2024

ମହାରାଷ୍ଟ୍ରରେ ଇଣ୍ଡି ମେଣ୍ଟର ଆସନ ବୁଝାମଣା ଚୂଡ଼ାନ୍ତ: ଉଦ୍ଧବସେନା ୨୧, କଂଗ୍ରେସ ୧୫,ଏନ୍‌ସିପି-ଏସ୍‌ପି ୯ ଆସନରେ ଲଢ଼ିବାକୁ ସହମତି

ମୁମ୍ବାଇ: ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ରରେ ସର୍ବାଧିକ ୪୮ଟି ‌ଲୋକସଭା ଆସନ ରହିଛି। ରାଜ୍ୟରୁ ସର୍ବାଧିକ ଆସନ ହାସଲ କରିବାକୁ ଇଣ୍ଡି ମେଣ୍ଟ ଯୋଜନାବଦ୍ଧ ପ୍ରୟାସ ଆରମ୍ଭ କରିଛି। ରାଜନୈତିକ ଛକାପଞ୍ଝା ମଧ୍ୟରେ ଆଜି ଉଦ୍ଧବସେନା, କଂଗ୍ରେସ ଓ ଏନ୍‌ସିପି (ଶରଦପାୱାର୍‌) ମଧ୍ୟରେ…

ମେଦବହୁଳତା: ବିଶ୍ୱର ୧୦୦ କୋଟି ଲୋକ ପ୍ରଭାବିତ

ନୂଆଦିଲ୍ଲୀ: ଲାନସେଟ୍ ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ସମଗ୍ର ବିଶ୍ୱରେ ବର୍ତ୍ତମାନ ଏକ ବିଲିୟନ (୧୦୦ କୋଟି)ରୁ ଅଧିକ ଲୋକ ମେଦବହୁଳତା ବା ମୋଟାପଣରେ ପୀଡ଼ିତ ଅଛନ୍ତି ଏବଂ ଏହି ସଂଖ୍ୟା ୧୯୯୦ ପରଠାରୁ ଚାରିଗୁଣରୁ ଅଧିକ ବୃଦ୍ଧି…

ଲିଭ -ଇନ୍‌ରେ ଥିବା ମୁସଲିମ୍‌ ମହିଳା ଲୋଡ଼ିଲେ ସୁରକ୍ଷା, କୋର୍ଟ କହିଲେ- ଏହା ବ୍ୟଭିଚାର

ନୂଆଦିଲ୍ଲୀ : ବିବାହିତା ହେବା ସତ୍ତ୍ୱେ ହିନ୍ଦୁ ପୁରୁଷଙ୍କ ସହ ଲିଭ -ଇନ୍‌ରେ ରହିଥିବା ମୁସଲିମ ମହିଳାଜଣକ କୋର୍ଟଙ୍କ ନିକଟରେ ସୁରକ୍ଷା ଲୋଡ଼ିଛନ୍ତି। ତେବେ ଏହାକୁ ନେଇ ମହିଳାଜଣଙ୍କୁ କୋର୍ଟ କଡ଼ା ଜବାବ ଦେବା ସହ ଏହା ବ୍ୟଭିଚାର ସହ ସମାନ…

ରାମେଶ୍ୱରମ କାଫେରେ ବିସ୍ଫୋରଣ ଘଟଣା: ରାବା ଇଡଲି ଖାଇବାକୁ ଆସି ବୋମା ରଖିଦେଇ ଗଲେ ଯୁବକ

ବେଙ୍ଗାଲୁରୁ: ଶୁକ୍ରବାର ଦିନ ବେଙ୍ଗାଲୁରୁର ରାମେଶ୍ୱରମ କାଫେରେ ବିସ୍ଫୋରଣ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହି ବିସ୍ଫୋରଣରେ ୧୦ଜଣ ଆହତ ହୋଇଥିବା ଖବର ମିଳିଛି। ପ୍ରଥମେ ସିଲିଣ୍ଡର ଫାଟି ବିସ୍ଫୋରଣ ହୋଇଥିବା କଥା କୁହାଯାଉଥିବା ବେଳେ ପରେ କେହି ଜଣେ…

