2024

ଦୁଇଗୁଣ ବଢ଼ିଲା ଚିଲିକା ବୋଟ୍ ଭଡ଼ା: ଘରୋଇ ୧୦୦, ଓଟିଡିସିର ୨୦୦

ବାଲୁଗାଁ: ଚିଲିକାରେ ବଢ଼ିଲା ବୋଟ୍ ଭଡ଼ା। ଦୁଇ ମାସ ତଳେ ପର୍ଯ୍ୟଟକମାନେ ଯେଉଁଠି ୧୦୬ଟଙ୍କାର ଟିକେଟ୍‌ କାଟି ମା’ କାଳୀଜାଇଙ୍କ ଦର୍ଶନ କରିବାର ସୁଯୋଗ ପାଉଥିଲେ, ଆଜି ତାକୁ ଦ୍ବିଗୁଣିତ କରାଯାଇଛି। ପ୍ରାଇଭେଟ୍ ବୋଟ୍‌ ଚାଳକ ସଂଘ ନିଜର ବୋଟ୍ ଭଡ଼ା…

ମାନବିକତା ଦେଖାଇଲେ ବସ୍‌ କର୍ମଚାରୀ: ହୃଦ୍‌ଘାତ ପରେ ରୋଗୀଙ୍କୁ ଡାକ୍ତରଖାନା ଆଣି ବଞ୍ଚାଇଦେଲେ

ଅନୁଗୁଳ: ହୃଦ୍‌ଘାତରେ ପୀଡ଼ିତ ଜଣେ ଯାତ୍ରୀଙ୍କୁ ଏକ ବସ୍‌ର ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ ଡାକ୍ତରଖାନାରେ ପହଞ୍ଚାଇ ତାଙ୍କୁ ନୂଆ ଜୀବନ ଦେଇଛନ୍ତି। ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ରାସୋଳରୁ ଲକ୍ଷ୍ମୀଶ୍ରୀ ନାମକ ଏକ ବସ୍‌ ବଅଁରପାଳ ଦେଇ ଅନୁଗୁଳ ବସଷ୍ଟାଣ୍ଡକୁ ଆସୁଥିଲା।…

ନୂଆ ଅଞ୍ଚଳରେ ବାଘ ଚିହ୍ନଟ: ରିପୋର୍ଟ ଆସୁନି, ଉତ୍କଣ୍ଠା ବଢ଼ାଉଛି ଶିମିଳିପାଳ

ଭୁବନେଶ୍ବର: ଓଡ଼ିଶାରେ କେତେ ମହାବଳ ଅଛନ୍ତି? କେନ୍ଦ୍ର ସରକାରଙ୍କ ଗଣନାରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସତ୍ୟ କି? ନା‌ ଅଧିକ ସଂଖ୍ୟକ ମହାବଳ ଓଡ଼ିଶା ଜଙ୍ଗଲରେ ରହିଛନ୍ତି? ଏଭଳି ଦ୍ବନ୍ଦ୍ବ ଉପରୁ ପରଦା ହଟାଇବାକୁ ରାଜ୍ୟ ସରକାର ନିଜସ୍ବ…

ମାଲକାନଗିରିର କନିଷ୍ଠ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର: ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ସେ ନିଜ ଆୟର ୨୩୬ ପ୍ରତିଶତ ସଂପତ୍ତି ଠୁଳ କରିଥିବା ଜଣାଯାଇଛି। ମାଲକାନଗିରିର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ…

ରାୟଗଡ଼ାରେ ପୋଷ୍ୟ ସନ୍ତାନ ଗ୍ରହଣ କଲେ ବଙ୍ଗୀୟ ଦମ୍ପତି

ରାୟଗଡ଼ା: ରାୟଗଡ଼ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆଜି ଏକ କନ୍ୟା ସନ୍ତାନକୁ ବଙ୍ଗୀୟ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ୨୦୧୭ ମସିହାରେ କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ଅନୁସନ୍ଧାନ ପ୍ରାଧିକରଣ (କାରା) କର୍ତ୍ତୃପକ୍ଷଙ୍କ ନିକଟରେ…

