ପ୍ରାର୍ଥୀ। ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ଆପଣାଉଛନ୍ତି ନୂଆ ନୂଆ ଫଣ୍ଡା। କିଏ କେଉଁ ଢ଼ଙ୍ଗ ଆଉ ରଙ୍ଗରେ କରୁଛନ୍ତି…

ଟିଭି କେବୁଲ୍ ସଜାଡିବା ବେଳେ ୧୧ କେଭି ତାର ସଂସ୍ପର୍ଶରେ ଆସି ଯୁବକ ମୃତ

ସୁବଣ୍ଣପୁର: ସୁବଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କଳାପଥର ନୁଆଁପାଲି ଠାରେ ଘଟିଛି ଅଘଟଣ l ଟିଭି କେବୁଲ୍ ସଜାଡ଼ିବାକୁ ଯାଇ ୧୧ କେଭି ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ବୀରମହାରାଜପୁର ଅଞ୍ଚଳର ଟିଠିପାଳି…

ଧାଡ଼ିରେ ଆସି ଡାକ୍ତରଙ୍କୁ ଦେଖାଇଲେ ଦିଲୀପ ତିର୍କୀ, ଔଷଧ ନେଲେ

ସୁନ୍ଦରଗଡ଼: ସାଧାରଣ ନିର୍ବାଚନ-୨୦୨୪ ପାଇଁ ରାଜନୀତି ସରଗରମ ହୋଇଛି। ସବୁ ପ୍ରାର୍ଥୀ ପ୍ରଚାର ମଇଦାନରେ। ହେଲେ ଆଜି କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀ ଡାକ୍ତର ଦିଲୀପ ତିର୍କୀଙ୍କ ପ୍ରଚାରରେ। ଟାଣ ଖରାରେ ପ୍ରଚାର…

ଟାଟୁ କରିପାରିବେନି ପୋଲିସ କର୍ମଚାରୀ, ୧୫ ଦିନ ଭିତରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ଏଣିକି ଦେହରେ ଆଉ ଟାଟୁ କରିପାରିବେନି ପୋଲିସ ଅଧିକାରୀ । ଟାଟୁକୁ ନେଇ ଆସିଲା ନୂଆ ଗାଇଡଲାଇନ । ଦେହ ମୁହଁ ଓ ହାତରେ ଟାଟୁ କରିପାରିବେନି ସୁରକ୍ଷାବାନିନୀ ଓ ପୋଲିସ କର୍ମଚାରୀ । ଯେଉଁମାନେ ଏହି ଟାଟୁ କରିଛନ୍ତି…

ପ୍ରବଳ ଗ୍ରୀଷ୍ମପ୍ରବାହ ମଧ୍ୟରେ ସଫଳ ନିର୍ବାଚନ ପରିଚାଳନା ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ଏକକାଳୀନ ସାଧାରଣ ନିର୍ବାଚନ ୨୦୨୪ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଭାରତ ନିର୍ବାଚନ କମିଶନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ତାରିଖ ଅନୁସାରେ ମଇ ୧୩, ୨୦, ୨୫ ଓ ଜୁନ ୧ରେ ଚତୁର୍ଥ, ପଞ୍ଚମ,…

ଆମେରିକାରେ ଦୃଶ୍ୟମାନ ହେଲା ପୂର୍ଣ୍ଣ ସୂର୍ଯ୍ୟପରାଗ

ଉତ୍ତର ଆମେରିକା ସମେତ ଏକାଧିକ ରାଷ୍ଟ୍ରରେ ହେଲା ପୂର୍ଣ୍ଣ ସୂର୍ଯ୍ୟପରାଗ। କିଛି ସମୟ ପାଇଁ ଦିନରେ ରାତିର ଭ୍ରମ ସୃଷ୍ଟି ହୋଇଛି। ସୂର୍ଯ୍ୟଙ୍କୁ ପରାଗ ସମ୍ପୂର୍ଣ୍ଣ ଗ୍ରାସ କରିବା ପରେ ଏକ ବିରଳ ମହାଜାଗତିକ ଦୃଶ୍ୟର ମୂକଶାଖି ହୋଇଛନ୍ତି ଆମେରିକା, କାନାଡ଼ା…

ପୁଣି ବିଜେପି ଉପରେ ବର୍ଷିଲେ ଲେଖାଶ୍ରୀ

ଭୁବନେଶ୍ବର: ବିଜୁ ଜନତା ଦଳ (ବିଜେଡି)ରେ ଯୋଗଦେବାର ଦିନକ ପରେ ଲେଖାଶ୍ରୀ ସାମନ୍ତସିଂହାର ପୁଣି ଥରେ ଭାରତୀୟ ଜନତା ଦଳ (ବିଜେପି) ଉପରେ ବର୍ଷିଛନ୍ତି। ମଙ୍ଗଳବାର ସେ କହିଛନ୍ତି, ଓଡ଼ିଶାରେ ବିଜେପି ଏକ ରାଜନୈତିକ ଦଳ ହୋଇ ରହିନାହିଁ। ବରଂ ଏଠି…

ଏପ୍ରିଲ୍ ୧୧ରେ ଓଡ଼ିଶାରେ ଇଦ୍ ହେବ ପାଳନ: ଚାନ୍ଦ୍ କମିଟି ନିଷ୍ପତ୍ତି

ଭୁବନେଶ୍ବର: ଏପ୍ରିଲ୍ ୧୧ରେ ଓଡ଼ିଶାରେ ଇଦ୍ ଉଲ୍ ଫିତର ପାଳନ କରାଯିବ। ଏନେଇ ଚାନ୍ଦ୍ କମିଟି ଅଞ୍ଜୁମନ ଇସ୍ଲାମିଆ ଓଡ଼ିଶା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାଉଦି ଆରବ ଇଦ୍ ତାରିଖ ଘୋଷଣା କରିଛି। ଏପ୍ରିଲ ୧୦ ବୁଧବାର ଦିନ ସାଉଦି…