ଅପହରଣ ଦୁଷ୍କର୍ମ ପରେ ବିବାହିତା ମହିଳାଙ୍କୁ ମହାରାଷ୍ଟ୍ରରେ ବିକ୍ରି ଅଭିଯୋଗ
ନବରଙ୍ଗପୁର : ପ୍ରଥମେ ବିବାହ ପ୍ରଲୋଭନ ପରେ ଅପହରଣ ଦୁଷ୍କର୍ମ ଶେଷରେ ବାହାର ରାଜ୍ୟକୁ ବିକ୍ରି ଉଦ୍ୟମ । ଏକଥା ଶୁଣି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଲଜ୍ଜାଜନକ ଘଟଣା ମଧ୍ୟ । ସବୁଠୁ ବଡ଼ କଥା ହେଉଛି ଏଭଳି ଘଟଣା…
ନବରଙ୍ଗପୁର : ପ୍ରଥମେ ବିବାହ ପ୍ରଲୋଭନ ପରେ ଅପହରଣ ଦୁଷ୍କର୍ମ ଶେଷରେ ବାହାର ରାଜ୍ୟକୁ ବିକ୍ରି ଉଦ୍ୟମ । ଏକଥା ଶୁଣି ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଲଜ୍ଜାଜନକ ଘଟଣା ମଧ୍ୟ । ସବୁଠୁ ବଡ଼ କଥା ହେଉଛି ଏଭଳି ଘଟଣା…
ସରିଛି ଉପ-ନିର୍ବାଚନ। ଫଳାଫଳ ମଧ୍ୟ ଶନିବାର ଘୋଷଣା ହୋଇସାରିଛି। ଉପ-ନିର୍ବାଚନରେ ବିଜେପି ୬ଟି ଆସନ ଜିତିଛି। ଏହା ବ୍ୟତୀତ ସମାଜବାଦୀ ପାର୍ଟି ଦୁଇଟି ଆସନରେ ଏବଂ ଗୋଟିଏ ଆସନରେ ଆରଏଲଡି ବିଜୟୀ ହୋଇଛନ୍ତି। ତେବେ ଏହି ଉପ-ନିର୍ବାଚନରେ ବିଏସ୍ପି ହାତକୁ କିଛି…
ମାନିଲା: ଫିଲିପାଇନ୍ସର ଉପରାଷ୍ଟ୍ରପତି ସାରା ଡୁଟେର୍ଟ ଶନିବାର କହିଛନ୍ତି ଯେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର, ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଛନ୍ତି। ଡୁଟେର୍ଟଙ୍କ ଅନୁଯାୟୀ, ସେ ହତ୍ୟାକାରୀଙ୍କୁ କହିଛନ୍ତି ଯେ ଯଦି ତାଙ୍କୁ (ଡୁଟେର୍ଟ) ହତ୍ୟା କରାଯାଏ, ସେ…
ଯାଜପୁର ଘଟଣାକୁ ନେଇ ତୀବ୍ର ହେଉଛି ବିଜେପି-ବିଜେଡି ରାଜନୀତି। ପୁଣି ମୁହାଁମୁହିଁ ଉଭୟ ଦଳ। ଯାଜପୁର ଟାଉନ ଉପକଣ୍ଠ ବୁଢାଘାଟ ପୋଲ ପାଖରେ ଧର୍ମଶାଳାର ବିଧାୟକଙ୍କୁ ଆକ୍ରମଣ ହେଲା। ସେଦିନ ବିଳମ୍ବିତ ରାତି ଯାଏଁ ଟାଉନ ଥାନା ଓ ସଦର ଥାନାରେ…
ଅନୁଗୁଳ: ଅନୁଗୁଳରେ ଅଭାବନୀୟ ଘଟଣା । ବୃଦ୍ଧା ମାଆକୁ ପିଟିପିଟି ହତ୍ୟା କଲା ନୃଶଂସ ପୁଅ । ଟାଉନ ଥାନା ସୁସୁଡ଼ା ଗାଁରେ ମଦ୍ୟପ ପୁଅର ଉନ୍ମତ୍ତକାଣ୍ଡ । ମାଆ ସହ ବଚସା ପରେ ଠେଙ୍ଗାରେ ପିଟିପିଟି ହତ୍ୟା କଲା ।…
ଇସ୍ରାଏଲ ଦୂତାବାସ ନିକଟରେ ଫୁଟିଲା ଗୁଳି। ଏଥିରେ ଜଣେ ବନ୍ଧୁକଧାରୀଙ୍କ ମୃତ୍ୟୁ ହୋଇତିବା ବେଳେ ୩ ପୁଲିସକର୍ମୀ ଆହତ ହୋଇଛନ୍ତି। ଜୋର୍ଡାନରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଏହି ଗୁଳିବିନିମୟ ହୋଇଛି। ସୂଚନା ମୁତାବକ, ଗୁଳି ଫୁଟିବା ଶବ୍ଦ ଶୁଣିବା ପରେ…
ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଅପରାହ୍ନ ୫ଟା ଠାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ…
ଆତଙ୍କୀ ହମ୍ଲା ପରେ ଅଶାନ୍ତ ହୋଇପଡିଛି ଭାରତର ପଡୋଶୀ ଦେଶ ପାକିସ୍ତାନ। ଏଠାରେ ଆରମ୍ଭ ହୋଇଛି ସାମ୍ପ୍ରଦାୟିକ ହିଂସା। ଗତ ୨୪ ଘଣ୍ଟା ମଧ୍ୟରେ ଏଥିରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୩୦ରୁ ଅଧିକ ଆହତ ହୋଇଛନ୍ତି। ପାକିସ୍ତାନର ଖାଇବର…
କଟକ : ଚାକିରି ଲୋଭରେ ଆସିଥିଲେ ନାବାଳିକା । କଟକରୁ ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ଫିଟୁଛି ଗୁମର । ସିଡବ୍ଲୁସି ନିକଟରେ ଚାଞ୍ଚଲ୍ୟକର ବୟାନ । ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ନାବାଳିକାକୁ କଟକ ଅଣାଯାଇଥିଲା । ପରେ…
କଟକ: ସରିଛି ଐତିହାସିକ କଟକ ବାଲିଯାତ୍ରା । ଶନିବାର ଏସିଆର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟ ମେଳା କଟକ ବାଲିଯାତ୍ରା ଶେଷ ହୋଇଥିବା ବେଳେ, ଶେଷ ଦିନରେ ଛାତି ପିଟାପିଟି ଭିଡ ଦେଖିବାକୁ ମିଳିଥିଲା । ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ…