2024

୨୪ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍‌, ଆକଳନ କରିବେ ବାତ୍ୟା କ୍ଷତିକ୍ଷତି

ଭୁବନେଶ୍ୱର: ବାତ୍ୟା ଦାନା କ୍ଷତି ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍‌। ୨୪ ତାରିଖରେ ଟିମ୍‌ ପହଞ୍ଚିବ କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଟିମ୍‌ ରହିବେ ବୋଲି କହିଛନ୍ତି ସୁରେଶ ପୂଜାରୀ। ଗୃହ…

ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, କାର୍ଯ୍ୟସୂଚୀ ପ୍ରକାଶ କଲା ସିଏଚଏସଇ

ଫେବୃଆରୀ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । କାର୍ଯ୍ୟସୂଚୀ ପ୍ରକାଶ କଲା ସିଏଚଏସଇ । ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏଁ ଚାଲିବ ପରୀକ୍ଷା । ସୂଚନା ବୋର୍ଡ ପକ୍ଷରୁ ପ୍ରୋଗ୍ରାମ୍ ଘୋଷଣା ପରେ ଉତ୍ସାହିତ ଅଛନ୍ତି…

ଏଣିକି ୨୪ ଘଣ୍ଟା ଖୋଲା ରହିବ ନିରାମୟ ଔଷଧ କେନ୍ଦ୍ର

ଭୁବନେଶ୍ୱର:୨୪ ଘଣ୍ଟା ନିରାମୟ ଔଷଧ କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଯେପରି ଏହାର ଖିଲାପ ନ ହେବ ସେଥିପାଇଁ ସ୍କ୍ବାଡ୍‌ ଗଠନ ହୋଇଥିବା ନେଇ ସୂଚନା ଦେଲେ ମନ୍ତ୍ରୀ। ସେହିପରି ନିରାମୟ…

ବିଜେପିକୁ ସମର୍ଥନ କରିବାରୁ ଦଳିତ ଯୁବତୀଙ୍କୁ ହତ୍ୟା!

ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନସଭା ଉପନିର୍ବାଚନ ମଧ୍ୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏକ ବସ୍ତା ଭିତରୁ ଜଣେ ଦଳିତ ଯୁବତୀଙ୍କ ଉଲଗ୍ନ ମୃତଦେହ ଜବତ କରାଯାଇଛି। ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ରାଜି ନହେବାରୁ ଯୁବତୀଙ୍କୁ ହତ୍ୟା କରାଯାଇଥିବା…

ଶିଶୁ ବିକ୍ରି ମାମଲା: ଆନ୍ଧ୍ରରୁ ଉଦ୍ଧାର ହେଲା ନବଜାତ ଶିଶୁ

ରାୟଗଡା; ଅସହ୍ୟ କଲା ଦାରିଦ୍ରତା l ନିଜର ନବଜାତ ଶିଶୁ କନ୍ୟାକୁ ବିକ୍ରି କଲା ମାଆ। ୯ ଦିନର ଶିଶୁକୁ ମାତ୍ର ୨୦ ହଜାର ଟଙ୍କାରେ ବିକ୍ରି କରିଦେଲା ମା’। ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଜେକେପୁର ଚାନ୍ଦିଲି…

କଟକରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା, ତ୍ରିଶୁଳିଆରୁ ଗିରଫ ହେଲା ଅଭିଯୁକ୍ତ

କଟକ : କଟକ ବାରଙ୍ଗ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଗିରଫ । ତ୍ରିଶୁଳିଆରୁ ଗିରଫ କଲା ବାରଙ୍ଗ ଥାନା ପୋଲିସ । ପୀଡ଼ିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟକ SCBରେ ଭର୍ତ୍ତି କରାଯାଇଛି । ଏବେ…

ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ ନିଲମ୍ବିତ

ଚାନ୍ଦବାଲି: ଲାଞ୍ଚ ମାଗି ଗ୍ରାମ୍ୟ କୃଷି କର୍ମଚାରୀ (VAW) ନିଲମ୍ବିତ। ବାତ୍ୟା ‘ଦାନା’ ତ ଯାହା କ୍ଷୟକ୍ଷତି ଘଟଇଲା ତାଠୁ ଅଧିକ ଦାଉ ସାଧିଲା ସରକାରୀ ମାଡାମଙ୍କ ଲାଞ୍ଚ। ହେକ୍ଟର ପିଛା, ଏକର ପିଛା ଅଲଗା ଅଲଗା ଲାଞ୍ଚ ଦର। ଏଭଳି…

ଭୋଟିଂ ବେଳେ ହଙ୍ଗାମା, ପୁଲିସ ଉପରକୁ ପଥରମାଡ଼

ଆଜି ମହାରାଷ୍ଟ୍ର ଓ ଝାରଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ଏଥିସହ ଉତ୍ତରପ୍ରଦେଶର ୯ଟି ବିଧାନସଭା ଆସନରେ ଉପନିର୍ବାଚନ ମଧ୍ୟ ହେଉଛି। ତେବେ ଏହି ଭୋଟିଂ ଭିତରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ପ୍ରବଳ ହଙ୍ଗାମା। ଅନେକ ସ୍ଥାନରେ ନକଲି…

ଦାଦା-ପୁତୁରାଙ୍କ ସନ୍ଦେହଜନକ ମୃତ୍ୟୁ: ରାତିରେ ଖାଇ ପିଇ ଶୋଇଲେ, ସକାଳୁ ଚାଲିଗଲା ଜୀବନ

ଜଗତସିଂହପୁର: ଦାଦା-ପୁତୁରାଙ୍କ ସନ୍ଦେହଜନକ ମୃତ୍ୟୁ । ରାତିରେ ଖାଇ ପିଇ ଶୋଇଥିଲେ, ସକାଳୁ ଚାଲିଗଲା ଜୀବନ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶିରସ୍ତା ଗାଁରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ହେଲେ ଦାଦା ଗୋପୀନାଥ ସାମଲ…

ଜମି ପଞ୍ଜୀକରଣ ପାଇଁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ, ସାବାଡ ହେବେ ଦଲାଲ

କଟକ: ଏବେ ଜମି ପଞ୍ଜୀକରଣ ହେବ ସହଜ। ସରକାର ଏଥିପାଇଁ ହୋଇଛନ୍ତି ତତ୍ପର। ଜମିଜମା ପଞ୍ଜିକରଣ ପ୍ରକ୍ରିୟାକୁ ସରଳ କରିବା ଲାଗି ଆଜି ଠାରୁ ଆରମ୍ଭ ହେଲା ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ। କଟକ ସ୍ଥିତ ରାଜସ୍ଵ ପରିଷଦ ବିଲଡିଂରେ ଥିବା ମହାନିବନ୍ଧକ…