ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ପରେ ପ୍ରଣବ ଦାସଙ୍କ ଜବାବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ ପରେ ଏହାର କାଉଣ୍ଟର ଜବାବ ରଖିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ ଲେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ବିଧାୟକ ଜବାବ ଦେଇଛନ୍ତି। ଧର୍ମେନ୍ଦ୍ରଙ୍କୁ ଭାଇ…

ପୁଣି ମାଞ୍ଜା ସୂତାରେ କଟିଲା ବେକ

କଟକ : ପୁଣି ମାଞ୍ଜା ସୂତାରେ କଟିଲା ବେକ । ଆଜି କଟକ ବାଲିକୁଦା ଅଞ୍ଚଳରେ ମାଞ୍ଜା ସୂତା ଲାଗି ଜଣେ ଆହତ ହୋଇଛନ୍ତି। ଭୁବନେଶ୍ଵରରୁ କଟକ ଫେରିଲା ବାଟରେ ବାଲିକୁଦାଠାରେ ପ୍ଲାଷ୍ଟିକ ସୂତା ବେକରେ ଲାଗିଯାଇଥିଲା। ଗତକାଲି ମଧ୍ୟ କଟକ ସଦର…

ଖଣି ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦୁଇ ଅଟକ

ଖୋର୍ଦ୍ଧା: ଜଣେ ଖଣି ଅଧିକାରୀ ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଅଟକ କରିଛି। ଏହି ଆକ୍ରମଣରେ ଆଉ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ଉଭୟଙ୍କୁ ପଚରାଉଚରା କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ମିଳିଥିବା…

କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ

ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଆଖିବୁଜିଲା ଆଉ ଏକ ଚିତା। ମଙ୍ଗଳବାର ଚିତା ସୌର୍ଯ୍ୟର ମୃତ୍ୟୁ ହୋଇଛି। ଏହି ଚିତାକୁ ଦକ୍ଷିଣ ଆଫ୍ରିକାର ନାମ୍ବିଆରୁ ଅଣାଯାଇଥିଲା। ଏହାକୁ ମିଶାଇ କୁନୋ ନ୍ୟାସନାଲ ପାର୍କରେ ବର୍ତ୍ତମାନ ସୁଦ୍ଧା ୧୦ଟି ଚିତାର ମୃତ୍ୟୁ ହୋଇସାରିଲାଣି।…

ପୁଅ-ଝିଅଙ୍କୁ ଧରି କୂଅକୁ ଡେଇଁଥିବା ମହିଳାଙ୍କୁ ୮ବର୍ଷ ଜେଲ୍

ବାଲିଗୁଡା: ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୨୧ ମସିହାରେ ରାଇକିଆ ଅଞ୍ଚଳରେ କୂଅକୁ ଠେଲି ନିଜେ କୁଅ କୁ ଡେଇଁବା ଘଟଣାରେ ମହିଳାଙ୍କୁ ୮ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି କନ୍ଧମାଳ ଜିଲ୍ଲାର ବାଲିଗୁଡା…

ଟେକ୍‌ ଅଫ୍‌ ବେଳେ ରନ୍‌ଓ୍ୱେରେ ଧକ୍କା ହେଲା ଦୁଇ ଯାତ୍ରୀବାହୀ ବିମାନ

ଟେକ୍‌ ଅଫ୍‌ ବେଳେ ରନ୍‌ଓ୍ୱେରେ ଧକ୍କା ହେଲା ଦୁଇ ଯାତ୍ରୀବାହୀ ବିମାନ। ଅଳ୍ପକେ ବର୍ତ୍ତିଲେ ୨୮୦ରୁ ଅଧିକ ଯାତ୍ରୀ। ଜାପାନ ବିମାନ ବନ୍ଦରରେ ଘଟିଛି ଏଭଳି କିଛି ଅଘଟଣ। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏଏଫ୍‌ପିର ସୂଚନା ମୁତାବକ, ମଙ୍ଗଳବାର…

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଯୋଗଦେଲେ ମନୋରମା ମହାନ୍ତି

ଭୁବନେଶ୍ୱର: ପାଣିପାଗ କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡ. ମନୋରମା ମହାନ୍ତି। ପୂର୍ବରୁ ଏହି ପଦରେ ଥିବା ଏଚ୍ ଆର୍ ବିଶ୍ବାସଙ୍କ ସ୍ଥାନରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡ. ମହାନ୍ତି ତାଙ୍କ…

ଆମେରିକା ରାଷ୍ଟ୍ରପତି ରେସ୍‌ରୁ ଓହରିଲେ ରାମସ୍ୱାମୀ

ଆମରିକାର ରାଷ୍ଟ୍ରପତି ଦୌଡୁରୁ ଓହରିଲେ ଭାରତୀୟ ବଂଶଦ୍ଭୋବ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ୱାମୀ। ଆମେରିକାରେ ହେବାକୁ ଥିବା ୨୦୨୪ ରାଷ୍ଟ୍ରପତି ନିର୍ବାଚନରୁ ସେ ହଟିଥିବା ନେଇ ଘୋଷଣା କରିଛନ୍ତି। ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ନିର୍ବାଚନରେ…

ପିଡିଏସ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପୋଷ୍ଟର ଲାଗିବା ବେଆଇନ, ଲୋକେ ହଟାଇଲେ ପୋଲିସ ଦେଉଛି ଧମକ

ଭୁବନେଶ୍ୱର: ପିଡିଏସ୍ କେନ୍ଦ୍ରରେ ପୋଷ୍ଟର ଲଗାଇବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି । ମୁଖପାତ୍ର ଅନୀଲ ବିଶ୍ୱାଳ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ କେନ୍ଦ୍ର ପକ୍ଷରୁ ଚାଉଳ ଯୋଗାଇ…

ଇସ୍ରାଏଲର ଗୁପ୍ତଚର ମୁଖ୍ୟାଳୟ ଉପରେ ଇରାନର ମିସାଇଲ ଆକ୍ରମଣ; ୪ ମୃତ

ପାଲେଷ୍ଟାଇନ ସହ ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପାଇଁ ଅଡୁଆ ବଢିଛି। ଗତକାଲି ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାକରେ ଥିବା ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦର ମୁଖ୍ୟାଳୟକୁ ଟାର୍ଗେଟ କରି ମିସାଇଲ୍ ଆଟାକ୍ କରିଛି ଇନାର। ଏଥିରେ…