2024

୪୦ ଘଣ୍ଟା ପରେ ପ୍ରକଟ ହେଲେ ସୋରେନ୍‌

ଦିଲ୍ଲୀରୁ ଗାଏବ ହୋଇଥିବା ଝଡଖଣ୍ଡ ମୁଖ୍ୟମନ୍ତ୍ରୀ ଶେଷରେ ରାଞ୍ଚିରେ ପ୍ରକଟ ହୋଇଛନ୍ତି। ଇଡି ସହ ଦୀର୍ଘ ୪୦ ଘଣ୍ଟାର ଲୁଚକାଳି ଖେଳ ପରେ ଦେଖା ଦେଇଛନ୍ତି ହେମନ୍ତ ସୋରେନ୍‌। ରବିବାର ଠାରୁ ଗାଏବ ଥିବା ସୋରେନ୍‌ ଆଜି ଆସି ରାଞ୍ଚିରେ ପହଞ୍ଚିଛନ୍ତି।…

ଗଞ୍ଜାମ ସୁନାପୁର ବେଳାଭୂମିକୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ମାନ୍ୟତା

ବ୍ରହ୍ମପୁର: ପ୍ରଥମେ ପୁରୀ ଆଉ ଏବେ ଗଞ୍ଜାମ ଜିଲ୍ଲାର ସୁନାପୁର ବିଚ୍ କୁ ମିଳିଲା ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ୍ ବିଚ୍ ର ମାନ୍ୟତା । ଏହି ଖବର ଆସିବା ପରେ ‘ଏକ୍ସ’ ରେ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ…

ପିସିସି ଅଫିସରେ ପିଟାପିଟି ହେଲେ ନେତା, ବର୍ଷିଲା ଲାତ-ଗୋଇଠା

ଥମୁନି କଂଗ୍ରେସର ଅନ୍ତଃକନ୍ଦଳ। ଏବେ ଦାଣ୍ଡରେ ପଡି ହାଟରେ ବିକ୍ରି ହେଲାଣି କଂଗ୍ରେସର ଭିତିରିଆ ଲଢ଼େଇ। ସର୍ବ ସମ୍ମୁଖରେ ପିଟାପିଟି ହେଉଛନ୍ତି ନେତା। କେବଳ ସେତିକି ନୁହେଁ ପିସିସି ଅଫିସରେ ଚୌକି ମଧ୍ୟ ଫିଙ୍ଗାଫିଙ୍ଗି ହୋଇଛନ୍ତି। ପରସ୍ପରକୁ ଅସଭ୍ୟା ଭାଷାରେ ଗାଳିଗୁଲଜ…

ମଝି ରାସ୍ତାରେ ବସ୍ ଭିତରେ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ୍

ନୀଳଗିରି : ନିଜ କର୍ମ କରୁଥିବାବେଳେ ବସ୍ ଭିତରେ ହିଁ ଡ୍ରାଇଭରଙ୍କୁ ହେଲା ହାର୍ଟଆଟାକ୍ । ଆଉ ରାସ୍ତା ମଝିରେ ଚାଲିଗଲା ଟୁରିଷ୍ଟ ବସ୍ ଡ୍ରାଇଭରଙ୍କ ଜୀବନ । ହଁ ଆଜ୍ଞା ନୀଳଗିରି ପଞ୍ଚଲିଙ୍ଗେଶ୍ୱରକୁ କୋଲକତାରୁ ବୁଲିବାକୁ ଆସୁଥୁବା ଏକ ଟୁରିଷ୍ଟ…

