ରାହୁଲଙ୍କୁ ଟାର୍ଗେଟ କଲେ ଅଖିଳେଶ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ମତଭେଦ ବୃଦ୍ଧି ପାଇବାରେ ଲାଗିଛି। ନୀତୀଶ କୁମାର ଅଲଗା ହୋଇଯାଇଥିବାବେଳେ ମମତା ବାନାର୍ଜୀ ମଧ୍ୟ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହଯୋଗୀମାନେ ଭାରତ…
