କଂଗ୍ରେସକୁ ଝଟ୍‌କା: ପଶ୍ଚିମବଙ୍ଗରେ ୪୨ଟି ଯାକ ଆସନରେ ଲଢ଼ିବ ଟିଏମ୍‌ସି

କୋଲକାତା: ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଇଣ୍ଡିଆ ମେଣ୍ଟକୁ ଆଜି ଏକ ଧକ୍କା ଲାଗିଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ ନାହିଁ। ସମସ୍ତ ୪୨ଟି ଯାକ ଆସନରେ ଏକା ଲଢ଼ିବ।…

ଅପପ୍ରଚାରର ମୁକାବିଲା ପାଇଁ ଅଣ୍ଟାଭିଡ଼ିଲା ନିର୍ବାଚନ ଆୟୋଗ: ଇଭିଏମ୍‌, ଭିଭିପାଟ୍‌ ପାଇଁ ସଚେତନତା କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ ଇଭିଏମ୍‌ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଇଣ୍ଟରନେଟ୍‌ ମିଡିଆର ଅପପ୍ରଚାର ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ଆୟୋଗ ଯୋଜନା ପ୍ରସ୍ତୁତ କରୁଥିବା ସୂତ୍ରରୁ ଜଣାପଡ଼ିଛି। ଆୟୋଗ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଛି ତାହା…

ବିମାନ ବାଥ୍‌ରୁମ୍‌ରେ ନାବାଳିକାଙ୍କ ଭିଡିଓ ଉଠାଉଥିବା କର୍ମଚାରୀ ଗିରଫ

ଭର୍ଜିନିଆ: ବିମାନ ବାଥ୍‌ରୁମ୍‌ରେ ଏକାଧିକ ନାବାଳିକାଙ୍କ ଭିଡିଓ ଉତ୍ତୋଳନ କରିଥିବା ଆମେରିକାନ୍‌ ଏୟାର୍‌ଲାଇନ୍‌ର ଜଣେ ଆଟେଣ୍ଡାଣ୍ଟ୍‌ଙ୍କୁ ଗୁରୁବାର ଦିନ ଭର୍ଜିନିଆରୁ ଫେଡେରାଲ୍‌ ଏଜେଣ୍ଟ୍‌ମାନେ ଗିରଫ କରିଥିବା କଥା ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି, ଗତବର୍ଷ ସେପ୍ଟେମ୍ବର ମାସରେ…

ଜେରା କରିବାକୁ ହେମନ୍ତ ସୋରେନ୍‌ଙ୍କ ରାଞ୍ଚି ବାସଭବନରେ ପହଞ୍ଚିଲା ‘ଇଡି’ ଟିମ୍‌

ନୂଆଦିଲ୍ଲୀ: ‘ମନି ଲଣ୍ଡରିଂ’ ମାମଲାରେ ଜେରା କରିବା ଲାଗି ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ରାଞ୍ଚିସ୍ଥିତ ବାସଭବନରେ ପହଞ୍ଚିଥିବା କଥା ‘ଏନ୍‌ଡିଟିଭି’ ରିପୋର୍ଟ କରିଛି। ସଦ୍ୟତମ ସୂଚନା ଅନୁସାରେ, ଏବେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌ ମୁଖ୍ୟମନ୍ତ୍ରୀ…

ଓଡିଶା ସୀମାନ୍ତ ଛତିଶଗଡ଼ରେ ପୁଲିସର ବଡ ଅପରେସନ, ୩ ମାଓବାଦୀ ନିହତ

ରାୟପୁର: ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରଠାରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୁଲିସ ଗୁଳିରେ ୩ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମୃତକ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ବନ୍ଧୁକ, ଔଷଧ,…

ପତ୍ନୀ ଥାଉ ଥାଉ ଅନ୍ୟତ୍ର ବିବାହ କଲେ ସାନିଆଙ୍କ ସ୍ବାମୀ

ନୂଆଦିଲ୍ଲୀ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଓ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍‌ ମଲ୍ଲିକଙ୍କ ବୈବାହିକ ଜୀବନ ଶେଷରେ ଭିନ୍ନ ମୋଡ଼ ନେଇଛି। କାରଣ ଦ୍ବିତୀୟ ବିବାହ କରି ସାରିଛନ୍ତି ସାନିଆଙ୍କ ସ୍ବାମୀ ସୋଏବ। ସେ ପାକିସ୍ତାନୀ…

ମୁସଲମାନଙ୍କଠାରୁ ଯୋଜନାବଦ୍ଧ ଢଙ୍ଗରେ ଛଡ଼େଇ ନିଆଯାଇଛି ବାବ୍ରି ମସଜିଦ୍

କଲବୁର୍ଗି : ଜାନୁଆରୀ ୨୨ ରେ ଅଯୋଧ୍ୟାରେ ହେବାକୁ ଥିବା ବିବାହ ସମାରୋହ ପୂର୍ବରୁ ଅଲ ଇଣ୍ଡିଆ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍) ସଭାପତି ଅସଦୁଦ୍ଦିନ ଓୱେସି ଏକ ବଡ଼ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ମୁସଲମାନମାନଙ୍କୁ ଯୋଜନାବଦ୍ଧ ଢଙ୍ଗରେ…

ପ୍ରଥମ ଥର ପାଇଁ ଶନିବାର ଖୋଲିଲା ଷ୍ଟକବଜାର

ମୁମ୍ବାଇ : ଆସନ୍ତା ସୋମବାର (ଜାନୁଆରି ୨୨)ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ କାରବାର ବନ୍ଦ ରହିବ। ଅନ୍ୟପକ୍ଷରେ ଶନିବାର ( ଜାନୁଆରି ୨୦)ରେ ପ୍ରଥମ…

ପ୍ରାଣପ୍ରତିଷ୍ଠା ଦିନ ବନ୍ଦ ରହିବ ୨୦୦୦ ଟଙ୍କିଆ ନୋଟ ବଦଳ, ରିଜର୍ଭ ବ୍ୟାଙ୍କର ଘୋଷଣା

ମୁମ୍ବାଇ : ଆସନ୍ତା ସୋମବାର (ଜାନୁଆରି ୨୨)ରେ ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ପାଇଁ କେନ୍ଦ୍ର ସରକାର ଅଧାଦିନ ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସେଦିନ ରିଜର୍ଭ ବ୍ୟାଙ୍କ ବି ଅଧାଦିନ ବନ୍ଦ ରହିବ। ଏହାକୁ…

ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନର ଚାରି ଜଣ ଅଧିକାରୀ ମୃତ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଦେଶଗୁଡିକ ମଧ୍ୟରେ ତିକ୍ତ ହେଉଛି ସମ୍ପର୍କ। ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ମଧ୍ୟରେ ମୁଣ୍ଡ ଟେକିଛି ଇରାନ। ଚାରି ଦିନ ତଳେ ଇରାନ ଇସ୍ରାଏଲ ଗୁପ୍ତଚର ମୁଖ୍ୟାଳୟ ଉପରେ ଟାର୍ଗେଟ କରିଥିବା ବେଳେ ଏବେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ…