ଡ୍ୟୁଟି ବେଳେ ଚାଲିଗଲା ଜୀବନ,ପାଟ୍ରୋଲିଂ ବେଳେ ଟଳିପଡିଲେ ବନ କର୍ମଚାରୀ
କେନ୍ଦ୍ରାପଡା ୨୧/୧୧: ମଝି ସମୁଦ୍ରରେ ଚାଲିଗଲା ଜୀବନ । ପାଟ୍ରୋଲିଂ ବେଳେ ଟଳିପଡିଲେ ବନ କର୍ମଚାରୀ । କେନ୍ଦ୍ରାପଡା ରାଜନଗର ବ୍ଲକ ବନବିଭାଗର ବିରଳ ଅଲିଭ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ ଚାଲିଥିବାବେଳେ ଘଟିଛି ଅଘଟଣ । ସମୁଦ୍ର ମଝିରେ…
