2024

ରାଜ୍ୟପାଳଙ୍କୁ ଭେଟିଲେ ଚମ୍ପାଇ ସୋରେନ, କିନ୍ତୁ ଶପଥ ଉତ୍ସବ ପାଇଁ ଏଯାଏ ମିଳିନି ସମୟ

ରାଞ୍ଚି : ଝାରଖଣ୍ଡରେ ସୃଷ୍ଟି ହୋଇଥିବା ରାଜନୀତିକ ସଙ୍କଟରେ ନୂଆ ଟ୍ୱିଷ୍ଟ ଆସିଛି। ସରକାର ଗଠନ ପାଇଁ ଜେଏମଏମର ବରିଷ୍ଠ ନେତା ଚମ୍ପାଇ କାଲି ଠାରୁ ଦାବି କରି ଆସୁଥିଲେ ହେଁ ତାଙ୍କୁ ଏଯାଏ ଏଥିପାଇଁ ସମୟ ମିଳିନି। ଝାରଖଣ୍ଡର ମୁଖ୍ୟମନ୍ତ୍ରୀ…

ଅବସର ପୂର୍ବରୁ ବାରାଣସୀ ବିଚାରପତିଙ୍କ ଶେଷ ରାୟ ଥିଲା ଜ୍ଞାନବାପିରେ ପୂଜାର୍ଚ୍ଚନା ପାଇଁ ଅନୁମତି ଦେବା

ବାରାଣସୀ: ବାରାଣସୀର ଜ୍ଞାନବାପି ମସଜିଦରେ ହିନ୍ଦୁ ପକ୍ଷଙ୍କୁ ପୂଜାପାଠ ପାଇଁ ଅନୁମତି ଦେବା ବିଚାରପତିଙ୍କ କ୍ୟାରିୟରର ଅନ୍ତିମ ରାୟ ଥିଲା। ଅବସର ପୂର୍ବରୁ ବାରାଣସୀ ଜିଲ୍ଲା ଓ ସେସନ ଜଜ୍‌ ଡକ୍ଟର ଅଜୟ କ୍ରିଷ୍ଣା ବିଶ୍ୱେଶାଙ୍କ ପାଇଁ ଗତକାଲି ଥିଲା ଶେଷ…

ମନରେଗା ପାଇଁ ୮୬ ହଜାର କୋଟି, ଆୟୁଷ୍ମାନ ଭାରତକୁ ୭୫୦୦ କୋଟି

ନୂଆଦିଲ୍ଲୀ:କାମଚଳା ବଜେଟରେ କିଛି ନିର୍ଦ୍ଦିଷ୍ଟ ସରକାରୀ ଯୋଜନା ପାଇଁ ବ୍ୟୟବରାଦ କରାଯାଇଛି। ମନରେଗା ଓ ଆୟୁଷ୍ମାନ ଭାରତ ଭଳି ଯୋଜନାର ବଜେଟକୁ ଏଥର ବୃଦ୍ଧି କରାଯାଇଛି। ୨୦୨୪-୨୫ ଆର୍ଥିକ ବର୍ଷରେ ମନରେଗା ପାଇଁ ୮୬ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।…

ଦେଶର ବିକାଶକୁ ଗତି ମିଳିବ: ବଜେଟ୍ ଉପରେ ମୋଦୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଏହି ବଜେଟ୍ ଦେଶର ବିକାଶକୁ ତ୍ୱରାନ୍ୱିତ କରିବ। ଯୁବ, କୃଷକ, କ୍ଷୁଦ୍ର ଉଦ୍ୟୋଗପତି ଓ ମହିଳାଙ୍କ ପାଇଁ ଏହି…

କାମଚଳା ବଜେଟ ଉପସ୍ଥାପିତ : ମୋଟ ୪୭.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ୨୦୨୪-୨୫ ବର୍ଷ ଲାଗି କାମଚଳା ବଜେଟ୍ ଉପସ୍ଥାପିତ କରିଛନ୍ତି | ବଜେଟରେ ଟିକସ ସ୍ଲାବ ହ୍ରାସ ହୋଇ ନଥିବା ବେଳେ ଭିତ୍ତିଭୂମିକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ସେହିପରି ୨୦୪୭ ସୁଦ୍ଧା ଭାରିତକୁ ବିକଶିତ ରାଷ୍ଟ୍ରରେ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ

ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ବରିଷ୍ଠ ନେତା ତଥା ଦଳର ପ୍ରତିଷ୍ଠାତା ଶିବୁ ସୋରେନଙ୍କ ଅତ୍ୟନ୍ତ ଖାସ ଚମ୍ପାଇ ସୋରେନ ହେବେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ମାରଥାନ ଜେରା କରିବା ସହ ତାଙ୍କୁ ଗିରଫ ମଧ୍ୟ କରିବାର…

ପେଟିଏମ ପେମେଣ୍ଟସ୍‌ ବ୍ୟାଙ୍କ ଜମା ଗ୍ରହଣ କରିପାରିବ ନାହିଁ: ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ ଲିମିଟେଡ୍‌ ଉପରେ ପ୍ରତିବନ୍ଧକ ଲଗାଇଛି। ଆସନ୍ତା ୨୯ ଫେବ୍ରୁଆରି ୨୦୨୪ ପରେ ପେଟିଏମ୍‌ ପେମେଣ୍ଟ୍‌ସ ବ୍ୟାଙ୍କ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍‌ ଉପକରଣ, ୱାଲେଟ୍‌ ଏବଂ ଫାସ୍‌ଟ୍ୟାଗ୍‌ରେ ଜମା…

ଫେବ୍ରୁଆରୀ ୩ରୁ ଏକାମ୍ର ଉତ୍ସବ

ଭୁବନେଶ୍ୱର: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଫେବୃଆରୀ ୩ରୁ ଫେବ୍ରୁଆରୀ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ। ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ…

ଇଡି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ନୂଆଦିଲ୍ଲୀ : ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇଡିଙ୍କ ବିରୋଧରେ ଆଣିଲେ ଅଭିଯୋଗ । ଅନୁସୂଚିତ ଜାତି ଓ ଜନଜାତି ଅତ୍ୟାଚାର ନିବାରଣ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ଇଡି ଅଧିକାରୀମାନେ ନିର୍ଯାତନା ଦେଉଛନ୍ତି।…

୧୬ଟି ବିଭାଗରେ ୭୫୧୯ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଶିକ୍ଷାର ଉତ୍ସବ। ଶିକ୍ଷାକୁ ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବା ପାଇଁ, ଶିକ୍ଷା ବ୍ୟବସ୍ଥାରେ ନୂଆ ବିପ୍ଳବ ଆଣିବା ପାଇଁ ୫ଟି ଉପକ୍ରମରେ ଆରମ୍ଭ ହୋଇଛି ଅଭିନବ ପ୍ରୟାସ। ଜିଲ୍ଲା, ବ୍ଲକ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ,…