January 2024

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି ବିରୋଧୀ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ ବୋଲି…

ବିରଜା ହାଟକୁ ଅନ୍ୟତ୍ର ସ୍ଥାନାନ୍ତରିତ ନିଷ୍ପତ୍ତିକୁ ବ୍ୟବସାୟୀଙ୍କ ବିରୋଧ

ଯାଜପୁର: ଯାଜପୁର ଜିଲ୍ଲା ର ବିରଜା ହାଟକୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତ୍ତି କୁ ବ୍ୟବସାୟୀ ଙ୍କ ବିରୋଧ ଜାରି ରହିଛି । ଆଜି ପ୍ରଭାବିତ ବ୍ୟବସାୟୀ ଙ୍କ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଥିଲା । ଏଥିରେ କ୍ଷତିଗ୍ରସ୍ତ ବ୍ୟବସାୟି ଙ୍କୁ…

୧୩୨ କେଭି ତାର ସଂସ୍ପର୍ଶରେ ଆସି ଯୁବକ ଜୀବନ୍ତ ଦଗ୍ଧ

୧୩୨ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଜଣେ ଯୁବକ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୁଲେଇ ଗାଁରେ ଘଟଇଛି ଏହି ଘଟଣା। ମୃତ ଯୁବକଙ୍କ ନାଁ ଜଗନ ରାଉତ (୨୮)। ତାଙ୍କ ଘର ସେହି ବସୁଲେଇ…

ମକର ସଂକ୍ରାନ୍ତିରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ତାରିଣୀ

ମକର ସଂକ୍ରାନ୍ତି ପାଇଁ ଉତ୍ସବମୁଖର ଘଟଗାଁ ମା’ ତାରିଣୀଙ୍କ ପୀଠ । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ । ହଜାର ହଜାର ସଂଖ୍ୟାର ଭକ୍ତଙ୍କ ଭିଡ ଜମିଛି । ଆଜି ଭୋର ୪ଟାରୁ ମାଆଙ୍କ ମାର୍ଜଣା, ମଙ୍ଗଳ ଆଳତୀ ସହ…

ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ରୁଦ୍ର ରାଜୁଙ୍କ ଇସ୍ତଫା, ଶର୍ମିଲାଙ୍କୁ ମିଳିବ ଦାୟିତ୍ୱ!

ଆନ୍ଧ୍ର ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଜି. ରୁଦ୍ର ରାଜୁ। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି। ନିକଟରେ କଂଗ୍ରେସରେ ଯୋଗ ଦେଇଥିବା ୱାଇ.ଏସ୍ ଶର୍ମିଲାଙ୍କୁ ଏହି ପଦ ଦିଆ ଯାଇପାରେ ବୋଲି କୁହାଯାଉଛି। ମିଳିଥିବା ସୂଚନା…

ବସ୍‌ରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ, ତଦନ୍ତ ଜାରି

ବାଲେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ବସ୍‌ରେ ଯାଉଥିବା ବେଳେ ଯାତ୍ରୀଙ୍କ ମୃତ୍ୟୁ । ମୃତ ଯାତ୍ରୀ ଜଣଙ୍କ ହେଲେ ଗୌରାଙ୍ଗ ପ୍ରଧାନ । ଭୋଗରାଇରୁ ବାଲେଶ୍ୱର ଯାଉଥିବା ମଧୁସୂଦନ ବସରେ ଘଟିଛି ଏହି…

ଅମିତ ଶାହଙ୍କ ବଡ଼ ଭଉଣୀଙ୍କ ପରଲୋକ

କେନ୍ଦ୍ର ମନ୍ତ୍ରୀ ଅମିତ ଶାହଙ୍କ ବଡ଼ ଭଉଣୀ ରାଜେଶ୍ୱରୀବେନ୍ ଶାହଙ୍କର ଆଜି ପରଲୋକ ହୋଇଯାଇଛି। ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ରାଜେଶ୍ୱରୀବେନ୍ ଅନେକ ଦିନ ହେଲାଣି ଅସୁସ୍ଥ ଥିଲେ। ମୁମ୍ବାଇରେ ତାଙ୍କ ଚିକିତ୍ସା…

ମରୁ ମରୁ ବଞ୍ଚିଗଲେ ମହିଳା

ବାଲେଶ୍ୱର: ମରୁ ମରୁ ବଞ୍ଚିଗଲେ । ନିଶ୍ଚିତ ମରଣରୁ ବଞ୍ଚିଗଲେ ମହିଳା । ଶାଶୁ ଶ୍ୱଶୁର ସ୍ୱାମୀ ମିଶିକି ମାରିବାକୁ କରିଥିଲେ ବହୁତ ଚେଷ୍ଟା । କିନ୍ତୁ ବୋଧହୁଏ ସମୟ ପୂରି ନଥିଲା ତାଙ୍କର । ସେଥିପାଇଁ ନିଶ୍ଚିତ ମରଣରୁ ବର୍ତ୍ତି…

ମକର ସଂକ୍ରାନ୍ତିରେ ରାଜ୍ୟର ପ୍ରମୁଖ ଦେବାଳୟ ଚଳଚଞ୍ଚଳ

ଭୁବନେଶ୍ବର: ଆଜି ପବିତ୍ର ମକର ସଂକ୍ରାନ୍ତି। ଏଥିଲାଗି ରାଜ୍ୟର ପ୍ରମୁଖ ଦେବାଳୟ ଚଳଚଞ୍ଚଳ ହୋଇଉଠିଛି। ଆଜି ଶ୍ରୀମନ୍ଦିରରେ ମହାପ୍ରଗୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଆଜି ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତିରେ ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳଲାଗି କରାଯାଇ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ…

ଆମେରିକାରେ ମିଳିଲା ୨ ଭାରତୀୟ ଛାତ୍ରଙ୍କ ମୃତଦେହ

ନୂଆଦିଲ୍ଲୀ: ନିକଟରେ ଆମେରିକା ଯାଇଥିବା ଦୁଇ ଜଣ ଭାରତୀୟ ଛାତ୍ରଙ୍କ ଆମେରିକାର କନେକ୍ଟିକଟ୍ ସ୍ଥିତ ବାସଭବନରୁ ମିଳିଛି। ଉଭୟ ଛାତ୍ର ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବାସିନ୍ଦା ଥିବା ଜଣାପଡ଼ିଛି । ସେମାନେ ହେଲେ ତେଲେଙ୍ଗାନାର ବନପାର୍ଥିର ଜି ଦିନେଶ (୨୨) ଓ…