2024

ଝାରଖଣ୍ଡରେ କାମ ଦେଲାନି ବିଜେପିର ‘ଅନୁପ୍ରବେଶ’ ନାରା, ବଡ଼ ବିଜୟ ଦିଗରେ ଇଣ୍ଡିଆ ମେଣ୍ଟ

ରାଞ୍ଚି : ମନିଲଣ୍ଡରିଂ ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଜେଏମଏକୁ ଶକ୍ତ ଝଟକା ଲାଗିଥିଲା। ଗିରଫ ଯୋଗୁ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା। ଲାଗୁଥିଲା ହେମନ୍ତ ସୋରେନଙ୍କ ରାଜନୀତିକ କ୍ୟାରିୟର ଦି ଏଣ୍ଡ…

ଉତ୍ତରପ୍ରଦେଶରେ ମୁସଲିମ ବହୁଳ କୁଣ୍ଡାର୍କି ଆସନ ଜିତିଲା ବିଜେପି

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବିଧାନସଭା ଉପ ନିର୍ବାଚନରେ କମାଲ କରିଛି ବିଜେପି। ୯ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୬ଟିରେ ବାଜିମାତ କରିଛି। ସେହିପରି ସହଯୋଗୀ ନିଶାଦ ପାର୍ଟି ମଧ୍ୟ ଗୋଟିଏ ଆସନରେ ଜିତିଛି। ସମାନବାଦୀ ପାର୍ଟି ୨ଟି…

ମହାରାଷ୍ଟ୍ରରେ ସରକାର ଗଢ଼ିବ ବିଜେପି ମେଣ୍ଟ

ମୁମ୍ବାଇ : ଏଥର ପୁଣି ମହାରାଷ୍ଟ୍ରରେ ମହାୟୁତି ସରକାର । ବଡ଼ ବିଜୟ ଅଭିମୁଖେ ବଢ଼ି ଚାଲିଛି ମହାୟୁତି । ଯଦିଓ ରିପୋର୍ଟ ଲେଖା ହେଲା ସୁଦ୍ଧା ସଂପୂର୍ଣ୍ଣ ଫଳାଫଳ ଆସିନାହିଁ ମାତ୍ର ଟ୍ରେଣ୍ଡ ଅନୁସାରେ ମହାବିକାଶ ଅଘାଡିକୁ ବହୁ ପଛରେ…

ଦିଲ୍ଲୀରେ ଓଡ଼ିଶା ପର୍ବ-୨୦୨୪ ଆରମ୍ଭ, ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଓଡ଼ିଶା ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ଶୁକ୍ରବାର ଠାରୁ ଦିଲ୍ଲୀରେ ଆରମ୍ଭ ହୋଇଛି ‘ଓଡ଼ିଶା ପର୍ବ ୨୦୨୪’ । ଜବାହରଲାଲ ନେହେରୁ ଷ୍ଟାଡିୟମର ଗେଟ୍‌ ନଂ ୧୪ରେ ତିନିଦିନ ଧରି ହେବାକୁ ଥିବା ଏହି…

ପୋଢୁଆଁ ହେବେ ବଡ଼ ଠାକୁର; ମାମୁ ଘରୁ ଗଲା ଭାର

ପୋଢୁଆଁ ହେବେ ବଡ଼ ଠାକୁର। ଏଥିପାଇଁ ମହାପ୍ରଭୁଙ୍କ ମାମୁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜିଉ ମନ୍ଦିରରୁ ପୁରୀ ଯାଇଛି ପୋଢୁଆଁ ଭାର। ମହାପ୍ରଭୁଙ୍କ ଖଣ୍ଡୁଆ ପାଟଠାରୁ ଆରମ୍ଭ କରି ପିଠା ପାଇଁ ବିରି, ନଡିଆ, ଗୁଡ, ଛେନା, କଦଳୀ, ସହିତ…

ଘନ କୁହୁଡି ନେଇ ୩ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଏବେ ଶୀତର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଚାରିଆଡେ ସକାଳ ସମୟରେ ଘନ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ହେଲେ…

ସୁକମାରେ ୧୦ ନକ୍ସଲଙ୍କୁ ନିପାତ ପରେ ନାଚିକି ଧୂଳି ଉଡ଼ାଇଲେ ଯବାନ

ଛତିଶଗଡ଼ ସୁକମାରେ ଆଜି ଯବାନଙ୍କୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୧୦ ଜଣ ନକ୍ସଲଙ୍କୁ ନିପାତ କରିଛନ୍ତି ଯବାନ। ନକ୍ସଲଙ୍କ ବିରୁଦ୍ଧରେ ଏହି ସଫଳ ଅପରେସନ ପରେ DRG (ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ) ଯବାନମାନେ…

ରେଳବାଇ ପୁଲିସ ଦ୍ବାରା ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ, ୧୬ ଅଭିଯୁକ୍ତ ଗିରଫ

କୋରାପୁଟ: ଗଞ୍ଜେଇ ଚାଷ ଓ ଚାଳାଣକାରୀଙ୍କ ହବ୍ ଅବିଭକ୍ତ କୋରାପୁଟ ଜିଲ୍ଲା। ବିଭିନ୍ନ ମାଧ୍ୟମ, ପଦ୍ଧତିରେ ଚାଳାଣ ଜାରି ରହିଛି। ସଡ଼କ ପଥରେ ବିଭିନ୍ନ ବସ୍‌, ଭ୍ୟାନ୍‌, ଟ୍ରକ୍‌ ଓ ବାଇକରେ ଚାଳାଣ ବେଳେ ଧରା ପଡ଼ୁଥିବାରୁ ନୂଆନୂଆ ପଇଁତରା ମାଫିଆମାନେ…

ବାଇକକୁ ମୁହାଁମୁହିଁ ପିଟିଲା ଟ୍ରକ୍ ; ୪ମୃତ

ଜୟପୁର: ମର୍ମନ୍ତୁଦ ଦୁର୍ଘଟଣା । ମାଡ଼ିଗଲା ଟ୍ରକ୍, ୪ମୃତ। ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ଠାରେ ଜାତୀୟ ରାଜପଥରେ ଏକ ବାଇକକୁ ମାଲବାହୀ ଟ୍ରକ ଧକ୍କା ଦେଇଥିଲା । ୪ ଜଣ ବାଇକରେ ଯାଉଥିବାବେଳେ ଏକ ଟ୍ରକ ଧକ୍କା ଦେଇଥିଲା…

କଂଗ୍ରେସକୁ ତାୱଡେଙ୍କ ନୋଟିସ୍

କଂଗ୍ରେସକୁ ଏକ ଲିଗାଲ୍ ନୋଟିସ୍ ପଠାଇଛନ୍ତି ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୁପ୍ରିୟା ଶ୍ରୀନେଟ ଏବଂ ରାହୁଲ ଗାନ୍ଧିଙ୍କୁ ଏହି ନୋଟିସ୍ ପଠାଇଛନ୍ତି। ତାଙ୍କ ବିରୁଦ୍ଧରେ ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବାର ମିଛ…