‘ଡିପ୍ ଫେକ୍’ର ଶିକାର ହେଲେ ମେଦାନ୍ତ ଚେୟାରମ୍ୟାନ୍
ବଲିଉଡ ସେଲେବ୍ରିଟି ଠାରୁ ଆରମ୍ଭ କରି କ୍ରିକେଟର ଏପରିକି ରାଜନେତା ସମସ୍ତେ ଡିପ୍ ଫେକ୍ ଭିଡିଓର ଶିକାର ହୋଇ ସାରିଲେଣି। ଏବେ ମେଦାନ୍ତ ହସ୍ପିଟାଲର ଚେୟାରମ୍ୟାନ୍ଙ୍କ ପାଳି ପଡିଛି। ସେ ମଧ୍ୟ ଡିପ୍ ଫେକ୍ ଭିଡିଓର ଶିକାର ହୋଇଛନ୍ତି। ତାଙ୍କର ଏକ…