ବଡ଼ଦାଣ୍ଡରେ ହଜିଗଲେ ବାଲେଶ୍ୱର ଜିଲ୍ଲାର ଦେବକୀ ଜେନା

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲାଇବାକୁ ନେଇଥିଲା ଜିଲ୍ଲା ପ୍ରଶାସନ। ହେଲେ ବଡ଼ଦାଣ୍ଡରେ ହଜିଗଲେ ବାଲେଶ୍ୱର ଜିଲ୍ଲାର ଦେବକୀ ଜେନା। ଇତି ମଧ୍ୟରେ ୫ ଦିନ ବିତିଲାଣି। ହେଲେ ଦେବକୀଙ୍କ ପତ୍ତା ମିଳୁନି। ସେପଟେ ଜିଲ୍ଲା ପ୍ରଶାସନ ଏନେଇ ମୁହଁ…

ଆରଏମସି ମାର୍କେଟ କମ୍ପଲେକ୍ସ ନିକଟସ୍ଥ ଵଣରୁ ନରକଙ୍କାଳ ଉଦ୍ଧାର

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ଆରଏମସି ମାର୍କେଟ କମ୍ପଲେକ୍ସ ନିକଟସ୍ଥ ଵଣରୁ ନରକଙ୍କାଳ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲିଆ…

ଭୁବନେଶ୍ୱରରୁ ନିଖୋଜ ଦୁଇ ଛାତ୍ରୀ ପୁରୀରୁ ଉଦ୍ଧାର

ଭୁବନେଶ୍ବର :ଗତକାଲି ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିବା ଦୁଇ ସ୍କୁଲ ଛାତ୍ରୀଙ୍କୁ ଆଜି ପୁରୀରୁ ଉଦ୍ଧାର କରାଯାଇଛି। ଦୁଇ ଛାତ୍ରୀଙ୍କୁ ପୁରୀରୁ ଉଦ୍ଧାର କରାଯାଇଥିବା ନେଇ ଭରତପୁର ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ନିଖୋଜ ଦୁଇ ଛାତ୍ରୀ ନାବାଳିକା। ଗତକାଲି ଭୁବନେଶ୍ୱର…

୪ କୋଟି ଟଙ୍କା ଠକେଇ ଅଭିଯୋଗରେ ବିଲ୍‌ଡର ଗିରଫ

ଭୁବନେଶ୍ବର : ୪ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ ଜଣେ ବିଲ୍‌ଡରଙ୍କୁ ଗିରଫ କରିଛି। ତାଙ୍କ ନାଁ ଦୀପକ କୁମାର ଛୋଟରାୟ। ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗରେ। ଅନୀଲ କୁମାର ପଣ୍ଡା ଓ ଅନ୍ୟ ୩୪ ଜଣ ବ୍ୟକ୍ତିଙ୍କ…

ବଦଳିଲା ୩୦ ବର୍ଷର ନିୟମ; ରାତି ଅଧରେ ଜ୍ଞାନବ୍ୟାପୀ ମସଜିଦ ବେସ୍‌ମେଣ୍ଟରେ ହେଲା ପୂଜାର୍ଚ୍ଚନା

ନୂଆଦିଲ୍ଲୀ :ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଜ୍ଞାନବ୍ୟାପି ମସଜିଦର ବେସ୍‌ମେଣ୍ଟରେ ଘଟିଲା ଐତିହାସିକ ଘଟଣା। ରାତି ଅଧରେ ହେଲା ପୂଜା ପାଠ, କରାଗଲା ଆଳତି। ଗତ ୩୦ ବର୍ଷ ହେଲା ଏଠାରେ ପୂଜାର୍ଚ୍ଚନା ଉପରେ ରୋକ ଲଗା ଯାଇଥିବା ବେଳେ…