ଚଣ୍ଡିଗଡ଼ ମେୟର ନିର୍ବାଚନ ଜିତିଲା ବିଜେପି; ହାଇକୋର୍ଟ ଯିବ କହିଲା ଆପ୍

ଚଣ୍ଡିଗଡ଼ ମେୟର ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ଝଟକା। ବିଜେପିର ମନୋଜ କୁମାର ସୋନକର ଜିତିଲେ ମେୟେର ଆସନ। ପ୍ରଥମ କରି ଇଣ୍ଡିଆ ମେଣ୍ଟ ଦଳ ବିଜେପି ବିରୁଦ୍ଧରେ ଏକାଠି ନିର୍ବାଚନ ଲଢୁଥିବା ବେଳେ ଏହାକୁ ଝଟକା ଲାଗିଛି। ଏଠାରେ ଆପ୍ ଏବଂ…

ବରମୁଣ୍ଡା ବସ୍‌ ଟର୍ମିନାଲରେ ପହଞ୍ଚି ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ

ଭୁବନେଶ୍ଵର: ନୂଆ ରୁପ ପାଇବାକୁ ଯାଉଛି ଅନ୍ତଃରାଜ୍ୟ ବରମୁଣ୍ଡା ବସ୍ ଟର୍ମିନାଲ । ୧୫.୫ ଏକର ଜମିରେ ଏହାର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ବସଷ୍ଟାଣ୍ଡରେ ଯାତ୍ରୀଙ୍କୁ ସମସ୍ତ ସୁବିଧା ଉପଲବ୍ଧ ହେବ । ଏଠାରେ ଯାତ୍ରୀଙ୍କୁ ଏୟାରପୋର୍ଟ ଭଳି ଅନୁଭବ…

ବିଜେପି ନେତାଙ୍କୁ ହତ୍ୟା ମାମଲା, ୧୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ବିଜେପି ନେତାଙ୍କୁ ହତ୍ୟା ମାମଲାରେ ୧୫ ଜଣଙ୍କୁ ମିଳିଲା ମୃତ୍ୟୁ ଦଣ୍ଡାଦେଶ। ସମସ୍ତ ଅପରାଧୀଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ। ନିକଟରେ କେରଳର ଏକ ଜିଲ୍ଲା କୋର୍ଟ ୨୦୨୧ ମସିହାରେ ବିଜେପି ନେତାଙ୍କୁ ହତ୍ୟା ମାମଲାରେ SDPI ସହ ଜଡିତ…

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗରେ ଡାକ୍ତରଙ୍କୁ ମାଡ଼

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାରେ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଡାକ୍ତରକୁ ଆକ୍ରମଣ କରିଛନ୍ତି ମୃତ ରୋଗୀଙ୍କ ସମ୍ପର୍କୀୟ । ଡ୍ୟୁଟିରେ ଥିବା ଡାକ୍ତର୍ ଆର.ଏନ.ଏସ ଦଳ ପତିଙ୍କୁ ଆକ୍ରମଣ। ବିଳମ୍ବରେ ଆସିବା ସହିତ ମଦ୍ୟପାନ କରିଥିବା…

ଜାହାଜରୁ ଅପହୃତ ୧୯ ପାକିସ୍ତାନ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ପାକିସ୍ତାନ ନାବିକଙ୍କୁ ସାହାଯ୍ୟର ହାତ ବଢାଇଲା ଭାରତୀୟ ନୌସେନା। ସୋମାଲିଆ ଉପକୂଳରୁ ଅପହୃତ ପାକିସ୍ତାନର ୧୯ ଜଣ ନାବିକଙ୍କ ସୁରକ୍ଷିତ ଉଦ୍ଧାର କରିଛି। ଭାରତୀୟ ଯୁଦ୍ଧ ଜାହାଜ INS ସୁମିତ୍ରା ଏହି ସାହସିକତା ଦେଖାଇଛି। ୩୬ ଘଣ୍ଟା ମଧ୍ୟରେ ଭାରତୀୟ ଯୁଦ୍ଧ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ସ୍ଥିତ ଭଡ଼ା ଘର ଓ ସରକାରୀ କାର୍ଯ୍ୟାଳୟ ସହ ଭୁବନେଶ୍ବର ଓ ବାଲେଶ୍ବର ବାସ ଭବନ ସହ…