2024

ଜେଲରୁ ପ୍ରଚାର କରିବେ ଆଜମ ଖାଁ? ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛି ନାମ

ଲକ୍ଷ୍ନୌ,୨୮।୩: ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିଗୁଲ ବାଜି ସାରିଛି ଏବଂ ଉତ୍ତରପ୍ରଦେଶର ୮୦ଟି ଆସନରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ୟୁପିରେ ପ୍ରଥମ ପର୍ଯ୍ୟାୟରେ ୮ ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏଥିପାଇଁ ୧୯ ଏପ୍ରିଲରେ…

କେତେ ଆଉ ମିଛ କହିବ? ସଞ୍ଜୟ ରାଉତଙ୍କ ଉପରେ ବର୍ଷିଲେ ପ୍ରକାଶ ଆମ୍ବେଦକର

ମୁମ୍ବାଇ: ବଞ୍ଚିତ ବହୁଜନ ଅଘାଡି (ଭିବିଏ) ଅଧ୍ୟକ୍ଷ ପ୍ରକାଶ ଆମ୍ବେଦକର ଆଜି ଶିବସେନା(ୟୁବିଟି) ନେତା ସଞ୍ଜୟ ରାଉତଙ୍କ ଉପରେ ଆକ୍ରମଣ କରିଛନ୍ତି। ଏଥିସହ ସେ ଶିବସେନା (ୟୁବିଟି) ସାଂସଦ ମିଥ୍ୟା କହିଥିବାର ଅଭିଯୋଗ କରିଛନ୍ତି। ଆମ୍ବେଦକର କହିଛନ୍ତି, ଆପଣ ସଞ୍ଜୟ ରାଉତ…

ଅନ୍ୟକୁ ଡରେଇବା-ଧମକାଇବା କଂଗ୍ରେସର ସଂସ୍କୃତି: ମୋଦୀ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ଆଇନଜୀବୀମାନେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଚିଠି ଲେଖି ନ୍ୟାୟାଳୟ ଉପରେ ଏକ ଗୋଷ୍ଠୀ ପ୍ରଭାବ ପକାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି…

ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସଂଗୀନ ଅଭିଯୋଗ ଆଣିଲେ ସୀତା ସୋରେନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ତାଙ୍କ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ସେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ମାମଲାର ତଦନ୍ତ କରିନଥିବାରୁ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସୀତାଙ୍କର…

ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲା : ଅନ୍ୟତମ ଅଭିଯୁକ୍ତ ମୁଜାମ୍ମିଲ ସରିଫକୁ ଗିରଫ କଲା ଏନଆଇଏ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ରାମେଶ୍ୱରମ୍ କାଫେ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗୁରୁବାର ଜାରି ଏକ ବିବୃତିରେ ଏନଆଇଏ କହିଛି ଯେ ମୁଜାମ୍ମିଲ ସରିଫ ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ, ଯିଏକି…

ଚାଇନାର ଅରୁଣାଚଳ ଦାବିକୁ ଭିତ୍ତିହୀନ କହିଲା ଭାରତ

ନୂଆଦିଲ୍ଲୀ : ଭାରତର ଅରୁଣାଚଳ ପ୍ରଦେଶକୁ ନେଇ ଚାଇନା ବାରମ୍ବାର କରୁଥିବା ଦାବି ଉପରେ ଆଜି ନୂଆଦିଲ୍ଲୀ ଜବାବ ରଖିଛି। ଚାଇନାର ଦାବିକୁ ଭାରତ ସରକାର ଭିତ୍ତିହୀନ ବୋଲି କହିଛନ୍ତି। ଭାରତର ଆଭିମୁଖ୍ୟ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧୀର ଜୈସୱାଲ…

ମୋବାଇଲ ଟାୱାର ପୋଡିଲେ ନକ୍ସଲ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲାର କେଜଙ୍ଗ ଗ୍ରାମରେ ରହିଥିବା ମୋବାଇଲ ଟାୱାରକୁ ନିଆଁରେ ପୋଡି ଦେଇଛନ୍ତି ନକ୍ସଲ।କୋଣ୍ଡାଗାଓଁ ଜିଲ୍ଲାରେ ପୁଣି ନକ୍ସଲ ନିଜର ଉପସ୍ଥିତି ଜାହିର କରିଛନ୍ତି। ବୁଧବାର ରାତିରେ ସଶସ୍ତ୍ର ନକ୍ସଲ ବାୟାନାର ଅଂଚଳର କେଜଙ୍ଗ…

ଦସ୍ତଖତ ପାଇଁ ୨୫ ଶହ ଲାଞ୍ଚ ମାମଲା: ପୂର୍ବତନ ସ୍ବାସ୍ଥ୍ୟ ପରିଦର୍ଶିକାଙ୍କୁ ୪ ବର୍ଷ ଜେଲ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ୨୮ ତାରିଖ ଗୁରୁବାର ଏକ ଲାଞ୍ଚ ମାମଲାର ଶୁଣାଣି କରି ଖୁଟଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ ସ୍ବାସ୍ଥ୍ୟ ପରିଦର୍ଶିକା ମଥାମଣି ରଥ (୬୩)ଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ୪ ବର୍ଷ ଜେଲ୍…

ଟିକେଟ ମୋ ପାଇଁ ସରପ୍ରାଇଜ ଥିଲା – ମନ୍ମଥ ରାଉତରାୟ

ପୁରୀ,୨୮।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ଲୋକ ସଭା ଆସନରୁ ବିଜେଡି ଟିକେଟ ଦେଇଛି। ଏହାକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ ବାପା ଏବଂ ଭାଇ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।…

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩ : ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି) ୧୫ ଟି ଲୋକସଭା ଏବଂ ୭୨ ଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା…