କ୍ରିକେଟ୍ ବ୍ୟାଟ୍ରେ ପିଟିପିଟି ଯୁବକଙ୍କୁ ହତ୍ୟା; ଅନ୍ୟ ଜଣେ ଆହତ, ଅଭିଯୁକ୍ତ ଫେରାର
ସୋନପୁର: କ୍ରିକେଟ୍ ବ୍ୟାଟ୍ରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅଧୀନ ମେଣ୍ଡା ଗାଁରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ହେଲେ ସନ୍ତୋଷ ହାତୀ। ଅନ୍ୟ ଜଣେ ଆହତ ଥିବା…