ଦକ୍ଷିଣ ଆଫ୍ରିକାରୁ ଧରାପଡିଲା NIAର ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ

ନୂଆଦିଲ୍ଲୀ : ଧରା ପଡିଲା ଏନ୍‌ଆଇଏର ମୋଷ୍ଟ ଓ୍ୱାଣ୍ଟେଡ୍‌ ଅପରାଧୀ ମହମ୍ମଦ ଗେସ୍‌ ନିୟାଜି। ତାକୁ ଆଜି ଦକ୍ଷିଣ ଆଫ୍ରିକାରୁ ଗିରଫ କରାଯାଇଛି। ଏନ୍‌ଆଇଏ ମହମ୍ମଦ ଗେସ୍‌ଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା। ଉଗ୍ରବାଦୀ ଇସଲାମ…

ଗୁଗୁଲ ପ୍ଲେ ଷ୍ଟୋରରୁ ଭାରତୀୟ ଆପ୍ ହଟାଯିବାକୁ ନେଇ କଠୋର ହେଲେ ଭାରତ ସରକାର

ନୂଆଦିଲ୍ଲୀ: ଅନେକ ଭାରତୀୟ ଆପ୍ ବିରୋଧରେ ଗୁଗୁଲ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। କମ୍ପାନୀ ଗୁଗୁଲ ପ୍ଲେ ଷ୍ଟୋରରୁ ପ୍ରାୟ ୧୦ଟି ଆପକୁ ହଟାଇ ଦେଇଛି । ବିଲ୍ ପେମେଣ୍ଟ ବିବାଦକୁ ନେଇ ଗୁଗୁଲ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗୁଗୁଲ୍ ଅନୁଯାୟୀ,…

ମୋଦି କହିଲେ, TMC ଅର୍ଥ ‘ତୁ, ମେ ଓ କରପ୍‌ସନ୍‌’

କୋଲକାତା : ବର୍ତ୍ତମାନ ରାଜନୀତିର କେନ୍ଦ୍ର ବିନ୍ଦୁ ପାଲଟିଛି ପଶ୍ଚିମବଙ୍ଗ। ଏଠାକାର ସନ୍ଦେଶଖାଲିକୁ ନେଇ ରାଜନୀତି ଜୋର ଧରିଛି। ଏହାରି ଭିତରେ ଲୋକସଭା ନିର୍ବାଚନ ପୂର୍ବରୁ ମମତାଙ୍କ ଗଡରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାକାର କୃଷ୍ଣ ନଗରରେ ଏକ…

ଆରଜେଡି ସହ ସୋନିଆଙ୍କୁ ଟାର୍ଗେଟ କଲେ ମୋଦୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଦୁଇ ଦିନିଆ ଯାତ୍ରା ଶେଷ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ଓଉରଙ୍ଗାବାଦରେ ପହଞ୍ଚିଥିଲେ । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରି ବିରୋଧୀ ଦଳମାନଙ୍କ ଉପରେ କଡା ଟାର୍ଗେଟ କରିଥିଲେ | ସେ…

ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା

ନୂଆଦିଲ୍ଲୀ:ରାଜନୀତିରୁ ସନ୍ନ୍ୟାସ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡଖଣ୍ଡର ହଜାରିବାଗରୁ ବିଜେପି ସାଂସଦ ଥିବା ଜୟନ୍ତ ସିହ୍ନା ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ…

ଆସିଲା ବିଜେପିର ପ୍ରଥମ ଦଫା ପ୍ରାର୍ଥୀ ତାଲିକା, ବାରାଣାସୀରୁ ଲଢିବେ ମୋଦୀ, ମୋଟ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା

ନୂଆଦିଲ୍ଲୀ: ବିଜେପି ପକ୍ଷରୁ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ପ୍ରଥମ ତାଲିକାଲେ ମୋଟ ୧୯୫ ପ୍ରାର୍ଥୀଙ୍କ ତାଲିକା ରହିଛି । ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ମହାସଚିବ…