January 2024

ଲୋକସଭା ନିର୍ବାଚନ ପାଇଁ ସପା ଓ ଆରଏଲଡି ମଧ୍ୟରେ ମେଣ୍ଟ

ନୂଆଦିଲ୍ଲୀ: ୨୦୨୪ ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ଆସନ ବୁଝାମଣା ହୋଇଛି । ସୂଚନାନୁସାରେ, ଆରଏଲଡି ୭ ରୁ ୮ଟି ଆସନରେ ମିଳିତ ଭାବେ ଲଢ଼ିବ । ପଶ୍ଚିମ…

ASO ମାମଲାରେ ରାଜ୍ୟ ସରକାର, OPSC ଓ ଅନ୍ୟ ପ୍ରତିପକ୍ଷଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

କଟକ : ସୁପ୍ରିମକୋର୍ଟରେ ଓଡ଼ିଶା ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ଚୟନ ମାମଲା । ମାମଲାକୁ ଶୁଣାଣି ପାଇଁ ଗ୍ରହଣ କଲେ ସୁପ୍ରିମ୍ କୋର୍ଟ । ରାଜ୍ୟ ସରକାର, OPSC ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମକୋର୍ଟ। ଜବାବ ଦାଖଲ କରିବାକୁ…

ଅନାଥ ଆଶ୍ରମରେ ଦିଆଯାଉଛି ଅସହ୍ୟ ଯନ୍ତ୍ରଣା; ଓଲଟାଇ ଟାଙ୍ଗିଦେବା ସହ ଲଙ୍କା ଧୂଆଁ ଦେଉଛନ୍ତି

ମଧ୍ୟପ୍ରଦେଶ ଇନ୍ଦୋରର ଏକ ଅନାଥ ଆଶ୍ରମରେ ପିଲାମାନଙ୍କୁ ଦିଆଯାଉଛି ଅକଥନୀୟ ଯନ୍ତ୍ରଣା। ଶିଶୁ କଲ୍ୟାଣ କମିଟି (CWC) ଗତ ସପ୍ତାହରେ ଅଚାନକ ଅନାଥ ଆଶ୍ରମ ପରିଦର୍ଶନ କରି ସାମ୍ନାକୁ ଆଣିଛି ଭିତିରି କଥା। ପିଲାମାନେ କିପରି ନିର୍ଯାତନାର ଶିକାର ହେଉଛନ୍ତି, ତାର…

ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା: ଜଳିବ ୭ ଫୁଟ୍ ଉଚ୍ଚତା ସହ ୧୩ ଫୁଟ୍ ଚଉଡାର ବିରାଟ ଦୀପ

ଭଦ୍ରକ: ଆସନ୍ତା ୨୨ ତାରିଖରେ ଭାରତର ଇତିହାସରେ ଯୋଡା ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଏହି ଦିନ ଅଯୋଧ୍ୟାର ବହୁପ୍ରତୀକ୍ଷିତ ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଯାହାକୁ ନେଇ ବର୍ତ୍ତମାନ…

ମନଇଚ୍ଛା ଆଣ୍ଟିବାୟୋଟିକ୍ ଲେଖିପାରିବେନି ଡାକ୍ତର

ଏଣିକି ଡାକ୍ତରମାନେ ଔଷଧ ଲେଖିବା ବେଳେ ଆଣ୍ଟିବାୟୋଟିକ୍ସ ଦେଲେ, ତା’ର କାରଣ ଦର୍ଶାଇବେ। କେଉଁ କାରଣ ପାଇଁ ସେମାନେ ଆଣ୍ଟିବାୟୋଟିକ୍ସ ଲେଖୁଛନ୍ତି, ତାହା ପ୍ରେସକ୍ରିପ୍‌ସନରେ ଉଲ୍ଲେଖ କରିବେ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ସମସ୍ତ ମେଡିକାଲ କଲେଜକୁ…

ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ମୃତ୍ୟୁ

କଟକ : କଟକ ଏସସିବି ମେଡିକାଲରେ ପ୍ରଥମ ହାପଲୋ ବୋନମ୍ୟାରୋ ଟ୍ରାନସପ୍ଲାଣ୍ଟ ହୋଇଥିବା ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି। ଗତ ୯ ତାରିଖରେ ଖୋର୍ଦ୍ଧା ଅଞ୍ଚଳର ଶୁଭ୍ରାଂଶୁ ସାହୁଙ୍କର କଟକ ଏସସିବି…

ଓଡିଶାରୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ସଂଗ୍ରହ କରିବ କେନ୍ଦ୍ର । ଏନେଇ ମଞ୍ଜୁରୀ ଦେଇଛି କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଂଟନ ମନ୍ତ୍ରାଳୟ । ରାଜ୍ୟରୁ ଉଷୁନା ଚାଉଳ ଉଠାଇବା ନେଇ କେନ୍ଦ୍ରମନ୍ତ୍ରୀ…

ପୁଣି ଜେଲରୁ ବାହାରିବ ଗୁରମିତ ରାମ ରହିମ

ପୁଣି ଜେଲରୁ ବାହାରିବ ଆତ୍ମଘୋଷିତ ବାବା ଗୁରମିତ ରାମ ରହିମ ସିଂହ। ୨୦ ବର୍ଷ କାରାଦଣ୍ଡ କାଟୁଥିବା ରହିମ ମାତ୍ର ଦୁଇ ମାସ ତଳେ ୨୧ ଦିନ ଛୁଟିରେ ଆସିଥିଲା, ଏବେ ତାକୁ ପୁଣି ୫୦ ଦିନର ଛୁଟି ଅନୁମତି ମିଳିଛି।…

ଭାରସାମ୍ୟ ହରାଇ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ଯାଜପୁର : ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ଭାରସାମ୍ୟ ହରାଇ ମାଡିଗଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଯାଜପୁର ୧୬ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ୟାଙ୍କର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ କଟକ…

ଦିଲ୍ଲୀରେ ଜାନୁଆରୀ ୨୬ ଯାଏଁ ଏହି ସମୟରେ କରିବନି ବିମାନ ଚଳାଚଳ

ବିମାନ ଯାତ୍ରୀଙ୍କ ପାଇଁ ବଡ ଖବର। ଆଜିଠାରୁ ଗଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହି ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟରେ ବିମାନ ଉଡାଣ ଏବଂ ଅବତରଣ ହୋଇପାରିବ ନାହିଁ।…