2024

ଇମ୍ରାନ ଖାନଙ୍କୁ ପୁଣି ଏକ ଝଟ୍‌କା, ପତ୍ନୀ ବୁଶରା ବିବିଙ୍କ ସହିତ ୧୪ ବର୍ଷର ଜେଲ୍‌ ଦଣ୍ଡାଦେଶ

ପାକିସ୍ତାନରେ ଫେବୃୟାରୀ ୮ରେ ହେବ ନିର୍ବାଚନ । ଏହି ନିର୍ବାଚନର କିଛି ଦିନ ପୂର୍ବରୁ ଇମ୍ରାନ ଖାନଙ୍କୁ ପୁଣିଥରେ ଦଣ୍ଡିତ କରାଯାଇଛି । ସାଇଫର୍‌ (Cipher) ମାମଲାରେ ୧୦ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଯିବା ପରେ ଏବେ ପୁଣି ୧୪ ବର୍ଷ…

ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା ଭୁଜାଲି

ଭୁବନେଶ୍ୱର : ରାଜଧାନୀ ରାଜରାସ୍ତାରେ ବୁଲିଲା ଖଣ୍ଡା, ଭୁଜାଲି । ରାସ୍ତାରେ ଯାଉଥିବା ଲୋକେ ଯିଏ ଯୁଆଡେ ଯାଉଥିଲେ କିଛି ସମୟ ପାଇଁ ଅଟକିଗଲେ। ହଠାତ୍‌ ବୁଝି ପାରରୁନଥିଲେ କଣ ଏସବୁ ହେଉଛି । କାହିଁକିନା କିଛି ସମୟ ରାଜ ରାସ୍ତା…

ବିରୋଧୀ ସାଂସଦଙ୍କୁ ମୋଦିଙ୍କ କଡା ସମାଲୋଚନା

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାର୍ଲାମେଣ୍ଟ ଭବନରେ…

ଘର ଆଗରେ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ଗାଡି ଜାଳିଦେଲେ ଦୁର୍ବୃତ୍ତ । ଖଣ୍ଡଗିରି ଥାନା ଡୁମଡୁମା ଫେଜ୍ ୨ରେ ଏକ ଘର ଆଗରେ ଥିବା ଗାଡିକୁ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଜାଳି ଦେଇଛନ୍ତି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ଗାଡି ମାଲିକ…

ଘନ କୁହୁଡି ବଳୟରେ ଦିଲ୍ଲୀ, ବିମାନ ଓ ରେଳ ଚଳାଚଳ ପ୍ରଭାବିତ ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଘନ କୁହୁଡି ବଳୟ ଭିତରେ ରାଜଧାନୀ ଦିଲ୍ଲୀ । ପ୍ରବଳ ଶୀତରେ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଘନ କୁହୁଡି କାରଣରୁ ଦୃଶ୍ୟମାନତା ହ୍ରାସ ପାଇଛି । ଶୂନ୍ୟ ଦୃଶ୍ୟମାନତା ହେତୁ ରେଳ ଏବଂ ବିମାନ ଚଳାଚଳ ବାଧାପ୍ରାପ୍ତ…

ଦୁଇ କବାଡିଆଙ୍କୁ ଚାପି ଦେଲା ଟ୍ରକ୍‌: ଜଣେ ମୃତ, ଜଣେ ଗୁରୁତର

ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଡିହଗାଁ ଛକ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି । ଏକ ମଦ ବୋଝେଇ ଟ୍ରକ ୨ ଜଣ କବାଡିଆଙ୍କୁ ଧକ୍କା ଦେଇଥିଲା । ଫଳରେ ଜଣେ କବାଡିଆଙ୍କ ଘଟଣା ସ୍ଥଳରେ ମୃତ୍ୟୁ…

ଡାକ୍ତରଙ୍କ ପାଇଁ ଲାଗୁ ହେଲା କଡ଼ା ନିୟମ, ୨ ବର୍ଷ ବଣ୍ଡ ଅବଧି ପୁରଣ ନକଲେ ଡବଲ ଜରିମାନା

ଡ଼ାକ୍ତରଙ୍କ ପାଇଁ ଆସିଲା ନୂଆ ନିର୍ଦ୍ଦେଶନାମା । ଏଣିକି ସରକାରୀ ମେଡିକାଲରେ ପଢ଼ୁଥିବା ଡାକ୍ତରୀ ଛାତ୍ର ଅତି କମରେ ୨ ବର୍ଷ କାମ କରିବାକୁ ପଡିବ । ନହେଲେ ଗଣିବେ ଡବଲ ଫାଇନ । ଏମିତି ନିୟମ ଆଣିଛନ୍ତି ରାଜ୍ୟ ସରକାର…

ମିନାକ୍ଷୀ ବାହିନୀପତି ହେଲେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ

ଭୁବନେଶ୍ଵର: ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ଘର ସଜାଡ଼ିବାରେ ଲାଗି ପଡିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ଓଡ଼ିଶା କଂଗ୍ରେସ ସେତିକି ଚଳଚଞ୍ଚଳ ହୋଇ ଉଠୁଛି। ଗତକାଲି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଓଡ଼ିଶା ଗସ୍ତ ପରେ ଆଜି କଂଗ୍ରେସ ସାଂଗଠନିକ…

ବିନା ଅନୁମତିରେ ଦିଲ୍ଲୀ-ବାକୁ ବିମାନ ଉଡ଼ାଣ ଭରିବାରୁ ଇଣ୍ଡିଗୋର ପାଇଲଟ ନିଲମ୍ବିତ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆଜରବାଇଜାନର ରାଜଧାନୀ ବାକୁ ଯାଉଥିବା ଇଣ୍ଡିଗୋ ବିମାନର ପାଇଲଟମାନଙ୍କୁ ବିମାନ ଉଡ଼ାଣରୁ ହଟାଇ ଦିଆଯାଇଛି ଏବଂ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଆବଶ୍ୟକ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ଅନୁମତି ବିନା ଉଡ଼ାଣ ଭରିଛି କି ନାହିଁ…

ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଦର୍ଶକଙ୍କ ମନମୋହିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼, ମିଳିଲା ପ୍ରଥମ ପୁରସ୍କାର

ଭୁ‌ବନେଶ୍ବର: ନୂଆଦିଲ୍ଲୀସ୍ଥିତ କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ…