ଫୋକସରେ ଲାକ୍ଷାଦ୍ୱୀପ; ୪୦ ହଜାର ସାଧାରଣ ବଗିରେ ମିଳିବ ବନ୍ଦେ ଭାରତ ସୁବିଧା
ନୂଆଦିଲ୍ଲୀ : ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ ଉପସ୍ଥାପନ। ପର୍ଯ୍ୟଟନ କ୍ଷେତ୍ର, ବିମାନ ବନ୍ଦର ଏବଂ ରେଳ ଷ୍ଟେସନ ଉପରେ ଫୋକସ୍ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଭାରତର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷଣୀୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।…
