କଂଗ୍ରେସର ଇସ୍ତାହାର ପାକିସ୍ତାନ ନିର୍ବାଚନ ପାଇଁ ଉପଯୁକ୍ତ: ଆସାମ ମୁଖ୍ୟମନ୍ତ୍ରୀ
କଂଗ୍ରେସର ନିର୍ବାଚନୀ ଇସ୍ତାହାରକୁ କଟାକ୍ଷ କଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କରିଥିବା ଇସ୍ତାହାର ଭାରତ ଅପେକ୍ଷା ଅଧିକ ପାକିସ୍ତାନ ନିର୍ବାଚନ ପାଇଁ ଉପଯୁକ୍ତ ବୋଲି କହିଛନ୍ତି। କଂଗ୍ରେସ କ୍ଷମତାକୁ ଆସିବା ପରେ…
